Daily Archives

February 4, 2019

ଓଡିଶାରେ WWE ସୁପରଷ୍ଟାର ଦି ଗ୍ରେଟ ଖଲି ! କନକ ନ୍ୟୁଜ ସାମ୍ନାରେ କହିଲେ, ନିଜ ଫିଟନେସର ରାଜ୍। ଦେଖନ୍ତୁ ଭିଡିଓ

କନକ ବ୍ୟୁରୋ : ଭୁବନେଶ୍ୱରରେ WWE ସୁପରଷ୍ଟାର ତଥା ଭାରତର ଜଣାଶୁଣା ରେସଲର ଦି ଗ୍ରେଟ ଖାଲି । ସଲିଡ ପ୍ଲାଇ କମ୍ପାନିର ବିଜ୍ଞାପନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସିଥିବା ଦି ଗ୍ରେଟ ଖାଲିଙ୍କୁ ଅତି ନିକଟରୁ ଦେଖିଛନ୍ତି ତାଙ୍କର ଫ୍ୟାନ୍ । ଆଉ ନିଜର ପ୍ରିୟ…

କଂଗ୍ରେସ ଦଳ, ଦାମଙ୍କ ବଳ ? ଯେଉଁଠି ବିଜେଡି ବିରୋଧରେ କଂଗ୍ରେସ ଦମ୍ ଦେଖାଇବ, ସେଠି ସମର୍ଥନ ଦେବି ।

କନକ ବ୍ୟୁରୋ: କଂଗ୍ରେସ ସମର୍ଥନରେ ପାରାଦୀପ ବିଧାୟକ ଦାମମୋଦର ରାଉତ । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀଙ୍କୁ ଯେ କୌଣସି ସ୍ଥାନରେ ହରାଇବା ପାଇଁ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ ବରିଷ୍ଠ ନେତା ଦାମ ରାଉତ । ଏନେଇ ଦାମ କହିଛନ୍ତି ଯେ, ମୋର ନିର୍ବାଚନ ଲଢ଼ିବା କି…

ହ୍ୱାଟସଆପ ଆଣିଲା ନୂଆ ଫିଚର ! ଏଣିକି ଫିଙ୍ଗରପ୍ରିଂଟ ଏବଂ ଫେସ ଲକ୍ ମାଧ୍ୟମରେ ଖୋଲିବ ହ୍ୱାଟସଆପ୍ ।

ଦିନକୁ ଦିନ ବଢି ବଢି ଚାଲିଛି ହ୍ୱାଟସଆପ ବ୍ୟବହାରକାରୀଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ନିଜ ସର୍ଭିସକୁ ବେଷ୍ଟ କରିବା ପାଇଁ କ୍ରମାଗତ ଭାବେ ନୂଆ ନୂଆ ଫିଚର୍ସ ଆଣୁଛି ହ୍ୱାଟସଆପ । ନିକଟରେ ସିଙ୍ଗଲ ଷ୍ଟିକର ଡାଉନଲୋଡ ଅପଡେଟ୍ ପରେ ଏବେ ଆଉ ଏକ ନୂଆ ଫିଚର ଆଣିଛି ହ୍ୱାଟସଆପ । ହ୍ୱାଟସଆପ…

କଅଁଳ ମନର ବାଚାଳପଣ ! ଦାମୀ କ୍ୟାମେରା ନୁହଁ ପିନ୍ଧା ଚପଲ ସାଜିଲା ମୋବାଇଲ୍ କ୍ୟାମେରା ,ସୋସିଆଲ୍ ମିଡିଆରେ ଭାଇରାଲ୍…

ଛୋଟ ଛୋଟ ଖୁସିକୁ ସାଉଁଟିବାର ସମୟ ହେଉଛି ପିଲାବେଳ । ଏହି ସମୟରେ ସବୁ ଯେମିତି ସ୍ୱପ୍ନରପୁରୀ ଭଳି ଲାଗିଥାଏ । ବାହାରର ଚାକଚକ୍ୟଠାରୁ ବହୁ ଦୂରରେ ବାଲ୍ୟାବସ୍ତାର ଠିକଣା । ଆଜିର ସମୟରେ ପ୍ରତି ଘରେ ମୋବାଇଲଟିଏ ରହିଥାଏ । ମୋବାଇଲରେ ବାପାମା’ ପିଲାଙ୍କ ସହ ସେଲ୍ଫି ନେବାକୁ ବି ଭୁଲନ୍ତି ନାହିଁ…

ଓଡିଶାର ଶିକାରୀ ନମ୍ବର ୱାନକୁ ନେଇ ଚର୍ଚ୍ଚା । ନରହନ୍ତା ଜନ୍ତୁଙ୍କୁ ମାରିବା ପାଇଁ ନିୟୋଜିତ କରନ୍ତି ସରକାର

କନକ ବ୍ୟୁରୋ: ସାଧାରଣତଃ ଶିକାରୀ ନା ଶୁଣିଲେ, ଆମମାନଙ୍କ ମନକୁ ଚାଲିଆସେ ବେଆଇନ୍ ଭାବେ ଜଙ୍ଗଲ ଭିତରେ ପଶି ଜୀବଜନ୍ତୁ ହତ୍ୟା କରୁଥିବା ଶିକାରୀଙ୍କ କଥା । କିନ୍ତୁ ଆମେ ଆଜି ଏମିତି ଜଣେ ଶିକାରୀଙ୍କ କଥା କହିବୁ, ଯାହାଙ୍କୁ ବନ୍ୟଜନ୍ତୁ ମାରିବା ପାଇଁ ସରକାର ନିୟୋଜିତ କରନ୍ତି । ଆଉ ଏବାବଦକୁ…

ବଜାୟ ରହୁ ସିବିଆଇର ସ୍ୱଚ୍ଛତା  : ବିଜେଡି

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ସିବିଆଇ ଓ ପୋଲିସ ବିବାଦକୁ ନେଇ ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି  । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମୋଦି ସରକାରଙ୍କୁ ଘେରିଥିବା ବେଳେ ଏ ସଂକ୍ରାନ୍ତରେ ବିଜେଡି ମଧ୍ୟ ମୁହଁ ଖୋଲିଛି । ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ…