Daily Archives

November 24, 2018

ସେହି ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ରାଜ ଦରବାର ! ବଦଳିବେନି ବରଗଡ଼ ଧନୁଯାତ୍ରାର କଂସ ।

ବଦଳିବେନି ବରଗଡ଼ ଧନୁଯାତ୍ରାର କଂସ । ମଂଚ ଅଭିନେତା ଭୁବନେଶ୍ୱର ପ୍ରଧାନ, ପୁଣି ଚଳିତବର୍ଷ କଂସ ଭୂମିକାରେ ନଜର ଆସିବେ । ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ବସିଥିବା କୋର୍ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆସନ୍ତା ଡିସେମ୍ବର ମାସ ୧୨ ତାରିଖରେ ସ୍ଥାପନ ହେବ ଧନୁଯାତ୍ରାର ଶୁଭ ସ୍ତମ୍ଭ…

ଏହି ୧୩ଟି ଆପ୍ ଆପଣଙ୍କୁ କରିପାରେ କ୍ଷତିଗ୍ରସ୍ତ ! ବ୍ୟାଙ୍କ ଡାଟା ଚୋରି ହେବାର ରହିଛି ଆଶଙ୍କା ।

ଅନଲାଇନ୍ ବ୍ୟାଙ୍କ ଡ଼ାଟା ଚୋରି ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି, ଯେଉଁଠି ବ୍ୟାଙ୍କର ଅନଲାଇନ୍ ସାଇଟର ବ୍ୟବହାର କରିବା ଜମାକାରୀଙ୍କୁ ଭାରୀ ପଡ଼ିଛି । କିଛି ଲୋକ ଅନଲାଇନ୍ ବ୍ୟାଙ୍କିଙ୍ଗର ବ୍ୟବହାର କରି ଠକାମିର ଶିକାର ହୋଇଥିବା ବେଳେ କିଛି ନକଲି ଫୋନ କଲର…

ବିବାହ ପାଇଁ ହେଲିକପ୍ଟରରେ ଏଂଟ୍ରି ମାରିବେ ପ୍ରିୟଙ୍କା ! ଡିସେମ୍ବର ୨ରେ ବାହାଘର ।

କନକ ବ୍ୟୁରୋ : ବାହାଘରରେ ହେଲିକପ୍ଟରରେ ଏଂଟ୍ରି କରିବେ ପ୍ରିୟଙ୍କା ଚୋପ୍ରା । ବାହାଘର ଦିନ ପ୍ରିୟଙ୍କା ଉଦୟପୁର ଯିବେ । ସେଠାରୁ ସେ ହେଲିକାପ୍ଟରରେ ଜୋଧପୁର ଉମେଦ ଭବନରେ ଲ୍ୟାଣ୍ଡ କରିବେ ବୋଲି ସୂଚନା ମିଳିଛି । ଏହା ସହ ବାହାଘରରେ ଯୋଗଦେବାକୁ ଥିବା ହାଇଫ୍ରୋପାଇଲ ଅତିଥିଙ୍କ ପାଇଁ…

ହକି ବିଶ୍ୱ କପ୍ ପାଇଁ ଓଡିଶାରେ ପଂହଚିଲା ପାକିସ୍ତାନ ହକି ଟିମ୍ ।

କନକ ବ୍ୟୁରୋ : ହକି ବିଶ୍ୱକପକୁ ଆଉ ମାତ୍ର ୪ ଦିନ ରହିଛି । ଏନେଇ ସମସ୍ତ ପ୍ରସ୍ତୁତି ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକପ୍ ପାଇଁ ଗୋଟି ଗୋଟି କରି ବିଦେଶୀ ଦଳ ଓଡିଶାରେ ଆସି ପହଞ୍ଚିଲେଣି । ସମସ୍ତ ଦଳ ଗୁଡିକ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀର ଅନେକ…

ରାଫେଲ ଡିଲକୁ ନେଇ ତଦନ୍ତ ଦାବି କଲା ଫ୍ରାନ୍ସର ଏନଜିଓ ସେର୍ପା ! ଫ୍ରାନ୍ସ ସରକାର ଓ ଡାସଲ୍ଟର ଭୂମିକା ନେଇ ଛାନଭିନ…

କନକ ବ୍ୟୁରୋ : ଥମୁନି ଭାରତ ଓ ଫ୍ରାନସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିିବା ରାଫେଲ ଚୁକ୍ତିକୁ ନେଇ ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗର ତଦନ୍ତ କରିବାକୁ ଫ୍ରାନସର ଏକ ଦୁର୍ନୀତି ବିରୋଧୀ ଏନଜିଓ ସେଠାକାର ଫାଇନାନସିଆଲ ପ୍ରସିକ୍ୟୁଟର୍ସ ଅଫିସରେ ଅଭିଯୋଗ ଦାଏର କରିଛି । ଏନେଇ ଫରାସୀ ଗଣମାଧ୍ୟମରେ…