Daily Archives

February 12, 2019

ବିଜେଡିରୁ ମୋହ ଭାଙ୍ଗିଗଲା, ପୁରୁଣା ଘର କଥା ମନେପଡିଲା । ଘର ବାହୁଡିବାକୁ ବ୍ୟଗ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ…

କନକ ବ୍ୟୁରୋ : ଘର ବାହୁଡିବେ ପୂର୍ବତନ ସାଂସଦ ହେମା ଗମାଙ୍ଗ । ଖୁବଶୀଘ୍ର କଂଗ୍ରେସର ‘ହାତ’ ଧରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା । ଗତବର୍ଷ ଏପ୍ରିଲ ମାସରେ ବିଜେଡିରୁ ଇସ୍ତଫା ଦେଇଥିବା ହେମା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେବେ । ଏନେଇ ପ୍ରାରମ୍ଭିକ…

ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ତେଜୁଛି ବିବାଦ ! ପୋଲିସର ଲାଠିଚାର୍ଜ, ଆହତ ହେଲେ ସାଂସଦ ଧର୍ମେନ୍ଦ୍ର ଯାଦବ ।

ଉତ୍ତରପ୍ରଦେଶ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପରେ ଜୋର ଧରିଛି ବିବାଦ । ଏହାକୁ ନେଇ ଉତ୍ତରପ୍ରଦେଶରେ ଉଷ୍ମ ହୋଇଛି ରାଜନୀତି । ଛାତ୍ର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି । ଯେଉଁଥିରେ ସାଂସଦ…

ଏଣିକି ବାଇକ୍ ଦୁର୍ଘଟଣାରେ ଯିବନି କାହାର ବି ଜୀବନ । ବଜାରକୁ ଆସିଲା ନୂଆ ଟେକନିକ୍, ଆକ୍ସିଡେଂଟ ହେବା କ୍ଷଣି ଚାଳକଙ୍କୁ…

ଆମ ଶରୀରକୁ ସବୁଠାରୁ ବେଶି ବିପଦ ମୁଣ୍ଡରେ ଆଘାତ ଲାଗିବା କାରଣରୁ ହିଁ ହୋଇଥାଏ ଆଉ ଯଦି ତାହା ବହୁତ ଗମ୍ଭୀର ହୋଇଥିବ ତେବେ ଉକ୍ତ ବ୍ୟକ୍ତି କୋମା, ପାଗଳ, ସ୍ମୃତି ଶକ୍ତି ହରାଇବା କିମ୍ବା ଜୀବନ ବି ଚାଲିଯାଇପାରେ । ଦୁର୍ଘଟଣାରେ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡିକର କ୍ଷତି ଆପଣଙ୍କୁ ସାମାନ୍ୟ…

କୋଣାର୍କ ଗଣନାଟ୍ୟ ନାଁରେ ଏତଲା ! ଦିବ୍ୟାଙ୍ଗଙ୍କୁ ନେଇ ବିବାଦୀୟ ନାଟକର ନାଁ ରଖିବାରୁ ଜୋରଦାର ବିରୋଧ ।

କନକ ବ୍ୟୁରୋ: ଖଣ୍ଡଗିରି ମେଳାରେ ନାଟକର ନାମକରଣକୁ ନେଇ ହଙ୍ଗାମା । ‘କୋଣାର୍କ ଗଣନାଟ୍ୟ’ର ଏକ ନାଟକ ନାମକରଣକୁ ବିରୋଧ କରି ରାଷ୍ଟ୍ରୀୟ ଦିବ୍ୟାଙ୍ଗ ଜନ ସଂଘ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛି। ଖଣ୍ଡଗିରି ଥାନା ପୁଲିସ ସଂଘର ଏତଲାକୁ ଗ୍ରହଣ କରି ମାମଲାର ଆଇନଗତ ଦିଗ ସମ୍ପର୍କରେ ତଦନ୍ତ…

ହଟହଟା ହେଲେ ଅଖିଳେଶ ଯାଦବ ! ଲକ୍ଷ୍ନୌ ଏୟାରପୋର୍ଟରେ ହେଲେ ଅଟକ, ବିଜେପିକୁ କଲେ ଦାୟୀ, ଯୋଗୀ ରଖିଲେ ଉତ୍ତର ।

କନକ ବ୍ୟୁରୋ : ବିରୋଧର ଶିକାର ହେଲେ ସପା ମୁଖ୍ୟ ଅଖିଳେଶ ଯାଦବ । ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ସାମିଲ ହେବା ପାଇଁ ଏବଂ ଛାତ୍ର ସଂଘର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଲକ୍ଷ୍ନୌ ଏୟାରପୋର୍ଟରେ ଅଖିଳେଶ ଯାଦବଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । କିଛି ଲୋକ ତାଙ୍କୁ ପ୍ରୟାଗରାଜ ଯିବାକୁ…

ସହରୀ ସଭ୍ୟତାର ଚାକଚକ୍ୟକୁ ଛାଡି ନିଜ ଜନ୍ମମାଟିକୁ ବାଛି ନେଇଛନ୍ତି କର୍ମଭୂମି । ୪୪ବର୍ଷ ହେଲା ଗାଁଲୋକଙ୍କର କରୁଛନ୍ତି…

କନକ ବ୍ୟୁରୋ: ସହରୀ ସଭ୍ୟତାର ଚାକଚକ୍ୟରେ ଗାଁ ଛାଡି ସହର ମୁହାଁ ଆଜିର ଉଚ୍ଚଶିକ୍ଷିତ । ହେଲେ ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଗାଁ ପ୍ରତି ରହିଛି ସେମାନଙ୍କର ସ୍ୱତନ୍ତ୍ର ଭଲପାଇବା । ଆଉ ଗାଁ ପାଇଁ କିଛି କରିବାକୁ ଦେଖିଛନ୍ତି ସ୍ୱପ୍ନ, ସୃଷ୍ଟି…