Daily Archives

February 20, 2019

ବିଜେପିର ମିଶନ ଓଡିଶା ! ଭବାନୀପାଟଣା ପରେ ଖୋର୍ଦ୍ଧାରେ ୟୁପି ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଭବାନୀପାଟଣା ପରେ ଖୋର୍ଦ୍ଧା ନାଚୁଣିରେ ସଭାରେ ଯୋଗଦେଇଛନ୍ତି । ଏଠାରେ ମଧ୍ୟ ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରସଙ୍ଗ ଉଠାଇଛନ୍ତି । ଭାରତୀୟ ସେନା ଘଟଣାର ଠିକଣା ଜବାବ ଦିଆଯିବ । ଏବଂ ଭାରତରେ ଅରାଜକତା…

ଦୁଇ ଭଉଣୀଙ୍କ ଗାନ୍ଧିଗିରି : ନ୍ୟାୟ ନପାଇ ରାଜ୍ୟବ୍ୟାପି ପଦଯାତ୍ରା ଆରମ୍ଭ କଲେ ଦୁଇ ଦଳିତ ଭଉଣୀ । ଜାତିଆଣ ଆକ୍ଷେପ ସହ…

କନକ ବ୍ୟୁରୋ : ଦୁଇ ଭଉଣୀଙ୍କ ଗାନ୍ଧିଗିରି । ନ୍ୟାୟ ନପାଇ ରାଜ୍ୟବ୍ୟାପି ପଦଯାତ୍ରା ଆରମ୍ଭ କରିଛନ୍ତି ଦୁଇ ଦଳିତ ଭଉଣୀ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦ । ଦୁଇ ବର୍ଷ ପୂର୍ବେ ବାପାଙ୍କ ମୃତ୍ୟୁ ପରେ ଜାତିଆଣ ଆକ୍ଷେପ କରି ବାପାଙ୍କ ଶେଷ କୃତ୍ୟ କରାଇ ଦେଇ ନଥିବା ସହ ଉଚ୍ଚ ବର୍ଗର ଲୋକେ ଦୁଇ…

ବନ୍ଦ ହୋଇପଡିଛି ଗଜପତି ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାର : ଉପାର୍ଜିତ ପନିପରିବା ସାଇତି ନପାରି କ୍ଷତି ସହୁଛନ୍ତି ଚାଷୀ…

କନକ ବ୍ୟୁରୋ : ବନ୍ଦ ହୋଇପଡିଛି ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାର । ଗଜପତି ଜିଲ୍ଲାରେ ୧୯୬୫ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଶୀତଳ ଭଣ୍ଡାର ୧୯୯୦ ପରଠାରୁ ବନ୍ଦ ହୋଇପଡିଛି । ଚାଷୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଏହି ଶୀତଳ ଭଣ୍ଡାର ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହେବାପରେ ଆଜି…

ସାବାଡ ହେବେ ଆତଙ୍କବାଦୀ ! ଦ୍ୱିପାକ୍ଷିକ ଆଲୋଚନା ପରେ ସାଉଦି କ୍ରାଉନ ପ୍ରିନ୍ସ କହିଲେ, ଭାରତ ସହ ଅଛି ସାଉଦି ଆରବ ।

କନକ ବ୍ୟୁରୋ: ଆତଙ୍କବାଦୀ ମୁକାବିଲା କିଭଳି ହେବ ସେନେଇ ଭାରତକୁ ପୂର୍ଣ୍ଣ ସମର୍ଥନ କରିବ ସାଉଦି ଆରବ  । ଏନେଇ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ପ୍ରତିଶ୍ରୁତି ଦେଇଛନ୍ତି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଓ…

ଭାରତ ସହ ଶତ୍ରୁତାର ପ୍ରଭାବ ! ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ, କିଲୋ ପ୍ରତି ମୂଲ୍ୟ ୧୮୦ ଟଙ୍କା

କନକ ବ୍ୟୁରୋ : ପାକିସ୍ତାନକୁ ପୁଲୱାମାର ଆକ୍ରମଣ କଡ଼ା ଜବାବ ଦେଇଛନ୍ତି ଭାରତୀୟ କୃଷକ । ସରକାର କିଛି କାର୍ଯାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୃଷକଙ୍କ କଡ଼ା ନିଷ୍ପତ୍ତିରେ ପ୍ରଭାବିତ ହୋଇଛି ଶତ୍ରୁ ଦେଶ । ଭାରତୀୟ କୃଷକମାନେ ପାକିସ୍ତାନକୁ ସାମଗ୍ରୀ ପଠାଇବା ପାଇଁ ମନାକରିଦେଇଛନ୍ତି । ଟମାଟୋ…

ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡ଼ିର ଜବାବ ! ପ୍ରତାପ ଦେବ କହିଲେ, କାଳିଆ ଯୋଜନାରେ ଦୁର୍ନୀତିର ଗନ୍ଧ ନାହିଁ, ୧୦୦ରୁ ଅଧିକ…

କନକ ବ୍ୟୁରୋ : ଆଜି ଓଡିଶା ଗସ୍ତରେ ଆସିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭବାନୀପାଟଣାରେ ବୁଥସ୍ତରୀୟ ବିଭିନ୍ନ ଯୋଜନା ବାବଦରେ ବି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନା ଓ ଟଙ୍କିକିଆ ଚାଉଳ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ…