Daily Archives

November 26, 2018

୨୦୦ ବର୍ଷ ଶାସନ କାଳରେ କେତେ ଟଙ୍କା ଲୁଟି ନେଇଥିଲେ ଇଂରେଜ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତ ସ୍ୱାଧୀନତା ହାସଲ କରିବାର ୭୨ ବର୍ଷ ବିତିଗଲାଣି । କିନ୍ତୁ ଏହି ସ୍ୱାଧୀନତା ଭାରତବାସୀଙ୍କୁ ଏତେ ସହଜରେ ମିଳିନଥିଲା । ଦୀର୍ଘ ୨୦୦ ବର୍ଷ ଧରି ଇଂରେଜ ମାନେ ଶାସନ କରିବା ପରେ ସ୍ୱାଧୀନତା ହାସଲ କରିଥିଲେ ଦେଶବାସୀ । ଆଉ ଏହି ୨୦୦ ବର୍ଷ ମଧ୍ୟରେ ଭାରତରୁ କୋଟି କୋଟି ଟଙ୍କାର ସମ୍ପତି ଲୁଟି…

ଛତିଶଗଡ ସୁକମାରେ ପୁଲିସ ମାଓବାଦୀ ଗୁଳିବିନିମୟ ! ୮ ମାଓବାଦୀ ମୃତ, ୨ ଯବାନ ସହିଦ ।

କନକ ବ୍ୟୁରୋ : ମାଓବାଦୀଙ୍କୁ ସମୁଳେ ନିପାତ କରିବାକୁ ଆରମ୍ଭ ହୋଇଥିବା ଅପରେସନକୁ ଜୋରଦାର କରିଛି ସେନା । ମାଲକାନଗିରି ସୀମାକୁ ଲାଗିଥିବା ଛତିଶଗଡ ସୁକମାରେ ସୁରକ୍ଷାବାହିନୀକୁ ପୁଣି ଏକ ବଡ ସଫଳତା ମିଳିଛି । ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ପୁଲିସ ମାଓବାଦୀ ଗୁଳିବିନିମୟରେ ୮ଜଣ ନକ୍ସଲ ନିହତ…

ପ୍ରାଇଭେଟ ଚାକିରିଆଙ୍କ ପାଇଁ ଖୁସିଖବର । ୨୦୧୯ ପୂର୍ବରୁ ମୋଦି ସରକାର ଦେଇପାରନ୍ତି ବଡ ଉପହାର, ଗ୍ରାଚ୍ୟୁଟି ବାବଦରେ…

ବେସରକାରୀ ଚାକିରିଆଙ୍କ ପାଇଁ ଖୁସିଖବର । ୨୦୧୯ ନିର୍ବାଚନ ପୂର୍ବରୁ ବେସରକାରୀ ଚାକିରିଆଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର । ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ଚାକିରିଆଙ୍କୁ ଖୁସି କରିବା ପାଇଁ ଏବେ ଗ୍ରାଚ୍ୟୁଟି ପାଇବା ନିୟମ ଉପରେ ବଡ ଘୋଷଣା କରିପାରନ୍ତି ମୋଦି ସରକାର…

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷଙ୍କ ଜୋରଦାର ପ୍ରଚାର ! ରାଜସ୍ଥାନରେ ଖେଳିଲେ ବ୍ରାହ୍ମଣ କାର୍ଡ ।

କନକ ବ୍ୟୁରୋ : ଡିସେମ୍ବର ୭ରେ ରାଜସ୍ଥାନରେ ହେବ ଭୋଟ ଗ୍ରହଣ । ତେବେ ନିର୍ବାଚନ ପୂର୍ବରୁ ବଢ଼ିବାରେ ଲାଗିଛି ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ । ନିର୍ବାଚନକୁ ନେଇ ଚାଲିଛି ଜୋରଦାର ପ୍ରଚାର । ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ମସଜିଦ୍ ଓ ମନ୍ଦିର କାର୍ଡ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ…

ଭାରତ ଇତିହାସର ଐତିହାସିକ ଦିନ ! ପାକିସ୍ତାନ ସହ ସମ୍ପର୍କର ସେତୁ ଯୋଡିବ କର୍ତ୍ତାରପୁର କରିଡର ! 

କନକ ବ୍ୟୁରୋ : ଭାରତ ଇତିହାସର ଐତିହାସିକ ଦିନ । ବହୁ ବାଦ ବିବାଦ ସତ୍ୱେ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କର ସେତୁ କର୍ତାରପୁର କରିଡରର ଶିଳାନ୍ୟାସ କରିଛନ୍ତି ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ  । ଏହି କରିଡର ଦେଇ ବିନା ଭିସାର ପାକିସ୍ତାନ ସୀମା ଭିତରେ…