Daily Archives

February 12, 2019

କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ବ୍ରିଜ୍ ! କିନ୍ତୁ ଉଦଘାଟନ୍ ପୂର୍ବରୁ ପୋଲରେ ଫାଟ୍, ବିଜ୍ରର ସ୍ଥାୟିତ୍ୱ ନେଇ…

କନକ ବ୍ୟୁରୋ : ଦୀର୍ଘଦିନର ଦାବି ଓ ଆନ୍ଦୋଳନ ପରେ ବାଲେଶ୍ୱର ଜିଲ୍ଲା ସୋର ଲେବଲ କ୍ରସିଂରେ ନିର୍ମାଣ ହୋଇଛି ଲେବଲ କ୍ରସିଂ । ଦୀର୍ଘ ପାଂଚ ବର୍ଷ ଧରି ନିର୍ମାଣ ଚାଲିବା ପରେ ଉଦଘାଟନ ଅପେକ୍ଷାରେ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ନିର୍ମିତ ହୋଇଥିବା ଏହି ବ୍ରିଜ୍…

କାହାଣୀ ଶାରୀରିକ ଅକ୍ଷମତା ବନାମ ଦୃଢ଼ ମନୋବଳର । ଚାଷ କରି ନିଜ ଗୋଡରେ ଛିଡା ହୋଇଛନ୍ତି କେନ୍ଦୁଝରର ଭିନ୍ନକ୍ଷମ ଦମ୍ପତି

କନକ ବ୍ୟୁରୋ: ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସକ୍ଷମ । ଚାଷ କରି ନିଜ ଗୋଡରେ ଛିଡା ହୋଇପାରିଛନ୍ତି ଦିବ୍ୟାଙ୍ଗ ଦମ୍ପତି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ରଇବୁ ମହାନ୍ତ । ଛୋଟବେଳୁ ପୋଲିଓ ଦ୍ୱାରା ଆକ୍ରାନ୍ତ, ପତ୍ନୀ ଭାନୁମତୀ ବି ଆଂଶିକ ଭିନ୍ନକ୍ଷମ । ହେଲେ ଶାରୀରିକ ପ୍ରତିକୁଳତା ସାମ୍ନାରେ…

ବୈଜ୍ଞାନିକଙ୍କ ସାଂଘାତିକ ତଥ୍ୟ ! ୭ ଘଣ୍ଟାରୁ କମ ଶୋଇବା ଦ୍ୱାରା ନଷ୍ଟ ହୋଇଥାଏ ଶରୀରର DNA, କ୍ୟାନସର ହେବାର ରହିଛି…

ସୁସ୍ଥ ରହିବା ପାଇଁ ଭଲ ଏବଂ ଭରପୁର ନିଦ ନିହାତି ଆବଶ୍ୟକ । ତେବେ ବହୁତ କମ ଲୋକମାନେ ଜାଣିଥିବେ ଯେ, ଭଲ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଯଦି ଆପଣ ୭ ଘଣ୍ଟାରୁ କମ ସମୟ ଶୋଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ଅଟେ । ନିକଟରେ ହୋଇଥିବା…

ଏଟିଏମ କ୍ୟାସ ଗାଡି ଉପରକୁ ବୋମାମାଡ କରି ଲୁଟ୍ । ଖଣ୍ଡପଡା କଇଥାପାଲି ନିକଟରେ ବାଇକରେ ଆସି ଲକ୍ଷେ ୭୯ ହଜାର ଟଙ୍କା…

କନକ ବ୍ୟୁରୋ: କ୍ୟାସ୍ ଭ୍ୟାନ ଉପରକୁ ବୋମାମାଡ କରି ଲୁଟ୍ କଲେ ଦୁବୃର୍ତ୍ତ । ଖଣ୍ଡପଡା ଥାନା କଇଥାପାଲି ନିକଟରେ ୨ଟି ବାଇକରେ ଆସି ଲକ୍ଷେ ୭୯ ହଜାର ଟଙ୍କା ଲୁଟି ନେଇଛନ୍ତି ୪ ଦୃବୃର୍ତ୍ତ । ଘରୋଇ ବ୍ୟାଙ୍କରେ ଜମା କରିବାକୁ ଯାଉଥିବାବେଳେ ଘଟିଛି ଏଭଳି ଘଟଣା । ମାତ୍ର କିଛି ସମୟ ପୂର୍ବରୁ…

ଜୟପୁର ବିଧାୟକଙ୍କ ଫୋକସରେ ଯୁବ ଭୋଟର । ନିର୍ବାଚନ ପୂର୍ବରୁ ନିଯୁକ୍ତି କାର୍ଡ ଖେଳିଲେ ତାରା

କନକ ବ୍ୟୁରୋ: ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନୂଆ କାର୍ଡ, ଜିଲ୍ଳା ଭିତିରେ କୋରାପୁଟ ଯୁବକଙ୍କୁ ନିଯୁକ୍ତି ଦେବାକୁ ଦାବି । ଜିଲ୍ଲା ଆଧାରରେ ନିଯୁକ୍ତି ନମିଳିଲେ ବନ୍ଦ କରିବାକୁ ଦେଲେ ଚେତାବନୀ । ରବି ନନ୍ଦ କହିଲେ ନାଟକ ବାଜି କରୁଛନ୍ତି ତାରା । ୫ବର୍ଷ ବିଧାୟକ ରହିଲେ କଣ କରୁଥିଲେ ।…

ଭଉଣୀ ହେବ ତ ଏମିତି ! ଦିବ୍ୟାଙ୍ଗ ଭାଇର ସ୍ୱପ୍ନକୁ ପୁରଣ କରିବା ପାଇଁ ପ୍ରତିଦିନ କୋଳରେ ଧରି ସ୍କୁଲ ନେଉଛନ୍ତି ଡିମ୍ପଲ

୧୬ ବର୍ଷୀୟ ଦିବ୍ୟାଙ୍ଗ ଯୋଗେଶ । ସ୍ୱପ୍ନ ଶିକ୍ଷକ ବନିବା, କିନ୍ତୁ ଜୀବନ ଘରର ଚାରିକାନ୍ଥ ମଧ୍ୟରେ ହିଁ ଆବଦ୍ଧ ରହିଗଲା । ଏଭଳି ପରିସ୍ଥିତିରେ ତାଙ୍କ ଛୋଟ ଭଉଣୀ ଡିମ୍ପଲ ଭାଇର ପୂରା ଦାୟିତ୍ୱ ସମ୍ଭାଳିଛି । ଭାଇର ସ୍ୱପ୍ନ ସାକାର ହେଉ, ଏଥିପାଇଁ ସେ ଯୋଗେଶକୁ ପ୍ରତିଦିନ ଟେକି ଟେକି ସ୍କୁଲ ନବା…