Daily Archives

February 3, 2019

ଚର୍ଚ୍ଚାରେ ଆଦିତ୍ୟନାଥଙ୍କ ରାଲି ! ହେଲିକପ୍ଟର ଲ୍ୟାଣ୍ଡିଂ କରିବାକୁ ମମତା ଦେଲେନି ଅନୁମତି, ଫୋନରେ ଜନସଭାକୁ ସମ୍ବୋଧନ…

ପୂର୍ବରୁ ଯେତେ ବି ସବୁ ନିର୍ବାଚନ ରାଲି ହୋଇଛି ସେଥିମଧ୍ୟରୁ ରେକର୍ଡ ଭଙ୍ଗ କରିଛି ଆଜି ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲାରେ ହୋଇଥିବା ବିଜେପିର ନିର୍ବାଚନ ରାଲି। ବିଭିନ୍ନ ଦଳ ପକ୍ଷରୁ ହେଉଥିବା ନିର୍ବାଚନ ରାଲି ଭିତରୁ ପଶ୍ଚିମବଙ୍ଗର ଏହି ରାଲି ସ୍ୱତନ୍ତ୍ର ନିଆରା ଢଙ୍ଗରେ ହୋଇଛି।…

ମୋଦିଙ୍କ ଅନ୍ତରୀଣ ବଜେଟକୁ ଆମେରିକାର ତାରିଫ୍ ! କହିଲା, ବଢିବ ଭାରତର ଆର୍ଥିକ ବିକାଶ ।

ଆମେରିକାର ଶୀର୍ଷ ବ୍ୟବସାୟିକ ସଂଗଠନ, ଭାରତର ତଥା ମୋଦି ସରକାରଙ୍କ ଶେଷ ଅନ୍ତରୀଣ ବଜେଟକୁ ପ୍ରଂଶସା କରିଛନ୍ତି । ୟୁଏସ ଇଣ୍ଡିଆ ବିଜନେସ୍ କାଉନସିଲ୍ (ୟୁଏସଆଇବିସି)ର କହିବା କଥା ଭାରତର କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କାମଚଳା ବଜେଟରେ ଅନେକ ସକରାତ୍ମକ…

ସାଲେପୁର ରଣନୀତିକୁ ଶ୍ରୀକ୍ଷେତ୍ରରେ ଶାହାଙ୍କ କପି ଆଣ୍ଡ୍ ପେଷ୍ଟ । ନବୀନ ସରକାର ଉପରେ ପ୍ରବଳ ବର୍ଷିଲେ, ଗେରୁଆ…

କନକ ବ୍ୟୁରୋ : ବିଜେପି ହାଇକମାଣ୍ଡଙ୍କ କପି ଆଣ୍ଡ ପେଷ୍ଟ ଥିଓରୀ । ସାଲେପୁରରେ ଯାହା ଶ୍ରୀକ୍ଷେତ୍ରରେ ମଧ୍ୟ ସେୟା । ପୁରୀରେ ବିଜେପି ରାଷ୍ଟ୍ରୀୟ ଜନଜାତି ଅଧିବେଶନରେ ବିଜେଡି ଓ କଂଗ୍ରେସକୁ ପୁଣିଥରେ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ଦଳୀୟ ସେନାପତି ଅମିତ ଶାହା । ସାଲେପୁର ଭଳି…

ପୁରୀରେ ଫେରିଲା ଶାହାଙ୍କ ପୋଡ଼ା ଟ୍ରାନ୍ସଫର୍ମର ଉପାଖ୍ୟାନ ! କରେଣ୍ଟ ନାହିଁ, ୧୯ରେ ଉପାଡ଼ି ଫିଙ୍ଗି ଦିଅ ।

କନକ ବ୍ୟୁରୋ: ପୁଣି ଫେରିଲା ପୋଡ଼ା ଟ୍ରାନ୍ସଫର୍ମର ପ୍ରସଙ୍ଗ । ଶ୍ରୀକ୍ଷେତ୍ରରୁ ନବୀନଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଉ କହିଛନ୍ତି ଯେ, ରାଜ୍ୟରେ ଏଭଳି ସରକାର ଯିଏ ରାଜ୍ୟବାସୀଙ୍କ ସମସ୍ୟା ଆଉ ଆଞ୍ଚଳିକ ଭାଷା ବୁଝି ପାରୁନି ସେ ସରକାରଙ୍କୁ ଉପାଡ଼ି…

କିଏ ଏହି ୧୩ ବର୍ଷୀୟ କୁନି ପୁଅ ! ଯିଏକି UPSC ପରୀକ୍ଷାର୍ଥୀଙ୍କୁ ଦେଉଛନ୍ତି ଟ୍ରେନିଂ ।

ନିଜ ଭିତରେ ଥିବା ଅନ୍ତର୍ନିହିତ ଜ୍ଞାନ ସମାଜରେ ଆଗରେ ପ୍ରତିପାଦିତ କରିବା ପାଇଁ ୟୁଟ୍ୟୁବ ଏକ ଭଲ ମାଧ୍ୟମ । ଆଜି ଆମେ ଆପଣଙ୍କୁ ଏମିତି ଜଣେ କୁନି ପୁଅଙ୍କ ବିଷୟରେ କହିବୁ, ଯାହାଙ୍କର ବୟସ ମାତ୍ର ୧୩ ବର୍ଷ ଅଟେ, କିନ୍ତୁ ନିଜ ଭିଡିଓ ଜରିଆରେ, ସେହି ଆଶାୟୀମାନଙ୍କୁ ସାହାଯ୍ୟ କରୁଛନ୍ତି,…

୫ ଦିନରେ ପହଁଚିଲା ଆନ୍ନାଙ୍କ ଅନଶନ ! ଆନ୍ନା କହିଲେ, ଯଦି ମୋର କିଛି ହୁଏ ସେଥିପାଇଁ କେବଳ ପ୍ରଧାନମନ୍ତ୍ରୀ ମୋଦି ଦାୟୀ…

କନକ ବ୍ୟୁରୋ: ଭଷ୍ଟ୍ରାଚାର ବିରୋଧରେ ଲଢ଼େଇ କରୁଥିବା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ମୋଦିଙ୍କୁ ସିଧା ନିଶାନା । ଆନ୍ନା କହିଛନ୍ତି ଯେ, ଯଦି ଆମରଣ ଅନଶନରେ ମୋର କିଛି ହୁଏ ତେବେ ସେଥିପାଇଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦାୟୀ ରହିବେ । ଗତ ବୁଧବାର ଠାରୁ ଲୋକପାଳ ଓ…