Daily Archives

April 10, 2019

ଜେଲରେ ରହିବେ ଆରଜେଡି ସୁପ୍ରିମୋ ! ଲାଲୁଙ୍କ ଜାମିନ୍ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ବଡ ଝଟକା । ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଲାଲୁ ଯାଦବ ଜାମିନ ଆବେଦନ କରିଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଲାଲୁଙ୍କ ଜାମିନ…

ରାତି ପାହିଲେ ଭୋଟ ଦେବ ଓଡିଶା । ୫ ବର୍ଷ ପାଇଁ ନେତା ବାଛିବେ ଜନତା, ଜାଣନ୍ତୁ ଚଳିତ ନିର୍ବାଚନରେ କଣ ରହିଛି ନୂଆ…

କନକ ବ୍ୟୁରୋ : ରାତି ପାହିଲେ ଭୋଟ୍ । ନେତା ବାଛିବେ ଜନତା । ଓଡ଼ିଶାର ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ହେବ ମତଦାନ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଥିପାଇଁ ଚୁଡାନ୍ତ ହୋଇଛି ପ୍ରସ୍ତୁତି । ପ୍ରସ୍ତୁତ ହୋଇରହିଛି ଇଭିଏମ୍ ଏବଂ…

ବିରାଟଙ୍କୁ ଆଉ ଏକ ସମ୍ମାନ ! କ୍ରମାଗତ ତୃତୀୟ ଥର ପାଇଁ ହାସଲ କଲେ ଲିଡିଂ କ୍ରିକେଟର ଇନ୍ ଦ ୱାର୍ଲଡ ଟାଇଟଲ୍ ।

କନକ ବ୍ୟୁରୋ : ବିରାଟ କୋହଲିଙ୍କୁ ଆଉ ଏକ ସମ୍ମାନ । କୋହଲି ହୋଇଛନ୍ତି ଲିଡିଂ କ୍ରିକେଟର ଇନ୍ ଦ ୱାର୍ଲଡ । ୱିଜଡେନ୍ ଦ୍ୱାରା ଘୋଷିତ ତାଲିକାରେ କ୍ରମାଗତ ତୃତୀୟ ବର୍ଷ ପାଇଁ କୋହଲିଙ୍କୁ ଏହି ସମ୍ମାନ ମିଳିଛି । ୩୦ ବର୍ଷୀୟ ଏହି ଭାରତୀୟ କ୍ରିକେଟର ୱିଜଡେନ୍ ଦ୍ୱାରା ଘୋଷିତ ୫ ଶ୍ରେଷ୍ଠ…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା କ୍ୟାପଟେନ୍ କୁଲଙ୍କ ଏୟାରପୋର୍ଟ ଚଟାଣ ତଳେ ଶୋଇଥିବା ଫଟୋ !

ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) କେତେ ବ୍ୟସ୍ତତାପୂର୍ଣ୍ଣ ତାହା ଆପଣ ଏହି କଥାରୁ କଳନା କରୁଥିବେ ଯେ ଭାରତୀୟ କ୍ରିକେଟ୍ ଟିମରେ ସବୁଠାରୁ ଫିଟ୍ ରହିଥିବା ଖେଳାଳୀ ମହେନ୍ଦ୍ରା ସିଂହ ଧୋନୀ ବୀ ଏଥିରେ ପ୍ରଭାବିତ ହୋଇଛନ୍ତିି । ମଇଦାନରେ ସବୁଠାରୁ ଫିଟ୍ ଖେଳାଳୀ ମନାଯାଉଥିବା ପୂର୍ବ…

କେତେ ଟଙ୍କାର ମାଲିକ ବୈଜୟନ୍ତ । ସତ୍ୟପାଠରେ ସାମ୍ନାକୁ ଆସିଲା ସତ, କୋଟି କୋଟି ଟଙ୍କା ଥାଇ ସୁଦ୍ଧା ଋଣ କରିଛନ୍ତି…

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ଫୋକସରେ ଏବେ କେନ୍ଦ୍ରାପଡା ଲୋକସଭା ଆସନ । ହେଭିୱେଟଙ୍କ ଲଢେଇର ମୂକସାକ୍ଷୀ ପାଲଟିବାକୁ ଯାଉଛି କେନ୍ଦ୍ରାପଡା । ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡାରେ ନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଆଉ ନାମାଙ୍କନପତ୍ର ଦାଖଲ ପରେ…

ରାଷ୍ଟ୍ରୀୟ ସମ୍ମାନ ସହ ସହୀଦଙ୍କୁ ଦିଆଗଲା ଶେଷ ସଲାମ ! ଲ୍ୟାଣ୍ଡମାଇନ ବିସ୍ଫୋରଣରେ କାଲି ବିଧାୟକଙ୍କ ସହ ସହୀଦ୍…

କନକ ବ୍ୟୁରୋ : ନିର୍ବାଚନର ଦିନକ ପୂର୍ବରୁ ଛତିଶଗଡର ଦାନ୍ତେୱାଡାରେ ଲାଲବାହିନୀର ଲ୍ୟାଣ୍ଡମାଇନ ବିସ୍ଫୋରଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସୀମାନ୍ତ ଜିଲ୍ଲାରେ ନକ୍ସଲମାନେ ପୁଣି ଥରେ ସେମାନଙ୍କର ଉପସ୍ଥିତି ଜାହିରି କରିଛନ୍ତି । ଲାଲବାହିନୀର ଏହି ବର୍ବରକାଣ୍ଡରେ ଚାଲିଯାଇଛି ୫ଜଣଙ୍କ ଜୀବନ…