Daily Archives

February 20, 2019

ବିଜେଡିର ଅଭିଯୋଗ ! ବିଜେପିର କାମ କମ୍ କଥା ବେଶି, କୁଆଡ଼େ ଗଲା ଚାକିରି, ୫ ବର୍ଷରେ ବଢ଼ିଛି ବେକାରୀ ।

କନକ ବ୍ୟୁରୋ: ନିଯୁକ୍ତି ନେଇ ମୋଦି ସରକାରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି ଯେ, ବର୍ଷକୁ ୨ କୋଟି ନିଯୁକ୍ତି ୫ ବର୍ଷ ମଧ୍ୟରେ ଦେଶରେ ୧୦ କୋଟି ନିଯୁକ୍ତି ଦେବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମୋଦି ସରକାର । କିନ୍ତୁ…

ପାକିସ୍ତାନରେ ଖୋଲାଖୋଲି ରାଲି କରୁଛି ପୁଲୱାମା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ମାସୁଦ ଅଜହର ! ସେନା ଓ ପୋଲିସ ଦେଉଛି…

କନକ ବ୍ୟୁରୋ : ଜୈଶର ମୁଖ୍ୟ ମାସୁଦ ଅଜହର ପାକିସ୍ତାନରେ ଖୋଲାଖୋଲି ରାଲି କରୁଛି । ଆତଙ୍କବାଦୀ ଗତିବିଧି ବଢ଼ାଇବା ପାଇଁ ଲୋକଙ୍କୁ ପ୍ରରୋଚନା ଦେଉଛି ମାସୁଦ । ଆଉ ଏଥିପାଇଁ ମାସୁଦକୁ ସାହାଯ୍ୟ କରୁଛି ପାକ୍ ସେନା ଓ ପୋଲିସ୍ । ନିଜ ରାଲିରେ ମୌଲାନା ମାସୁଦ ଅଜହର ଭାରତ ବିରୋଧରେ ଲଗାତାର ବିଷ…

କଳାହାଣ୍ଡିରେ ପୁଲୱାମୀ ଆତଙ୍କୀ ଆକ୍ରମଣ ପ୍ରସଙ୍ଗରେ ପାକିସ୍ତାନକୁ ଯୋଗୀଙ୍କ କଡା ତାଗିଦ: କହିଲେ, ଆତଙ୍କବାଦୀଙ୍କୁ…

କନକ ବ୍ୟୁରୋ: ଓଡିଶା ଗସ୍ତରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଂଚିଥିଲେ ଯୋଗୀ ଆଦିତ୍ୟନାଥ । କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବୁଥସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଯୋଗୀ ।…

ଜଣେ ଯବାନଙ୍କ ପତ୍ନୀ ଆଗକୁ କ’ଣ ହେବ ଭାବି କେବେ ବିବାହ କରିନଥାଏ ! ପଢନ୍ତୁ ମେଜର୍ ବିଭୁତି ଢୋଢିଆଲଙ୍କ ବାହାଦୂର…

ଦେଶ ପାଇଁ ପ୍ରତି ସମୟରେ ବଳିଦାନ ଦେବା ଭଳି ସାହସ ରଖୁଥିବା ଜଣେ ଯବାନଙ୍କ ପତ୍ନୀ କେବେ ବି ଏହି ଚିନ୍ତା କରି ବିବାହ କରିନଥାଏ ଯେ ଆଗକୁ କ’ଣ ହେବ ! ଏହା ଏକ ଏଭଳି ଭାବନା ଯାହାକୁ ଶବ୍ଦରେ କହିବା ଅସମ୍ଭବ । ଜୀବନରେ ରିସ୍କ ସବୁବେଳେ ଥାଏ ଏବଂ ଏହାକୁ ଆପଣଙ୍କୁ ସ୍ୱୀକାର କରିବାକୁ ହିଁ ପଡିବ ।…

ଭବାନୀପାଟଣାରେ ଭୋଟ୍ ମାଗିଲେ ଯୋଗୀ ! ଉଠାଇଲେ ଟଙ୍କିକିଆ ଚାଉଳ ଓ ପକ୍କା ଘର ପ୍ରସଙ୍ଗ, ବିଜେପିକୁ ସୁଯୋଗ ଦେବାକୁ…

କନକ ବ୍ୟୁରୋ : କଳାହାଣ୍ଡିର ୟୁପି ବିଜେପିର ଷ୍ଟାର ପ୍ରଚାରକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବୁଥ ସ୍ତରୀୟ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏଠାରେ ପ୍ରଥମେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଦାଞ୍ଜଳି ଜଣାଇଛନ୍ତି । ଯବାନଙ୍କ…

ବଢିଲା ଅନିଲ ଅମ୍ବାନୀଙ୍କ ଅଡୁଆ : ୪ସପ୍ତାହ ମଧ୍ୟରେ ଏରିକ୍ସନକୁ ୫୫୦ କୋଟି ଟଙ୍କା ନଫେରାଇଲେ ଯିବାକୁ ପଡିବ ଜେଲ୍

ଦେଶର ସବୁଠାରୁ ବଡ ବ୍ୟବସାୟୀରେ ଗଣାଯାଉଥିବା ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟ ନିଜର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛି । ଏରିକ୍ସନ କମ୍ପାନୀର ୫୫୦ କୋଟି ଟଙ୍କାର ଋଣ ମାମଲା । ଅନିଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ କୋର୍ଟରେ ପ୍ରତିଜ୍ଞା କରିବା ପରେ ମଧ୍ୟ ଏରିକ୍ସନ…