Daily Archives

March 27, 2019

କଥା ଦେଇଥିଲେ, କଥା ରଖିଲେ ! ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଲେ ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ମୋଟ୍ ୧୮ଟି ଲୋକସଭା ଏବଂ ୧୦୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜୁ ଜନତା ଦଳ । ତେବେ ନିର୍ବାଚନ ପୂର୍ବରୁ ସଂସଦରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣର ପ୍ରସ୍ତାବ ଦେଇଥିଲା ବିଜେଡି । ଆଉ ଦଳ ଏହାକୁ ପାଖାପାଖି ପୂରଣ କରିଥିବା…

ପଲିଟିକ୍ସରେ ପ୍ରଶାସକ । ସମ୍ବଲପୁରରେ ଶକ୍ତି ଦେଖାଇବେ ପାୱାର କରିଡ଼ରର ପୂର୍ବତନ ସଚିବ ।

କନକ ବ୍ୟୁରୋ: ପୂର୍ତ୍ତ ସଚିବରୁ ପାର୍ଲାମେଣ୍ଟ ଟିକେଟ୍ । ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଶେଷରେ ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ଟିକେଟ ଦେଇଛି ବିଜେଡି । ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ…

ଲୋକସଭା ଆସନରେ ୯ରୁ ୭ ପ୍ରାର୍ଥୀ ବଦଳାଇଲା ବିଜେଡି ! ନୂଆ ଚେହେରାଙ୍କୁ ଭରସା କରି ୧୯ ନିର୍ବାଚନ ପାର ହେବାକୁ ଚେଷ୍ଟା ।

କନକ ବ୍ୟୁରୋ : ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ୯ଟି ଲୋକସଭା ଆସନ ଏବଂ ୩୬ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ଟି…

ପ୍ରସନ୍ନଙ୍କୁ ମିଳିବ ପୁରସ୍କାର ! ଲୋକସଭା ଟିକେଟ୍ କଟିଲା, ରାଜ୍ୟସଭା ପଠାଇବାକୁ ଘୋଷଣା କଲେ ନବୀନ ।

କନକ ବ୍ୟୁରୋ : ୨୧ ବର୍ଷ ପରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା ବିଜୁ ଜନତା ଦଳ । ୨୦୧୯ ସାଧାରଣ ନିର୍ବାଚନର ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ମୋଟ୍ ୯ଟି ଲୋକସଭା ଏବଂ ୩୬ଟି ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ…

ମାଇନିଂ କଂପାନୀରୁ ଦରମା ନେଇ ସତ୍ୟପାଠରେ ତଥ୍ୟ ଲୁଚାଇବେନି ଅନୁଭବ ମହାନ୍ତି । ପ୍ରାର୍ଥୀ ଘୋଷଣା ବେଳେ ବୈଜୟନ୍ତଙ୍କୁ…

କେନ୍ଦ୍ରାପଡାରୁ ବିଜେଡି ଟିକେଟରେ ନିର୍ବାଚନ ଲଢିବେ ଅନୁଭବ ମହାନ୍ତି । ଅଣ ବିଜେପି ଓ ଅଣ କଂଗ୍ରେସର ଗଡ ହୋଇ ରହି ଆସିଥିବା କେନ୍ଦ୍ରାପଡା ଆସନରୁ ନିଜର ପ୍ରତ୍ୟକ୍ଷ ରାଜନୀତିର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଏହି ରାଜ୍ୟସଭା ସାଂସଦ । ବିଜେଡି ପାଇଁ ସମ୍ମାନର ଲଢେଇ ପାଲଟିଥିବା ଏହି ଆସନ…

କେନ୍ଦ୍ରାପଡା କୁରୁକ୍ଷେତ୍ର ପାଇଁ ନବୀନଙ୍କ ସୈନିକ ଅନୁଭବ । ବୈଜୟନ୍ତଙ୍କୁ ମାତ୍ ଦେଇ ଅଣକଂଗ୍ରେସ ଓ ଅଣବିଜେପି ଗଡରେ…

କନକ ବ୍ୟୁରୋ : କେନ୍ଦ୍ରାପଡା ନିର୍ବାଚନ କୁରୁକ୍ଷେତ୍ରରେ ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା । ମୁହାଁମୁହିଁ ହେବେ ରାଜନୀତିର ପୋଖତ ଖେଳାଳି ବୈଜୟନ୍ତ ଓ ଲୋକପ୍ରିୟତାର ଶୀର୍ଷରେ ଥିବା ଅନୁଭବ ମହାନ୍ତି । କେନ୍ଦ୍ରାପଡା ପାଇଁ ବିଜେଡି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନାଁ ପ୍ରାର୍ଥୀ ଭାବେ…