Daily Archives

October 29, 2018

ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ନେଇ ଆସିଲା ନୂଆ ଅଭିଯୋଗ ! ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ…

କନକ ବ୍ୟୁରୋ : ସିବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ୱ ନେଇଥିବା ଓଡିଶା କ୍ୟାଡର ଆଇପିଏସ ନାଗେଶ୍ୱର ରାଓଙ୍କୁ ନେଇ ପୂର୍ବରୁ ଦୁର୍ନୀତିର ଅଭିଯୋଗ ଆସିସାରିଥିବା ବେଳେ ଆଜି ନାଗେଶ୍ୱରଙ୍କୁ ନେଇ ଆଉ ଏକ ନୂଆ ଅଭିଯୋଗର ଚିତ୍ର ଆସିଛି । ଅବଶ୍ୟ ଘଟଣାଟି ପୁରୁଣା, କିନ୍ତୁ ଅଭିଯୋଗ ବଡ…

ଦୀପାବଳୀ ପୂର୍ବରୁ ଅଣନିଶ୍ୱାସୀ ହେବ ଦିଲ୍ଲୀ ! ନାସାର ଫଟୋ ଦେଉଛି ଚେତାବନୀ 

କନକ ବ୍ୟୁରୋ : ଦୀପାବଳିକୁ ଆଉ ୯ ଦିନ ବାକି ଅଛି, କିନ୍ତୁ ଏବେଠୁ ଦିଲ୍ଲୀ ଏନସିଆରେ  ବିଷାକ୍ତ ବାୟୁ ବହିବା ଆରମ୍ଭ କରିଦେଲାଣି । ଲଗାତର ଭାବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବଢି ଚାଲିଛି । ପ୍ରଦୂଷଣକୁ ଦେଖିଲେ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ରାଜଧାନୀ ଦିଲ୍ଲୀ ପୁଣି ଥରେ ଗ୍ୟାସ ଚାମ୍ବର…

ଇଣ୍ଡୋନେସିଆ ଆକାଶରେ ବଡ଼ ଦୁର୍ଘଟଣା ! ୫ ଜଣ କ୍ରିଉ ମେମ୍ବରଙ୍କ ସମେତ ୧୮୯ ଜଣଙ୍କ ମୃତ୍ୟୁ ଆଶଙ୍କା

କନକ ବ୍ୟୁରୋ : ଇଣ୍ଡୋନେସିଆ ଆକାଶରେ ବଡ ଧରଣର ଦୁର୍ଘଟଣା  । ଲାୟନ ଏୟାରର ବିମାନ, ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନରେ ଥିବା ୧୮୯ଜଣଙ୍କର କୌଣସି ପତ୍ତା ମିଳୁନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ବିମାନରେ ଜଣେ ଭାରତୀୟ ପାଇଲଟ ଥିବା ଜଣାପଡିଛି । ଲାୟନ…

ଦେବ୍ରୀଗଡର ମୃତ ବାଘକୁ ନେଇ ବିବାଦ ! ମନ୍ତ୍ରୀ କହିଲେ କଲରାପତରିଆ, ପ୍ରାଣୀ ବିଶେଷଜ୍ଞ କହିଲେ ମହାବଳ ।

କନକ ବ୍ୟୁରୋ : ଦେବ୍ରିଗଡ ଅଭୟାରଣ୍ୟରୁ ମିଳିଥିବା ମୃତବାଘକୁ ନେଇ ବଢିଲା ବିବାଦ  । ବାଘ, ମହାବଳ ନା କଲରାପତରିଆ । ମୃତ ବାଘର ବ୍ୟବଚ୍ଛେଦ କରି ଆଜି ଜଙ୍ଗଲ ବିଭାଗ କହିଛି, ମୃତ ବାଘଟି ଏକ କଲରାପତରିଆ । ତେବେ ତାର କେମିତି ମୃତ୍ୟୁ ହୋଇଛି ସେନେଇ ଡେରାଡୁନରୁ ଫୋରେନସିକ୍ ରିପୋର୍ଟ ଆସିବା ପରେ…

୩୪ ଟି କ୍ୟାମ୍ପ କୋର୍ଟରେ ୫୦୦ ମାମଲାର ଶୁଣାଣି, ବିନା ଓକିଲରେ ମିଳିଲା ୩୫୦ ଜଣଙ୍କୁ ଜାମିନ୍

କନକ ବ୍ୟୁରୋ : ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନରେ ବସିଛନ୍ତି ଆଇନଜୀବୀ  । ଏଥିପାଇଁ ସାରା ରାଜ୍ୟରେ ଲାଗିରହିଥିଲା ଅଚଳାବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଜେଲ ଭିତରେ ଖୋଲିଛି କ୍ୟାମ୍ପ କୋର୍ଟ । ରାଜ୍ୟର ୩୪ଟି ଜେଲ ଓ ସବ୍ ଜେଲରେ ଖୋଲିଥିବା କ୍ୟାମ୍ପ କୋର୍ଟରେ ୫୦୦ ଟି ମାମଲାର ଶୁଣାଣି…

ବ୍ୟାଟ୍ସମ୍ୟାନ୍ ନିର୍ଦ୍ଧୁମ ଛେଚିଲେ, ବୋଲର ଜଲଦି ଆଉଟ୍ କରିଦେଲେ ! ବିରାଟ ବାହିନୀର ବିରାଟ ବିଜୟ ।

କନକ ବ୍ୟୁରୋ : ମୁମ୍ବାଇରେ ଦମ୍ ଦେଖାଇଲା ବିରାଟ ବାହିନୀ । ଚତୁର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୨୪ ରନରେ ହରାଇଲା ଟିମ୍ ଇଣ୍ଡିଆ । ଯୁବ ତାରକା ରୋହିତ ଶର୍ମା ଏବଂ ଅମ୍ବାତି ରାୟଡୁଙ୍କ ଦମଦାର ଶତକ ଆଗରେ ଘାଇଲା ହୋଇଛି ୱେଷ୍ଟଇଣ୍ଡିଜ୍ । ମାତ୍ର  ୧୫୩ ରନରେ ସମସ୍ତ ଓି୍ୱକେଟ ହରାଇବା ସହ…