Daily Archives

November 2, 2018

ଡାକ ବିଭାଗରେ ଖୋଲିଲା ନିଯୁକ୍ତି ପସରା ! ୧୦ମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ ।

ଭାରତୀୟ ଡାକ ସେବା ( ଇଣ୍ଡିଆନ ପୋଷ୍ଟାଲ ସର୍ଭିସ) ପକ୍ଷରୁ ଗ୍ରାମୀଣ ଡାକ ସେବକ ପଦ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି । ଚୟନ ହୋଇଥିବା ଆଶାୟୀମାନଙ୍କର ପୋଷ୍ଟିଙ୍ଗ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଥିବା ପୋଷ୍ଟ ଅଫିସରେ କରାଯିବ । ଯେଉଁ ଆଶାୟୀ ମାନେ ଆବେଦନ କରିବାକୁ…

ଡିଜିପିଙ୍କୁ ବୈଜୟନ୍ତଙ୍କ ଚିଠି: ଡିଜିସିଏର କ୍ଲିନଚିଟ ପରେ କାହିଁକି ହେଲିକପ୍ଟରକୁ କରାଗଲା ସିଲ୍?

କନକ କ୍ୟୁରୋ: ଚିଲିକା ଉପରେ କମ ଉଚ୍ଚତାରେ ହେଲିକପ୍ଟର ଉଡାଣ ମାମଲାରେ ଫଶିଥିବା ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ଡିଜିସିଏ ପକ୍ଷରୁ କ୍ଲିନଚିଟ୍ ମିଳିସାରିଛି । ହେଲେ କ୍ଲିନଚିଟ ମିଳିବା ପରେ ହେଲିକପ୍ଟର ସିଲ୍ କରାଯିବା ଘଟଣାରେ ଡିଜିପିଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ…

୮ ଟି ଫଟୋରେ ଦେଖନ୍ତୁ ଦାନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣର ସମ୍ପୁର୍ଣ୍ଣ ଚିତ୍ର ! କିଭଳି ଉପାୟରେ ରିପୋର୍ଟର ଏବଂ…

ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ମଙ୍ଗଳବାର (ଅକ୍ଟୋବର ୩୦) ତାରିଖରେ ହୋଇଥିବା ନକ୍ସଲ ଆକ୍ରମଣରେ ମିଡିଆକର୍ମୀଙ୍କ ସମେତ ଦୁଇ ଯବାନଙ୍କ ମୃତ୍ୟୁ ହୋଇଯାଇଥିଲା । ଡିଡି ନ୍ୟୁଜର ରିପୋର୍ଟର ତଥା ସହାୟକ କ୍ୟାମେରାମ୍ୟାନ୍ ମୋରମୁକୁଟ ଶର୍ମା ଏହି ଆକ୍ରମଣରେ ନୁତନ ଜୀବନ ପାଇଥିବା ବେଳେ…

ଅଦାଲତଙ୍କ ଅଜବ ନିଷ୍ପତି: ସ୍ୱାମୀର ମୃତ୍ୟୁରେ ନକାନ୍ଦିବାରୁ ମହିଳାଙ୍କୁ ଶୁଣାଇଲେ ୫ ବର୍ଷ କାଳ ଜେଲ ଦଣ୍ଡାଦେଶ

ଯଦି ଆପଣଙ୍କୁ କୁହାଯାଏ କି, ଜଣେ ସ୍ତ୍ରୀକୁ ନିଜ ସ୍ୱାମୀର ମୃତ୍ୟୁରେ ନକାନ୍ଦିବା କାରଣରୁ ଜେଲ ଯିବାକୁ ପଡିଛି । ତେବେ ବୋଧହୁଏ ଆପଣଙ୍କୁ ଖବରଟି ନିଶ୍ଚିତ ରୂପରେ ମିଛ ବୋଲି ଲାଗିବ । ହେଲେ ବିଶ୍ୱାସ ନ ହେଲେ ବି ଏହା ସଂପୂର୍ଣ୍ଣ ଭାବରେ ସତ୍ୟ ଅଟେ । ନିକଟରେ ଏଭଳି ଏକ ମାମଲା ଦେଖିବାକୁ…

ହ୍ୱାଟସଆପରେ ଆପତ୍ତିଜନକ ମେସେଜ୍ ପଠାଉଥିଲେ ହୋଇଯାଆନ୍ତୁ ସାବଧାନ, କମ୍ପାନୀ ଠାରୁ ପରିଚୟ ମାଗିଲେ ସରକାର

ଭାରତରେ ହ୍ୱାଟସଆପ୍ ୟୁଜର୍ସଙ୍କ ଚିହ୍ନଟକୁ ନେଇ ସରକାର ପୁଣି ଥରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ସରକାର ପୁଣି ଥରେ ହ୍ୱାଟସଆପରେ ଆପତ୍ତିଜନକ ମେସେଜ୍ ପଠାଉଥିବା ଲୋକଙ୍କ ପରିଚୟ ଜଣାଇବାକୁ କହିଛନ୍ତି । ମେସେଜ୍ ବିଷୟରେ ସୂଚନା ନଦେଲେ ବି ଅତକମ୍ ରେ ମେସେଜ୍ ପଠାଉଥିବା ବ୍ୟକ୍ତିଙ୍କ…

ମାଓବାଦୀଙ୍କ ସ୍ପଷ୍ଟୀକରଣ ପରେ ଦାନ୍ତେୱାଡା ଏସପିଙ୍କ ପ୍ରଶ୍ନ : ଯଦି ଜାଣିଶୁଣି ହତ୍ୟା କରିନାହାନ୍ତି, କାହିଁକି ଲୁଟ…

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡାରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କୁ ହତ୍ୟା ପରେ ମାଓବାଦୀମାନେ ସ୍ପଷ୍ଟୀକରଣ ଦେଇଛନ୍ତି । ମାଓବାଦୀ ସଙ୍ଗଠନ ଦର୍ଭା ଡିଭିଜିନାଲ କମିଟି ମୁଖପାତ୍ର ସାଇନାଥ ଏକ ପ୍ରେସ ବିବୃତ୍ତି ଜାରି କରି ଏହି ଘଟଣାରେ ଦୁଃଖପ୍ରକାଶ କରବା ସହିତ ସାମ୍ବାଦିକକୁ ଜାଣିଶୁଣି…