Daily Archives

February 4, 2019

ଜବରଦଖଲରେ ନବରଙ୍ଗପୁର ଭାଷ୍କେଲ ଡ୍ୟାମ୍ । ପାଣି ଶୋଷୁଛନ୍ତି ଛତିଶଗଡ ଚାଷୀ

କନକ ବ୍ୟୁରୋ: ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ କୃଷି ପ୍ରଧାନ ନବରଙ୍ଗପୁର ଚାଷୀ ଏବେ ଦୁର୍ଦ୍ଦିନରେ ଦିନ କାଟୁଛି । କେନାଲରେ ପାଣି ଆସୁନଥିବାରୁ ଉମରକୋଟ ଅଂଚଳରେ ରବି ଫସଲ ବନ୍ଦ ରହିଛି । ପାଣି ଅଭାବ ନେଇ ବିଭାଗୀୟ ଅଧିକାରୀଙ୍କ କହିବା କଥା, ଭାଷ୍କେଲ…

ଆଇସିସି ଦିନିକିଆ ର‌୍ୟାକିଙ୍ଗ ! ବିରାଟ, ବୁମରା ବଜାୟ ରଖିଲେ ଶୀର୍ଷ ସ୍ଥାନ, ଦ୍ୱିତାୟ ସ୍ଥାନରେ ଟିମ୍ ଇଣ୍ଡିଆ ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଜସପ୍ରିତ ବୁମରା ଆଇସିସି ଦିନିକିଆ ର‌୍ୟାକିଙ୍ଗରେ ବ୍ୟାଟ୍ସମ୍ୟାନ ଏବଂ ବୋଲର ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲେ ମଧ୍ୟ, ଏହା ତାଙ୍କ ର‌୍ୟାଙ୍କିଙ୍ଗ ଉପରେ କୌଣସି…

ରାନ୍ଧୁଣିଆ ପାଲଟିଲେ ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲର ରୋଷେୟା ଧର୍ମଘଟରେ ସାମିଲ ହେବା ପରେ ରାନ୍ଧୁଣିଆ ସାଜିଲେ…

କନକ ବ୍ୟୁରୋ: ସ୍କୁଲର ରାନ୍ଧୁଣିଆ ପାଲଟିଲେ ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲର ରୋଷେୟା ରୋଷେଇ ପାଇଁ ମନା କରି ଧର୍ମଘଟରେ ସାମିଲ ହେବା ପରେ ରୋଷେୟା ସାଜିଲେ ଶିକ୍ଷୟିତ୍ରୀ । ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ଓ ଛାତ୍ରୀଙ୍କ ସହଯୋଗରେ ଶହେ ପିଲାଙ୍କ ପାଇଁ ରୋଷେଇ କଲେ କସ୍ତୁରିବା ଗାନ୍ଧି…

ମାତ୍ର ୫୫ ଟଙ୍କା ଖର୍ଚ୍ଚ କଲେ ପ୍ରତିମାସ ଖାତାକୁ ଆସିବ ୩ ହଜାର ଟଙ୍କା । ଦୁର୍ଘଟଣାର ଶିକାର ହେଲେ ମିଳିବ ୬ ଲକ୍ଷର…

ଫେବୃଆରୀ ୧ରେ ଅନୁଷ୍ଠିତ ହୋଇଥିବା ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ବ୍ୟବସ୍ଥା ହୋଇଛି । ମାସିକ ୧୫ହଜାର ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ପେନସନ ଦେବାକୁ ଘୋଷଣା କରାଯାଇଛି । ଏଥିରୁ ପ୍ରାୟ ୧୦କୋଟି ଅଣ ସଂଗଠିତ ଶ୍ରମିକଙ୍କୁ ଲାଭ…

ବୋରୱେଲ ଭିତରୁ ପାଣି ବଦଳରେ ବାହାରିଲା ଗ୍ୟାସ ! ନିଆଁ ଲଗାଇ ଚାହା ପ୍ରସ୍ତୁତ କଲେ ଲୋକେ ।

ମଧ୍ୟପ୍ରଦେଶର ଏକ ଗ୍ରାମରେ ଏମିତି ଏକ ଘଟଣା ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଠାରେ ଏକ ବୋରୱେଲ ଖୋଳାଯାଉଥିବା ସମୟରେ ମାଟି ଭିତରୁ ପାଣି ବଦଳରେ ବାହାରିଥିଲା ଜ୍ୱଳନଶୀଳ ଗ୍ୟାସ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ପ୍ରଶାସନ ପକ୍ଷରୁ ଏହାକୁ ନେଇ ଯାଞ୍ଚ…

ପଦ୍ମ ଦଳକୁ ଡେଇଁବା ପରେ ଧୋଇଗଲା କି ନେତାଙ୍କ ପାପ ? ସାରଦା ଚିଟଫଣ୍ଡ ଦୁର୍ନୀତି ଅଭିଯୁକ୍ତଙ୍କୁ ବିଜେପିର ସୁରକ୍ଷା !

କନକ ବ୍ୟୁରୋ: ଶାରଦା ଚିଟଫଣ୍ଡ ମାମଲାକୁ ନେଇ ଚାଲିଛି ଆଇନର ଖଣ୍ଡଯୁଦ୍ଧ । ଗତକାଲି କୋଲକତା ପୋଲିସ କମିଶନରଙ୍କ ଘରେ ସିବିଆଇ ପହଁଚିଲା ପରେ ଆରମ୍ଭ ହେଲା ରାଜନୈତିକ ଲଢ଼େଇ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିବା ମୁତାବକ କେନ୍ଦ୍ରରେ ଥିବା ମୋଦି ସରକାର ସିବିଆଇର ଦୁରୁପ ଯୋଗ…