Daily Archives

November 2, 2018

ଖୋଲାରେ ବୁଲୁଛନ୍ତି ଅପରାଧୀ ! ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପୋଲିସ ହାତରେ ଲାଗିନାହିଁ କୌଣସି ସୁରାଗ ।

ଗତକାଲି ଗଞ୍ଜାମ ପୋଲସରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା । ଏହି ଘଟଣାକୁ ପ୍ରାୟ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ କିମ୍ବା ପୋଲିସ ଏଯାଏ କାହାରିକୁ ଗିରଫ କରିନାହିଁ । ଅନ୍ୟ ପଟେ ବ୍ରହ୍ମପୁର…

#ଡାହାମିଛ । ଭୁବନେଶ୍ୱର ଆକାଶରେ ଚକ୍କର କାଟିଲା ବୈଜୟନ୍ତଙ୍କ ଚପର୍ ।

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।) ଘରେ ବସିଛି ହଠାତ ଗୋଟେ ଫଡ ଫଡ଼ ଶବ୍ଦ ଶୁଣାଗଲା। ବାହାରକୁ ଯାଇ ଆକାଶ କୁ ଦେଖିଲା ବେଳକୁ କାହାର ଗୋଟେ ହେଲିକପ୍ଟର ପୁରା ମୋ ଛାତ ଉପର…

ଇଂଟରଭିୟୁରେ ଯୁବକଙ୍କୁ ପଚରା ଗଲା ଅଜବ ପ୍ରଶ୍ନ- ଏଭଳି କେଉଁ ସ୍ଥାନ ରହିଛି, ଯେଉଁଠି ୩୦୦ ଲୋକ ତ ଯାଆନ୍ତି ସତ ହେଲେ…

ସାଧାରଣତଃ ଆଇଏଏସ ପରୀକ୍ଷାକୁ ସବୁଠାରୁ ବେଶି କଠିନ ତଥା ଜଟିଳ ପରୀକ୍ଷା ଭାବରେ ବିବେଚନା କରାଯାଇଥାଏ । ଯଦି ଆପଣ ଭାବୁଥିବେ କି ଆପଣ ଦିନ ରାତି ଉଜାଗର ରହି ପାଠପଢିଲେ ଏହି ପରୀକ୍ଷାରେ ସଫଳ ହୋଇଯିବେ ତେବେ ଏଭଳି ଭାବିବା ଆପଣଙ୍କର ସବୁଠାରୁ ବଡ ଭୁଲ । କାରଣ ଯଦି ବି ଆପଣ ରିଟିନ୍ ଟେଷ୍ଟରେ…

୨୦୧୩ ମସିହା ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ସାମିଲ ଥିବା ସବୁ ପ୍ରତିଷ୍ଠିତ ଲୋକଙ୍କ ଖୁଲାସା କରନ୍ତୁ…

୨୦୧୩ ମସିହା ଇଣ୍ଡିଆନ୍ ପ୍ରିମିୟର୍ ଲିଗର (ଆଇପିଏଲ୍) ସଂସ୍କରଣ ଆଜି ମଧ୍ୟ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟକୁ କୁଠାରଘାତ କରୁଛି । ଏହି ବର୍ଷ ହୋଇଥିବା ସ୍ପଟ୍ ଫିକ୍ସିଙ୍ଗ୍ ବିଶ୍ୱକ୍ରିକେଟରେ ଝଡ ଆଣିଦେଇଥିଲା । ରାଜସ୍ଥାନ ରୟାଲସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଭଳି ବଡ ଟିମ୍…

୩ ଆଇନଜୀବୀ ବହିଷ୍କୃତ । ହାଇକୋର୍ଟ ସାଧାରଣ ପରିଷଦରୁ ବହିଷ୍କୃତ ହେଲେ ୩ ଓକିଲ । ସେପଟେ ବାହାରିପାରିଲାନି ନିଷ୍କର୍ସ, ୯…

କନକ ବ୍ୟୁରୋ:ଗତ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ଭଣ୍ଡୁର ଉଦ୍ୟମ କରୁଥିବା ଓକିଲଙ୍କ ବିରୋଧରେ ହାଇକୋର୍ଟ ବାର ଆସୋସିଏସନ୍‌ ଶୁକ୍ରବାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଆସୋସିଏସନ୍‌ରୁ ୩ ଜଣ ଆଇନଜୀବୀଙ୍କୁ ବହିଷ୍କାର କରାଯାଇଛି। ବାର୍‌ ଆସୋସିଏସନ୍‌ର ସଂପାଦକ ସତ୍ୟବ୍ରତ…

ସୀମା ଟପିଲେ ଶସ୍ତା ତେଲ । ଲାଭ ଖାଉଛି ପଡୋଶୀ, ରାଜସ୍ୱ ହରାଉଛି ଓଡିଶା ।

କନକ ବ୍ୟୁରୋ: ସୀମା ଟପିଲେ ଶସ୍ତା ତେଲ । ଫଳରେ ରାଜ୍ୟର ସମାନ୍ତବର୍ତ୍ତୀ ସହରର ପେଟ୍ରୋଲ ପମ୍ପରେ ବେପାର ମାନ୍ଦାବସ୍ଥା ଦେଖିବାକୁ ମିଳିଛି । କୋରାପୁଟର ପେଟ୍ରୋଲ ପମ୍ପରେ କେବଳ ବାଇକ୍ ଗୁଡିକ ତେଲ ପକାଉଥିବା ବେଳେ ପାଡିଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରରେ ତେଲ ପକାଉଛନ୍ତି ଜିଲ୍ଲାର ଭାର ଯାନ ।…