Daily Archives

March 22, 2019

ନିର୍ବାଚନ ପାଇଁ ବିଜେଡିର ନୂଆ ରଣନୀତି । ଜନତାଙ୍କ ଅର୍ଥରେ ନିର୍ବାଚନୀ ବୈତରଣୀ ପାର ହେବାକୁ ସୋସିଆଲ ମିଡ଼ିଆରେ ଚାନ୍ଦା…

କନକ ବ୍ୟୁରୋ: ନୂଆ ଓଡ଼ିଶା ନା ନିର୍ବାଚନ ପାଇଁ ବିଜେଡିକୁ ଲୋଡ଼ା ଦାନ ଅର୍ଥ ? ନିର୍ବାଚନ ଯେତେ ପାଖଉଛି ରାଜନୀତି ଦୃଶ୍ୟ ପଟ କଡ଼ ଲେଉଟାଇବାରେ ଲାଗିଛି । ଆଉ ବିଜୟ ହାସଲ କରିବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହାରି ମଧ୍ୟରେ ଶାସକ ବିଜେଡି ସୋସିଆଲ ମିଡିଆରେ…

ହୋଲି ଖେଳରୁ ମହାଭାରତ ! ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ।

କନକ ବ୍ୟୁରୋ: ହୋଲି ଖେଳକୁ ନେଇ କୋରାପୁଟ ଜିଲ୍ଲାର ଜୟପୁର ସଦର ଥାନା ଅଂଚଳରେ ଶୁକ୍ରବାର ରଣକ୍ଷେତ୍ର ଦେଖିବାକୁ ମିଳିଛି। ଜାତୀୟ ରାଜପଥ-୨୬ରେ ଉତ୍ତେଜନା ଲାଗି ରହିବା ପରେ ପୁଲିସ ଘଟଣାସ୍ଥଳରେ ପହଂଛି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛି। ଏଥି ପାଇଁ ପୁଲିସକୁ ୩ ରାଉଣ୍ଡ ଫାଙ୍କା…

ଏୟାରଷ୍ଟ୍ରାଇକକୁ ନେଇ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନର ମୋଦି ଦେଲେ ଜବାବ ! କହିଲେ, ସେନାର ଅପମାନ…

କନକ ବ୍ୟୁରୋ : କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବାଦୀୟ ବୟାନ । ବାଲାକୋଟ ଏୟାରଷ୍ଟ୍ରାଇକ୍ ନେଇ ଉଠାଇଲେ ପ୍ରଶ୍ନ । କୌଣସି ଗୋଟିଏ ଆକ୍ରମଣ ପାଇଁ ପୁରା ପାକିସ୍ତାନକୁ ଦୋଷ ଦେବା ଏବଂ ସେଠାକୁ ଯୁଦ୍ଧ ବିମାନ ପଠାଇବା ଅନୁଚିତ ବୋଲି କହିଛନ୍ତି ପିଟ୍ରୋଡା । ଏହାକୁ ନେଇ ଏବେ ସରଗରମ ପୁରା…

କୋରାପୁଟରୁ କିଏ ପାଇବ କଂଗ୍ରେସ ଟିକେଟ? ଆଜି ଆସିପାରେ ଦଳର ଆଉ ଏକ ପର୍ଯ୍ୟାୟ ତାଲିକା ।

ଏଆଇସିସି ସ୍କ୍ରିନିଂ କମିଟିର କସରତ ପରେ ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଯଦି ପ୍ରଥମ ପର‌୍ୟ୍ୟାୟ ବାକି ତାଲିକା ଚୂଡ଼ାନ୍ତ ହୁଏ ତେବେ ତାଲିକା ପ୍ରକାଶ ପାଇପାରେ। ଖାସ କରି କୋରାପୁଟ ଆସନରୁ କିଏ ଟିକେଟ ପାଇବ ତାକୁ ନେଇ ଛକାପଂଝା ଲାଗି ରହିଥିବା ବେଳେ ଦଳ କାହାକୁ ସାଂସଦ…

ସରିଗଲା ବିଜେପିର ଭୀଷ୍ମ ପିତାମହଙ୍କ ଯୁଗ ! ଆଡଭାନୀଙ୍କ ବଦଳରେ ଶାହାଙ୍କୁ ମିଳିଲା ଟିକେଟ, ଶେଷ ହେଲା ଲୌହ ପୁରୁଷଙ୍କ…

କନକ ବ୍ୟୁରୋ : ବିଜେପି ପ୍ରାର୍ଥୀ ତାଲିକାରୁ ବାଦ ପଡିଛନ୍ତି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି । ଆଡଭାନି ନିର୍ବାଚନ ଲଢୁଥିବା ଗାନ୍ଧିନଗର ଲୋକସଭା ଆସନରୁ ଏଥର ନିର୍ବାଚନ ଲଢିବେ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ତେବେ ପୂର୍ବରୁ ଲାଲକୃଷ୍ଣ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନା ନାହିଁ ତାକୁ…

କାଲିଠୁ ଆରମ୍ଭ ଆଇପିଏଲ୍ ! ହେବନି ଉଦଘାଟନ୍ ସମାରୋହ, ଚେନ୍ନାଇରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନୀ-କୋହଲି । 

କନକ ବ୍ୟୁରୋ : କ୍ରିକେଟ୍ ଇତିହାସର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ତଥା କ୍ରିକେଟର ପର୍ବ ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ୫୧ ଦିନ ଧରି ଚାଲିବାକୁ ଥିବା କ୍ରିକେଟ୍ ଯୁଦ୍ଧରେ ଦେଶୀ ସହ ବିଦେଶୀ ଖେଳାଳିଙ୍କ ଯାଦୁ ଦେଖିବାକୁ ମିଳିବ। ଏଥର…