Daily Archives

November 7, 2018

ବହୁ ବଲିଉଡ୍ କଳାକାର ଏକାଠି ହୋଇ ପାଳିଲେ ଦୀପାବଳୀ ।

କନକ ବ୍ୟୁରୋ : ବଲିଉଡରେ ଦୀପାବଳୀର ଜସନ । ଆଜି ସାରା ଦେଶ ଆଲୋକର ପର୍ବ ପାଳନ କରିଥିବାବେଳେ ବଲିଉଡ ମଧ୍ୟ ଏଥିରୁ ବାଦ ପଡିନି । ବହୁ ବଲିଉଡ କଳାକାର ଏକାଠି ହୋଇ ଦୀପାବଳି ପାଳିଛନ୍ତି । ଦିୱାଲୀ ପାର୍ଟିରେ ଷ୍ଟାର୍ସଙ୍କ ଭିଡ ଜମୁଥିବା ବେଳେ ପାର୍ଟି ହୋଷ୍ଟମାନେ ବି ବହୁ ଆଡମ୍ବର ସହ ଆୟୋଜନ…

ବାଣ ଫୁଟାଇବା ବେଳେ ଅଘଟଣା ! ୨ ଶିଶୁଙ୍କ ସମେତ ୫ ଆହତ ।

କନକ ବ୍ୟୁରୋ : ଆଲୋକର ଉତ୍ସବ ଭିତରେ ଆସିଛି ଅଘଟଣର ଖବର । ଭଦ୍ରକରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି । ଏଥିରେ ୨ ଶିଶୁଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ବାଲିଖଣ୍ଡର ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ବାରିକପୁର ପାଇମୋରାର ଜଣେ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ମଇତାପୁରରେ ଜଣେ ୪…

କେନ୍ଦ୍ର ଓ ଆରବିଆଇ ବିବାଦ ଭିତରେ ମନମୋହନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ! କହିଲେ, ଅର୍ଥମନ୍ତ୍ରୀଙ୍କ ହାତରେ ଅଧିକ…

କନକ ବ୍ୟୁରୋ : କିଏ ବଡ, ଅର୍ଥମନ୍ତ୍ରୀ ନା ଆରବିଆଇ ? କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ବିବାଦ ଚାଲିଥିବା ବେଳେ ଗତ କିଛି ଦିନ ଧରି ଏହି ପ୍ରଶ୍ନ ପ୍ରମୁଖ ପ୍ରସଙ୍ଗ ହୋଇ ଆସିଛି । ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ଉପରେ…

ସେନା ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ! କେଦାରନାଥରେ ପୂଜାର୍ଚ୍ଚନା ପରେ ଜ୍ୟୋତିର୍ଲିଙ୍ଗରେ କଲେ ଜଳାଭିଷେକ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଶିବ ଭକ୍ତ ଅବତାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେଦାରନାଥ ଗସ୍ତ କରି ଦୀର୍ଘ ଅଧ କିଲୋମିଟର ବାଟ ପାଦରେ ଚାଲି ଚାଲି ମହାଦେବଙ୍କ ପୀଠରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି । ଶିବଙ୍କୁ ଜଳାଭିଷେକ କରିଛନ୍ତି ମୋଦି । ପୂର୍ବରୁ ସେନା ବେସରେ ଯବାନଙ୍କ…

ଦୀପାବଳିରେ ଯୋଗୀଙ୍କ ବଡ ବୟାନ ! ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମଙ୍କ ପ୍ରତିମା ।

କନକ ବ୍ୟୁରୋ : ଅଯୋଧ୍ୟାର ସରଜୁ ନଦୀ କୁଳରେ ଶୋଭାପାଇବ ବିଶାଳ ଶ୍ରୀରାମଙ୍କ ମୂର୍ତ୍ତି । ଏପରି ଏକ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୋଟିଏ ପଟେ ରାମମନ୍ଦିର ପ୍ରତିଷ୍ଠା ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏହି ନିଷ୍ପତି ଏକ ନୂଆ ଚର୍ଚ୍ଚାର ଆରମ୍ଭ…