Daily Archives

November 9, 2018

ଭକ୍ତଙ୍କ ଭିତରେ ପଡିଲା ଚହଳ ! ଘଟଗାଁ ମା’ ତାରଣୀଙ୍କ ମନ୍ଦିରରେ ଅଖଣ୍ଡ ଦୀପ ଲିଭିବା ସହ ଶାଢୀ ପୋଡି ଯାଇଥିବା କଥା ଗୁଜବ…

କନକ ବ୍ୟୁରୋ : କେନ୍ଦ୍ରୁଝର ଜିଲ୍ଲାର ଘଟଗାଁରେ ଥିବା ପ୍ରସିଦ୍ଧ ମା’ ତାରିଣୀଙ୍କ ମନ୍ଦିରରେ ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି । ମା’ଙ୍କ ମଥାରୁ ସିନ୍ଦୁର ଖସିପଡିଛି ଏପରିକି ମା’ଙ୍କ ଶାଢୀ ଜଳି ଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଖବର ବ୍ୟାପିବା ପରେ ପୂରା ରାଜ୍ୟରେ ଚହଳ…

ତେଲ ପରେ ଏଲପିଜିର ତାତି ! ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ ।

ଚଳିତ ମାସରେ ୨ୟ ଥର ପାଇଁ ଏଲପିଜି ସିଲିଣ୍ଡର ଦର ବଢିଛି । ସରକାର ଏଲପିଜି ଡିଲର କମିଶନ ବଢାଇବା କାରଣରୁ ସିଲିଣ୍ଡର ପିଛା ୨ଟଙ୍କା ବଢିଛି । ଏହା ଫଳରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ସବସୀଡିଯୁକ୍ତ ସିଲିଣ୍ଡରର ଦାମ ୫୦୭.୪୨ ଟଙ୍କାରେ ପହଞ୍ଚିଛି । ଏପଟେ ପେଟ୍ରୋଲ ଡିଜେଲ ଦାମ କିଛି…

ଡାକ୍ତରଙ୍କ ବିରାଟ ସଫଳତା ! ୧୫ ମାସର ଯାଆଁଳା ଶିଶୁଙ୍କୁ ପରଷ୍ପରଠାରୁ ସଫଳତାର ସହ ଅଲଗା କଲେ ଡାକ୍ତର । 

ଭୁଟାନର ଯୋଡ଼ା ଶରୀର ଥିବା ୧୫ ମାସର ଯାଆଁଳା ଶିଶୁଙ୍କର ଅଷ୍ଟ୍ରେଲିଆ ଡାକ୍ତର ସଫଳତାର ସହ ଅସ୍ତ୍ରୋପଚାର କରିଛନ୍ତି। ଏହି ଶିଶୁ ଦ୍ୱୟ ହେଉଛନ୍ତି ନିମା ଏବଂ ଦାଓ୍ଵା। ଏମାନଙ୍କର ଅସ୍ତ୍ରୋପଚାର କରାଇବା ପାଇଁ ୨୦ ଜଣ ଡାକ୍ତର ଓ ନର୍ସଙ୍କୁ ଛଅ ଘଣ୍ଟା ସମୟ ଲାଗିଥିଲା। ଏହି ଅସ୍ତ୍ରୋପଚାର ଆମ ପାଇଁ…

ଘରେ ନଥିଲା ଖଟ କି ଫ୍ରିଜ ! ସାଧାରଣ ଲୋକଙ୍କ ଭଳି ଜିବନ ବିତାଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । 

ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଯିଏକି ଏବେ ବିଶ୍ୱର କେତେ ଜଣ ଧନୀ ଲୋକଙ୍କ ଶ୍ରେଣୀ ତାଲିକାରେ ସ୍ଥାନ ପାଉଛନ୍ତି। ସେ ଆରମ୍ଭରୁ ଯେପରି ଜୀବନ ବିତାଇଛନ୍ତି ତାହା ଏବେ ସାଧାରର ଲୋକଙ୍କ ପାଇଁ ଉଦାହରଣ ପାଲଟିଛି। ସେ କହନ୍ତି କି ଚେନ୍ନାଇରେ ରହୁଥିବା ସମୟରେ ତାଙ୍କ ଜୀବନ ଏକଦମ ସାଧାରଣ ଥିଲା।…

ଶାନ୍ତି ପାଇଁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଶରଣରେ ପଶିଲା ସିବିଆଇ ।

ଗତ କିଛି ଦିନ ଧରି ବିବାଦ ଘେରରେ ରହିଥିବା ସିବିଆଇ ଏବେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଶରଣରେ ପଶିଛି । ସିବିଆଇ ମୁଖ୍ୟାଳୟରେ ଥିବା ସମସ୍ତ ଅଧିକାରୀଙ୍କ ମନରୁ ନକରାତ୍ମକ ଚିନ୍ତାଧାରା ବାହାର କରିବା ପାଇଁ ଆର୍ଟ ଅଫ୍ ଲିଭିଙ୍ଗର ମୁଖ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଏକ ୱାର୍କସପ ଆୟୋଜନ କରିବାକୁ…