Daily Archives

March 6, 2019

କାମ କରୁନି ଦାମଙ୍କ ଅସ୍ତ୍ର । ବ୍ରଜ ତ୍ରିପାଠୀଙ୍କ ପରେ ରାସ୍ତା ଭାଙ୍ଗିଲେ ବୈଜୟନ୍ତ । କଣ ହେବ ପୁରୁଖା ନେତାଙ୍କ…

କନକ ବ୍ୟୁରୋ : ବିଜେଡିରୁ ବହିଷ୍କାର, ବ୍ରଜ ତ୍ରିପାଠୀଙ୍କ ସହ ମିଶି ବିଜୁ ସମତା କ୍ରାନ୍ତି ଦଳ ଗଢିବାକୁ ଘୋଷଣା ଏବଂ ପୁଣି ମତାନ୍ତର କାରଣରୁ ନୂଆ ଦଳ ଗଠନ କରିବାକୁ ନିଷ୍ପତି । ଏମିତି ଏକ ରାଜନୈତିକ ତ୍ରିଶଙ୍କୁ ଅବସ୍ଥାରେ ଅଛି ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତ । ୨୦୧୯…

ଅଯୋଧ୍ୟା ମାମଲାରେ ମଧ୍ୟସ୍ଥି ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ!

କନକ ବ୍ୟୁରୋ : ଅଯୋଧ୍ୟା ଜମି ବିବାଦ ମାମଲାରେ ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ । ତେବେ ରାୟ ସଂରକ୍ଷିତ ରହିଛି । ପାଖାପାଖି ଦେଢ ଘଂଟାର ଶୁଣାଣି ପରେ ତିନି ପକ୍ଷକୁ ମଧ୍ୟସ୍ଥ ନାମ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ । ସେପଟେ କୋର୍ଟଙ୍କ ଶୁଣାଣି ପରେ ପରେ ମଧ୍ୟସ୍ଥ ନାମ ସୁପାରିଶ କରିଛନ୍ତି…

ନିର୍ବାଚନକୁ ବାଏ ବାଏ କଲେ ତଥାଗତ ସତପଥୀ। ନିଷ୍ପତ୍ତି ପଛର ଆଭିମୁଖ୍ୟ ଦେଉଛି କି ଭିନ୍ନ ସଂକେତ?

ଆଉ ନିର୍ବାଚନ ଲଢିବେନି ତଥାଗତ । ରାଜନୀତିରୁ ସନ୍ୟାସ ନେବେ ସାଂସଦ । ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା, ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଏଭଳି ଆକସ୍ମିକ ନିଷ୍ପତି ରାଜନୈତିକ ମହଲରେ ବଡ ହଟଚମଟ ସୃଷ୍ଟି କରିଛି । କାରଣ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ଢେଙ୍କାନାଳ…

ପ୍ରମାଣ ଦେଲା ବାୟୁସେନା ! ସାମ୍ନାକୁ ଆସିଲା ବାଲାକୋଟ୍ ଆକ୍ରମଣର ସାଟେଲାଇଟ୍ ଚିତ୍ର ।

କନକ ବ୍ୟୁରୋ: ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକୁ ନେଇ ବିବାଦ ଜୋର ଧରିଥିବା ବେଳେ ଏହାର ପ୍ରମାଣ ଦେଇଛି ବାୟୁସେନା । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ପ୍ରକାଶ ପାଇଛି ସେହି ବାଲୋକୋଟର ଚିତ୍ର, ଯେଉଁଠି ଆତଙ୍କବାଦୀଙ୍କ ଆଡ୍ଡାକୁ ଧୁଳିସାତ କରିଦେଇଥିଲା ଭାରତୀୟ ବାୟୁସେନା ।…

୨୦୧୯ରେ ପୁଣି ଥରେ ନିର୍ବାଚନ ଲଢିବାକୁ ବିଜେଡି ସାଂସଦଙ୍କ ସଜବାଜ! ଟିକେଟ ମିଳିବା ନେଇ ସୁପ୍ରିମୋ ନେବେ ଶେଷ ନିଷ୍ପତି

କନକ ବ୍ୟୁରୋ : ପାଖେଇ ଆସିଲାଣି ୨୦୧୯ ନିର୍ବାଚନ । ରଣନୀତି ପ୍ରସ୍ତୁତିରେ ଲାଗିପଡିଲେଣି ନେତାଏ । ବିଶେଷ କରି ବର୍ତମାନର ବିଜେଡି ସାଂସଦ ମାନେ ପୁଣିଥରେ ଲଢିବା ପାଇଁ ଅଂଟା ଭିଡିଲେଣି । ଭଦ୍ରକ, ବରଗଡ, ଜଗତସିଂହପୁର, ଯାଜପୁର ଏବଂ ବାଲେଶ୍ୱର ଲୋକସଭା ଆସନରେ ୨୦୧୪ ନିର୍ବାଚନର ବିଜେଡିର ବିଜୟୀ…

ହାତ ଚିହ୍ନରେ ଲଢିବ କିଏ ? ମୈଦାନକୁ ଓହ୍ଲାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମ୍ଭାବ୍ୟ ତାଲିକାର ଦୁଇଟି ଆସନରେ…

କନକ ବ୍ୟୁରୋ : ଆସିଲା କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା । ସିଇସି କମିଟିକୁ ପଠାଇଯାଇଥିବା ପ୍ରାର୍ଥୀଙ୍କ ତାଲିକା ସାମ୍ନାକୁ ଆସିବା ପରେ କଂଗ୍ରେସ ଟିକେଟ ଘୋଷଣାକୁ କେବଳ ଅପେକ୍ଷା କରାଯାଇଛି । ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏବେ ସାମ୍ନାକୁ ଆସିଛି…