Daily Archives

November 28, 2018

ଓଡିଶା ଆସି ଖୁସ୍ ହୋଇଗଲେ ଭାଇଜାନ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ, ଓଡିଆରେ ଦର୍ଶକଙ୍କୁ ପଚାରିଲେ ବାଲିଯାତ୍ରା…

କନକ ବ୍ୟୁରୋ : ଓଡିଶା ଆସି ଖୁସି ହୋଇଗଲେ ସଲମାନ ଖାନ୍ । ହକି ବିଶ୍ୱକପର ସେଲିବ୍ରେସନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମେତ ଓଡିଶାବାସୀଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ସଲମାନ । ସୁଲତାନ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିବା ମାତ୍ରେ ଦର୍ଶକ ବେଶ ଉତ୍ସାହିତ ହୋଇଯାଇଥିଲେ ।…

ନବୀନ ଓ ସଲମାନଙ୍କ ବିରଳ ଦୃଶ୍ୟ । ଫଟୋରେ ନେତା ନମ୍ବର ୱାନ ଓ ଭାଇଜାନ

କନକ ବ୍ୟୁରୋ : କଟକ ବାରବାଟୀରେ ନବୀନ ଓ ସଲମାନଙ୍କ ବିରଳ ଦୃଶ୍ୟ । ହକି ବିଶ୍ୱକପର ସେଲିବ୍ରେସନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଦବଙ୍ଗ ଖାନ କୁଣ୍ଢାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋରେ ଉଭୟ ସଲମାନ ଓ ନବୀନ ବେଶ ଉତ୍ସାହିତ ଥିବା ନଜରକୁ ଆସିଛି । ଏହି…

କଟକବାସୀଙ୍କୁ ପ୍ରଂଶସାରେ ପୋତି ପକାଇଲେ ସଲମାନ । କହିଲେ, ଖାଇବି କଟକର ଦହିବରା ଆଳୁଦମ

କନକ ବ୍ୟୁରୋ : ଭାଇଜାନଙ୍କ ପସନ୍ଦ କଟକ ଦହିବରା । ଏକଥା ଆମେ କହୁନୁ ବରଂ ବାରାବାଟୀ ଷ୍ଟାଡିୟମରେ ୩୫ ହଜାର ଲୋକଙ୍କ ସାମ୍ନାରେ ନିଜେ କହିଛନ୍ତି ସଲମାନ ଖାନ୍ । ହକି ବିଶ୍ୱକପ ସେଲିବ୍ରେସନରେ ଯୋଗ ଦେବାକୁ ଆସିଥିବା ସଲମାନ କଟକ ଦହିବରା ଆଳୁଦମ ଖାଇବା କଥା କହିଛନ୍ତି । କଟକ ପ୍ରସିଦ୍ଧ ଦହିବରା…

କଳିଙ୍ଗରେ ଗୋଲ ବର୍ଷା କଲା ଭାରତୀୟ ହକି ଟିମ୍ । ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ…

କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କଲା ଭାରତୀୟ ହକି ଟିମ୍ ।  ୫-୦ ଗୋଲରେ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶଳୀ ଦଳକୁ ମାତ୍ ଦେଇ ବିଜୟ ହାସଲ କରିଛି ଭାରତ । ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତୀୟ ଦଳ ୨-୦ ଗୋଲରେ ଆଗୁଆ ରହିଥିଲା । ଏହାପରେ ଦକ୍ଷିଣ…

ଭୁବନେଶ୍ୱରରେ ସପିଂ କଲେ ଧକ୍ ଧକ୍ ଗାର୍ଲ ମାଧୁରୀ, କିଣିଲେ ୭୦ ହଜାର ଟଙ୍କାର ଗହଣା

କନକ ବ୍ୟୁରୋ : ସ୍ମାଟ ସିଟି ଭୁବନେଶ୍ୱରରେ ସପିଂ କଲେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ । ମାଷ୍ଟରକ୍ୟାଟିଂନ ସ୍ଥିତ ଲାଲଚାନ୍ଦ୍ ଜୁଏଲରାରୀରୁ ଗହଣା କିଣିଛନ୍ତି ବଲିଉଡ ଡିଭା । ଏହା ସହ ସାଥୀରେ ନେଇ ଯାଇଛନ୍ତି ଜଗନ୍ନାଥ ଓ ଗଣେଷଙ୍କ ତାରକାସୀ କାମରେ ତିଆରି ମୂର୍ତି । ଆଉ ଏସବୁ ଭିତରେ…