Daily Archives

February 5, 2019

ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅନୁରୋଧ ରକ୍ଷା କଲେ ଦିଦି ! ୪୬ ଘଂଟା ପରେ ଧାରଣାରୁ ଉଠିଲେ ମମତା ବାନାର୍ଜୀ

କନକ ବ୍ୟୁରୋ : ତିନି ଦିନ ପରେ ଧାରଣାରୁ ଉଠିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମମତାଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ । ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅନୁରୋଧ କ୍ରମେ ଧାରଣା ଶେଷ କରିଛନ୍ତି ମମତା ବାନାର୍ଜୀ ।…

NCPCR ରିପୋର୍ଟ ! ଓଡ଼ିଶାର ୨୮ଟି ସେଲଟର ହୋମରେ ନାହିଁ ସର୍ବନିମ୍ନ ବ୍ୟବସ୍ଥା।

କନକ ବ୍ୟୁରୋ: ଓଡ଼ିଶାରେ ସେଲଟର ହୋମ ଘଟଣାର ବିବାଦ ତୁଟି ନଥିବାବେଳେ ସାମ୍ନାକୁ ଆସିଛି ଏନସିପିସିଆର ସାଂଘାତିକ ରିପୋର୍ଟ । ନ୍ୟାସନଲ କମିଶନ୍ ଫର ପ୍ରୋଟେକସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ତରଫରୁ ଏକ ଟିମ୍ ଓଡ଼ିଶା ଗସ୍ତରେ ଆସ ବିଭିନ୍ନ ସେଲଟର ହୋମ ବୁଲି ଦେଖିଥିଲେ । ସେମାନଙ୍କ ରିପୋର୍ଟ ମୁତାବକ…

କାଲିଠୁ ଆରମ୍ଭ ଟି-ଟ୍ୱେଣ୍ଟି ଲଢେଇ ! ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍…

କନକ ବ୍ୟୁରୋ : କାଲିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ଲଢେଇ । କିଓି୍ୱ ଦଳ ବିପକ୍ଷରେ ଦିନିକିଆ ସିରିଜରେ ଦବଦବା ଜାହିର କରିବା ପରେ ଟି-୨୦ ଶୃଙ୍ଖଳାକୁ ମଧ୍ୟ କବଜାକୁ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟି-୨୦ ମ୍ୟାଚ୍…

ପାଣି ପିଇବାର ଶୈଳୀ ସ୍ୱାସ୍ଥ୍ୟ ଉପରେ ପକାଏ ପ୍ରଭାବ : ଜାଣନ୍ତୁ ଛିଡା ହୋଇ ଓ ବସି କି ପାଣି ପିଇଲେ କ’ଣ ହୁଏ ?

ପାଣି ପିଇବା ଶରୀର ପାଇଁ ନିହତି ଆବଶ୍ୟକ। ଶୋଷ ଲାଗିଲେ ଏହାକୁ ମେଣ୍ଟାଇବା ଲାଗି ପାଣିରୁ ଭଲ ଜିନିଷ ଆଉ କିଛି ନ ଥାଏ । ଆମେ ପ୍ରତିଦିନ ପାଣି ପିଉ, କିନ୍ତୁ ଠିକ୍ ଶୈଳୀରେ ପାଣି ନ ପିଇଲେ ଆମ ଶରୀର ଉପରେ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଦିନକୁ ଅତି କମ୍‌ରେ ୮…

ଦେଶରେ ଦାରିଦ୍ର୍ୟ କମ୍ କରିବାକୁ ଇମରାନ ଖାନଙ୍କ ପ୍ରୟାସ : ଅନୁସରଣ କରୁଛନ୍ତି ଚୀନର ଫର୍ମୁଲା

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି କି, ତାଙ୍କ ସରକାର ନିଜ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା ପାଇଁ ଚୀନ ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପର ଅନୁସରଣ କରୁଛି । ଏକ ସମାରୋହରେ ସମ୍ବୋଧନ କଲାବେଳେ  ପ୍ରଧାନମନ୍ତ୍ରୀ କହିଛନ୍ତି କି, ତାଙ୍କ ସରକାର ଦ୍ୱାରା ନିଆଯାଇଥିବା…

ବନ୍ଧୁକ ଛାଡି ଧରିଲେ ଅଟୋ ଷ୍ଟିଅରିଂ ! ମାଓ ନେତା ସୂର୍ଯ୍ୟ ଓରଫ୍ ରାମା କାୱାସୀଙ୍କ ସ୍ୱାଭିମାନର କାହାଣୀ…

କନକ ବ୍ୟୁରୋ : ଟପ ମାଓ ନେତାଙ୍କ ହାତରେ ଅଟୋ ଷ୍ଟିଅରିଙ୍ଗ । ଅଟୋମେଟଡ ବନ୍ଧୁକ ଧରି ଜଙ୍ଗଲରେ ରାଜ କରୁ ଥିବା ଟପ୍ ମାଓ ନେତା ସୁର୍ଯ୍ୟ ଓରଫ ଅଶୋକ ଏବେ ଅଟୋ ଚାଳକ । ଦୁଇ ବର୍ଷ ତଳେ ସୂର୍ଯ୍ୟ ଓ ତାଙ୍କ ସ୍ତ୍ରୀ ମାଓ ନେତ୍ରୀ ମାଳତୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ପରେ ସେମାନେ…