Daily Archives

October 23, 2018

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଅପିଲ ! ୫ଶହ ଏକର ଜମି ଯୋଗାଇ ଦେଲେ ମେସିନ ଟୁଲ ପାର୍କ ପ୍ରତିଷ୍ଠା କରିବ…

କନକ ବ୍ୟୁରୋ : କର୍ଣ୍ଣାଟକ ଭଳି ଓଡ଼ିଶାରେ ବି ମେସିନ୍ ଟୁଲ୍ ପାର୍କ ପ୍ରତିଷ୍ଠା କରାଯାଇପାରିବ । ଓଡ଼ିଶା ସରକାର ୫୦୦ ଏକର ଜମି ଯୋଗାଇ ଦେଲେ ୫୦୦ କୋଟି ଟଙ୍କା ବ୍ୟୟରେ ଏଭଳି ଯନ୍ତ୍ରପାତି କାରଖାନା ପ୍ରତିଷ୍ଠା କରାଯାଇପାରିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଘୋଷଣା…

ରିଲିଫ କ୍ୟାମ୍ପରେ ମିଳୁନି ରିଲିଫ ! କ୍ଷୋଭରେ ବାତ୍ୟା ଆଶ୍ରୟସ୍ଥଳ ଛାଡିଲେ ଲୋକ, ପ୍ରଶାସନର ଉଦାସୀନତା ପ୍ରତିବାଦରେ…

କନକ ବ୍ୟୁରୋ : ବାତ୍ୟା ଆଶ୍ରୟ ସ୍ଥଳୀରେ ମିଳିଲାନି ଖାଇବା । ରାତାରାତି ବାତ୍ୟା ଆଶ୍ରୟସ୍ଥଳୀ ଛାଡ଼ି ଗାଁକୁ ଫେରିଲେ ବାତ୍ୟା ବିପନ୍ନ । ରିଲିଫ କ୍ୟାମ୍ପରେ ଠିକ୍ ଭାବରେ ଖାଇବା ମିଳୁନଥିବା ଅଭିଯୋଗ କରି ବାତ୍ୟା ତିତଲି ପରବର୍ତୀ ବର୍ଷାରେ ଧ୍ୱଂଶସ୍ତୁୁୁୁପ ପାଲଟିଥିବା ଗାଁକୁ ଫେରିଲେ…

ଡିଜେଲ ଦର ବୃଦ୍ଧି ନେଇ ରାଜନୀତି ସରଗରମ ! ଧର୍ମେନ୍ଦ୍ର କହିଲେ ଭାଟ୍ କମାଇଲେ, କମିବ ଡିଜେଲ ଦର, ସେପଟେ ମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଡିଜେଲ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଡିଜେଲ ଉପରୁ ଭାଟ କମାଇଲେ ହିଁ ଦର କମିବ ବୋଲି ସେ ପରାମର୍ଶ ଦେଇଛନ୍ତି । ବେସ୍ ପ୍ରାଇସ୍ ବଢିଗଲା…

ମହଙ୍ଗା ପଡିଲା ଓଡିଶାକୁ ଅପମାନ ! କୋଣାର୍କ, ଜଗନ୍ନାଥ ମନ୍ଦିର ଓ ବିଧାୟକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ…

କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ କୋଠାରଘାତ କରିଥିବା ସାମ୍ବାଦିକ ତଥା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିଛି ପୁଲିସ୍ । ଆଜି ଗୃହ କମିଟିରେ ହାଜର ହେବାକୁ ଆସିଥିବା ଅଭିଜିତ୍…

ଘଂଚ ଜଙ୍ଗଲରେ କେମିତି ଦିଆଯିବ ନିଶ୍ଚେତକ ! ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଦରକାର ହାତୀ, ଡ୍ରୋନ୍…

କନକ ବ୍ୟୁରୋ : ବାଘ ଏକ ହିଂସ୍ର ପ୍ରାଣୀ । ତାକୁ କାବୁ କରିବା ଏତ ସହଜ ନୁହେଁ । ଘଂଚ ଜଙ୍ଗଲରେ ବାଘକୁ ଟ୍ରାଙ୍କୁଲାଇଜ୍ କରିବାକୁ ଆବଶ୍ୟକ, ସ୍ୱତନ୍ତ୍ର କୌଶଳ ଓ ଯନ୍ତ୍ରପାତି । ଘଂଚ ଜଙ୍ଗଲରେ ବାଘକୁ ଟ୍ରାଙ୍କୁଲାଇଜ୍ କରିବା ଏତେ ସହଜ ନୁହେଁ । ଟ୍ରାଙ୍କୁଲାଇଜ୍ ଟିମ୍ ପାଇଁ କାଠିକର ପାଠ ହୋଇଥାଏ…