Daily Archives

February 3, 2019

କୋଲକାତାରେ ହାଇଡ୍ରାମା ! ମମତା କହିଲେ ସିବିଆଇ ଉପରେ କେନ୍ଦ୍ରର ଚାପ, ସରିଆସୁଛି ମୋଦିଙ୍କ ସମୟ ।

କନକ ବ୍ୟୁରୋ : ମମତାଙ୍କ ଗଡ ପଶ୍ଚିମବଙ୍ଗରେ ପଲଟିକାଲ ହାଇଡ୍ରାମା । ଆଜି ୫ ଜଣ ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି କୋଲକାତା ପୁଲିସ । କୋଲକାତା ପୁଲିସ କମିସନରଙ୍କ ଘରକୁ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଆସିଥିଲା ସିବିଆଇ । ହେଲେ କୋଲକାତା ପୁଲିସ କମିସନରଙ୍କ ଘରକୁ ଘେରାବନ୍ଦୀ…

ଭଗବାନ ହନୁମାନଙ୍କୁ ଜାତି ପ୍ରମାଣପତ୍ର ଦେଲା ବିଜେପି ! ବସନ୍ତ ପଣ୍ଡା କହିଲେ, ହନୁମାନ ଥିଲେ ଜନଜାତି ସମ୍ପ୍ରଦାୟର,…

କନକ ବ୍ୟୁରୋ : ଭଗବାନ ହନୁମାନଙ୍କୁ ଜାତି ପ୍ରମାଣପତ୍ର ଦେଲେ ରାଜ୍ୟ ବିଜେପି ସଭାପତି  । ହନୁମାନ, ଜନଜାତି ସଂପ୍ରଦାୟର ଥିଲେ ବୋଲି କହିଛନ୍ତି, ବସନ୍ତ ପଣ୍ଡା । ବଡ କଥା ହେଉଛି ଦଳୀୟ ସଭାମଂଚରେ କହିଥିବା ଏହି କଥାକୁ ମଂଚ ତଳେ ଆସି ପୁଣି ଦୋହରାଇଛନ୍ତି । ଆଉ କହିଛନ୍ତି ହନୁମାନଙ୍କୁ ଜନଜାତି…

ମୋଦି ବନାମ ମମତା ! କୋଲକାତାରେ ଜୋର ଧରିଲା ସିବିଆଇ-ପୋଲିସ ଲଢେଇ, ୫ ଜଣ ସିବିଆଇ ଅଫିସରଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ : କୋଲକାତାରେ ହାଇଡ୍ରାମା । ସିବିଆଇ ବନାମ ପୋଲିସ ଯୁଦ୍ଧ । ୫ଜଣ ସିବିଆଇ ଅଫିସରଙ୍କୁ ଗିରଫ କରିଛି କୋଲାକାତା ପୋଲିସ । କୋଲକାତା ପୋଲିସ କମିଶନରଙ୍କ ଘରେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ଘଟିଲା। ରୋଜ୍ ଭ୍ୟାଲି ଓ…

ଶାହାଙ୍କୁ ନବୀନଙ୍କ ଜବାବ୍ । କହିଲେ,ଜନତା କହିବେ ଆଗାମୀ ନିର୍ବାଚନରେ କାହାକୁ ରଖିବେ, କାହାକୁ ଫିଙ୍ଗିବେ ।

କନକ ବ୍ୟୁରୋ: ଜୋର ଧରିଲା ପୋଡ଼ା ଟ୍ରାନ୍ସଫର୍ମର ରାଜନୀତି । ପୁରୀରେ ସରକାରଙ୍କୁ ଶାହାଙ୍କ ଆକ୍ଷେପ, ଭୁବନେଶ୍ୱରରେ ଜବାବ ରଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀରେ ନବୀନ ସରକାରଙ୍କୁ ଉପାଡ଼ି ଫିଙ୍ଗି ଦେବାକୁ କହି ସମାଲୋଚନା କରିଥିଲେ ଶାହା ।…

ଯଶପାଲ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ! ହାଇକୋର୍ଟ ବାରକୁ ୩୬ ରନରେ ହରାଇ ଭୁବନେଶ୍ୱର ବାର…

କନକ ବ୍ୟୁରୋ : ଉଦଯାପିତ ହୋଇଛି ଯଶପାଲ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମଣ୍ଟେ । କଟକ ସନସାଇନ ପଡିଆରେ ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଭୁବନେଶ୍ୱର ବାର ଆସୋସିଏସନ ଚାମ୍ପିୟନ ହୋଇଛି । ଫାଇନାଲ୍ ମ୍ୟାଚରେ ଭୁବନେଶ୍ୱର ବାର ଆସୋସିଏସନ ୩୬ ରନରେ ହାଇକୋର୍ଟ ବାରକୁ…

ମହାମେଣ୍ଟ ମଞ୍ଚରୁ ମୋଦିଙ୍କ ଉପରେ ଗର୍ଜିଲେ ରାହୁଲ ! କହିଲେ ବିମୁଦ୍ରାକରଣ ଦୁନିଆର ସବୁଠୁ ବଡ ଘୋଟାଲା ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ବିମୁଦ୍ରାକରଣ ଦୁନିଆର ସବୁଠାରୁ ବଡ ଘୋଟାଲା ଅଟେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କୁ ଦୈନିକ ୧୭ ଟଙ୍କା ଦେବାର ଯେଉଁ ଯୋଜନା କରିଛନ୍ତି, ତାହା କୃଷକମାନଙ୍କ ପାଇଁ ଅପମାନ ବୋଲି କହିଛନ୍ତି ରାହୁଲ । ପାଟନା ଗସ୍ତ ଅବସରରେ ଏକ…