Daily Archives

November 21, 2018

ମେହବୁବାଙ୍କ ନୂଆ ସରକାର ଗଠନ ଉପରେ ବ୍ରେକ୍ ଲଗାଇଲେ ରାଜ୍ୟପାଳ !

ଆଜି ବିଳମ୍ବିତ ସନ୍ଧ୍ୟାରେ ଜାମ୍ମୁକଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଜାମ୍ମୁକଶ୍ମୀର ବିଧାନସଭାକୁ ଭଙ୍ଗ କରିଦେଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛନ୍ତି । ତେବେ ରାଜ୍ୟପାଳଙ୍କର ବିଧାନସଭା ଭଙ୍ଗ ଘୋଷଣାକୁ ନେଇ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଆଜି…

ହରେକୃଷ୍ଣ ମହତାବ ଜୟନ୍ତୀରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ । ବିଜେଡି କହିଲା, ଲୋକଙ୍କୁ ମିଛ କହି…

କନକ ବ୍ୟୁରୋ : ଭୁବନେଶ୍ୱରରେ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ବିୟର ଫ୍ୟାକ୍ଟ୍ରି ପାଇଁ ତୁରନ୍ତ ଜାଗା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ଅଛି , କିନ୍ତୁ କେନ୍ଦ୍ରରୁ…

ଅମୃତସର ବିସ୍ଫୋରଣ ପଛରେ ପାକିସ୍ତାନର ହାତ !  ଅମରିନ୍ଦର ସିଂ କହିଲେ ପାକ ନିର୍ମିତ ଗ୍ରେନେଡରେ ହୋଇଛି ହମଲା । 

କନକ ବ୍ୟୁରୋ : ପଂଜାବ ଅମ୍ରିତସରରେ ଆତଙ୍କବାଦୀ ଘଟଣା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦାୟୀ କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଆଇଏସଆଇ ଏହି ଘଟଣାର ମାଷ୍ଟରମାଇଣ୍ଡ । କାରଣ ଏହି ଆକ୍ରମଣରେ ପାକିସ୍ତାନରେ ତିଆରି ହୋଇଥିବା ଗ୍ରେନେଡର ବ୍ୟବହାର…

ଯୁବକଙ୍କ ଉପରେ ଚଢିଗଲା ବିମାନ ! ଭାଇରାଲ ହେଲା ଭିଡିଓ

ବିମାନ ଚଢିଯିବାରୁ ମସ୍କୋରେ ଜଣେ ୨୫ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇ ହୋଇଥିବା ଜଣାପଡ଼ିଛି । ରନୱେରେ ଠିଆ ହୋଇଥିବା ସମୟରେ ସାମ୍ନାରୁ ଆସୁଥିବା ବିମାନ ତାଙ୍କ ଉପରେ ଚଢ଼ି ଯାଇଥିଲା । ଯାହା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ମସ୍କୋର ସବୁଠାରୁ ବଡ଼ ଶେରମେଟେବୋ ଅନ୍ତରାଷ୍ଟ୍ରୀୟ…

ସଗରିଆଙ୍କ ପାଇଁ ବଢିଲା ଅଡୁଆ ! ଏଆଇସିସି ନେଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : କଂଗ୍ରେସର ପିଛା ଛାଡୁନି ବିବାଦ । କଂଗ୍ରେସ ଶିବିରରେ ଦେଖାଯାଉଛି ଗୋଟିଏ ପରେ ଗୋଟିଏ ବିବାଦ । ଏବେ ବିଶୃଙ୍ଖଳା ପାଇଁ କୃଷ୍ଣ ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଏଆଇସିସି । ସଗରିଆ ଏଆଇସିସି ସଭ୍ୟ ଥିବାରୁ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ନୁହେଁ । ତେଣୁ…