Daily Archives

February 5, 2019

ମଧ୍ୟରାତ୍ରିିରେ ଅସ୍ଥାୟୀ ଶିବିରରେ ଲାଗିଲା ଭୟଙ୍କର ନିଆଁ ! ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ, ପ୍ରଶାସନର…

କନକ ବ୍ୟୁରୋ : ରାତି ଅଧିଆ ଅସ୍ଥାୟୀ ଶିବିରରେ ଲାଗିଲା ଭୟଙ୍କର ନିଆଁ । ମୟୂରଭଞ୍ଜ ଜିଲ୍ଲା ପାଞ୍ଚପୀଢ ଉପଖଣ୍ଡ ଶିମିଳିପାଳ ଜାତୀୟ ଉଦ୍ୟାନରୁ ଗତ ଜୁନ ମାସରେ ସ୍ଥାନାନ୍ତରଣ ହୋଇ ଆସିଥିବା ସିଆଳନଇ ଅସ୍ଥାୟୀ ବସ୍ତିରେ ଗତକାଲି ରାତି ସାଢେ ୧୧ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।…

ଗଜପତି : ଭୂତ ଭୟରେ ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ବିଜ୍ଞାନ ଯୁଗରେ ଆଜି ବି ବସା ବାନ୍ଧିଛି ଅନ୍ଧବିଶ୍ୱାସ । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଗୋପବନ୍ଧୁ ବିଦ୍ୟାପୀଠରୁ ଆସିଛି ଏମିତି ଅଭିଯୋଗ । ଗତ ୨୫ ତାରିଖରୁ ସ୍କୁଲର ବିଭିନ୍ନ ପିଲାଙ୍କୁ ଭୂତ ଲାଗୁଥିବା କହି ଛାତ୍ରଛାତ୍ରୀ ସ୍କୁଲକୁ ଆସୁ ନହାନ୍ତି । ଫଳରେ ସ୍କୁଲରେ ଛାତ୍ର…

ଟ୍ରମ୍ପ ସରନେମ୍ ପାଇଁ ସ୍କୁଲରେ କରିଥିଲେ ହଇରାଣ : ଏବେ ବାର୍ଷିକ ଭାଷଣକୁ ଆମନ୍ତ୍ରଣ କଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ନିଜର ଦ୍ୱିତୀୟ ‘ଷ୍ଟେଟ୍ ଅଫ୍ ଦ ୟୁନିୟନ୍’ ସମ୍ବୋଧନ ପାଇଁ ଷଷ୍ଠ ଶ୍ରେଣୀର ଛାତ୍ର ଜୋଶୁଆ ଟ୍ରମ୍ପଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି । ଜୋଶୁଆ ଟ୍ରମ୍ପ ରାଷ୍ଟ୍ରପତିଙ୍କ ପରିବାରର କୌଣସି ସଦସ୍ୟ ନୁହେଁ । ସେ ଡେଲାଭେୟରର ୱିଲମିଙ୍ଗଟନର…

୮ରୁ ଓଡ଼ିଶାରେ ଘଡଘଡି ସହ ବର୍ଷା ଆଶଙ୍କା ! ଜାଣନ୍ତୁ କେଉଁ ଅଂଚଳରେ ରହିଛି କାଳବୈଶାଖୀ ସମ୍ଭାବନା ?

କନକ ବ୍ୟୁରୋ : ଓଡ଼ିଶାର ତାଳଚେର ଓ ମାଲକାନଗିରିରେ ସର୍ବାଧିକ ୩୩.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ର ୧୦.୦ ଡିଗ୍ରି ସେଲସିୟସ୍ ରହିଛି । ଏବେ ରାଜ୍ୟରେ ଦିନବେଳା ତାପମାତ୍ରା ୩୦ ଡିଗ୍ରି ଥିବା ବେଳେ ରାତିରେ ତାପମାତ୍ରା ଆଶାତୀତ ଭାବେ ହ୍ରାସ…

ଧାନ ମଣ୍ଡିରେ କଟନୀ ଛଟନୀକୁ ନେଇ ଅସନ୍ତୋଷ ! ଗାଡି ପିଛା ବି ଟଙ୍କା ନେଉଛନ୍ତି ମିଲର୍ସ, ଆନ୍ଦୋଳନ ନେଇ ନବ ନିର୍ମାଣ…

କନକ ବ୍ୟୁରୋ : ଜାନୁଆରୀ ପହିଲାରୁ ଜଗତସିଂହପୁର ଜିଲ୍ଲାରେ ମଣ୍ଡିରେ ଧାନ କିଣା ଚାଲିଛି । ମଣ୍ଡିରୁ ବିଭିନ୍ନ ସେବା ସମବାୟ ସମିତି ଜରିଆରେ ମିଲରମାନେ ଧାନ କିଣୁଛନ୍ତି । ହେଲେ ଚାଷୀଙ୍କ ଠାରୁ କୁଇଂଟାଲ ପିଛା ୨ରୁ ୩ କେଜି ଧାନ କଟନୀ ଛଟନୀ କରୁଛନ୍ତି ମିଲର । ଏହାସହ କଂଟା ଓଜନ ଏବଂ ଗାଡି…

ଜୟପୁର ବିଜେଡ଼ି ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ୩ଟି ବଡ଼ ଘୋଷଣା ! ଯୋଗାଯୋଗ ପାଇଁ ନିର୍ମାଣ ହେବ ୩ ଟି ବୃହତ୍ତ୍ ସେତୁ

କନକ ବ୍ୟୁରୋ : ଜୟପୁରରେ ଆୟୋଜିତ ବିଜେଡ଼ିର ଯୁବ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୂଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ରହିଛି ତେଲେଙ୍ଗିରି ଜଳସେଚନ…