Daily Archives

February 1, 2019

କାମଚଳା ବଜେଟରେ ବଡ଼ ଘୋଷଣା: ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ମିଳିବ ବାର୍ଷିକ ୬ ହଜାର, ଶ୍ରମଜୀବୀ ମାନଧନରେ…

କନକ ବ୍ୟୁରୋ: ବଜେଟରେ ଚାଷୀଙ୍କ ପାଇଁ ଖୁସି ଖବର ରହିଛି । ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ୨ ହେକ୍ଟରରୁ କମ ଜମି ଥିବା ଚାଷୀଙ୍କୁ ମିଳିବ ବାର୍ଷିକ ୬ ହଜାର ଟଙ୍କା । ଏଥିରେ ୧୨କୋଟି ଚାଷୀ ସିଧା ଲାଭ ପାଇବେ । ସେହିପରି ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ବ୍ୟବସ୍ଥା ହୋଇଛି ।…

ମୋଦିଙ୍କ ବଜେଟକୁ ଫେଲମାର୍କ ଦେଲେ ନବୀନ । କହିଲେ, କାଳିଆ ଭଳି ଚାଷୀଙ୍କ ପାଇଁ ବ୍ୟବସ୍ଥା ହୋଇଥିଲେ ଭଲ ହୋଇଥାନ୍ତା ।

କନକ ବ୍ୟୁରୋ: : ଲୋକସଭାରେ ମୋଦି ସରକାରଙ୍କ ମଧ୍ୟବର୍ତ୍ତିକାଳୀନ ବଜେଟ୍  ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦିଙ୍କ ବଜେଟକୁ ୧୦ରୁ ଅଢ଼େଇ ମାର୍କ ଦେଇଛନ୍ତି ନବୀନ । କୃଷକ ପରିବାରଙ୍କ ପାଇଁ ରାଜ୍ୟ ସରକାର କରିଥିବା ‘କାଳିଆ’ ଯୋଜନା ଭଳି ଚାଷୀଙ୍କ…

ସିବିଆଇ ପକ୍ଷରୁ ସମନ ପାଇବା ପରେ ମୁହଁ ଖୋଲିଲେ ଅତନୁ ! କହିଲେ ତଦନ୍ତରେ କରିବେ ପୁରା ସହଯୋଗ ।

କନକ ବ୍ୟୁରୋ : ଖୁବ୍ ଶୀଘ୍ର ସିବିଆଇରେ ହାଜର ହେବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଚିଟଫଣ୍ଡ ମାମଲାରେ ସାଢେ ୪ ବର୍ଷ ପରେ ନୋଟିସ ଆସିଛି । ଦୀର୍ଘ ସାଢେ ୪ ବର୍ଷ ଧରି ତଦନ୍ତ ଚାଲିଛି । ତେବେ ତଦନ୍ତରେ ପୁରା ସହଯୋଗ କରିବେ ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ସିବିଆଇ ପକ୍ଷରୁ…

ଜମା କରିବାକୁ ହେବ ମାତ୍ର ୫୫ଟଙ୍କା। ବଦଳରେ ମାସିକ ୩୦୦୦ ଟଙ୍କା ପେନସନ୍ ସୁନିଶ୍ଚିତ କରିବେ ସରକାର

ମୋଦି ସରକାର ଅନ୍ତରୀଣ ବଜେଟରେ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ ଦେବାକୁ ଘୋଷଣା କରିଛନ୍ତି । କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ବଜେଟ୍ ଅଭିଭାଷଣରେ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ନାମକ ବିଶାଳ ପେନସନ୍ ଯୋଜନା ଦ୍ୱାରା ଅସଂଗଠିତ…

ଚର୍ଚ୍ଚାରେ ଭଦ୍ରକର ଆଦର୍ଶ ବିବାହ । ବାଜା ବାଜିଲାନି କି ବାଣ ଫୁଟିଲାନି, ଅତିଥିଙ୍କୁ ଗଛ ଚାରା ଦେଇ କଲେ ସ୍ୱାଗତ ।

କନକ ବ୍ୟୁରୋ : ଭାରତରେ ବାହାଘରର ରୀତିନୀତି ସବୁବେଳେ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ହୋଇଥାଏ । ତେବେ ଏମିତି ଏକ ନିଆରା ବାହାଘର ସାମ୍ନାକୁ ଆସିଛି ଯେଉଁଠି ନା ବାଜିଥିଲା ବାଜା ନା ଫୁଟିଥିଲା ବାଣ । ପ୍ରଦୂଷଣକୁ ରୋକିବା ପାଇଁ ନିଆରା ପଦକ୍ଷେପ ଆପଣେଇଛନ୍ତି ଭଦ୍ରକର ଦିଲ୍ଲୀପ କୁମାର ନାୟକ । ଆଉ…

ଆପଣ ଏବେ ୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଛନ୍ତି କି ? ବଜେଟରୁ ଆପଣଙ୍କୁ ମିଳିବନି କୌଣସି ଲାଭ, ଜାଣନ୍ତୁ କିଭଳି ।

କନକ ବ୍ୟୁରୋ: ଆୟକର ଛାଡ଼ ସୀମା ବୃଦ୍ଧି କରି ମଧ୍ୟବିତଙ୍କ ମୁହଁରେ ହସ ଫୁଟାଇ ଦେଇଛନ୍ତି ମୋଦୀ ସରକାର । ଅର୍ଥାତ୍ ଆଗରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡୁନଥିଲା, ଏଣିକି ଏହାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଅର୍ଥାତ୍ ଯଦି ଆପଣ ୫ ଲକ୍ଷ ଟଙ୍କା…