Daily Archives

October 23, 2018

ଏମିତି ବି ହୁଏ ପ୍ରେମ ! ପରିବାରକୁ ଛାଡି ୨୦ ବର୍ଷର ଯୁବକଙ୍କ ସହ ଫେରାର ହେଲେ ୫୦ ବର୍ଷର ମହିଳା ।

ଫେସବୁକରେ ପୁଅ ଝିଅ ପ୍ରେମ କରି ଧୋକାର ଶିକାର ହେବା କଥା ଅନେକ ଶୁଣିବାକୁ ମିଳିଛି । ସାଧାରଣତଃ ସୁନ୍ଦରୀ ଝିଅମାନଙ୍କ ଫଟୋ ଦେଖି ପୁଅମାନେ ପ୍ରେମରେ ପଡିଥାନ୍ତି ଏବଂ ପରେ ଝିଅ ପୁରୁଷ ବନ୍ଧୁଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଲୁଟ କରିଥିବା କିମ୍ବା ଜଣେ ପୁଅ ଗୋଟେ ଝିଅକୁ ଲୁଟ କରିଥିବା ମାମଲା…

ଚକ୍ରବ୍ୟୁହରେ ସୁନ୍ଦରୀ ! ବାଘୁଣୀକୁ ନିସ୍ତେଜ କରି ଏନକ୍ଲୋଜରକୁ ଆଣିବା ପାଇଁ ପ୍ରସ୍ତୁତି,କୁମୁରି ଗାଁକୁ ଘେରି…

କନକ ବ୍ୟୁରୋ : ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀ ଖୁବଶୀଘ୍ର ଧରାପଡିବ । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଘଂଚ ଜଙ୍ଗଲରେ ଘୁରି ବୁଲୁଛନ୍ତି ତିନିଟି ବିଶେଷଜ୍ଞ ଟିମ୍ । ଯେ କୌଣସି ସମୟରେ ସୁନ୍ଦରୀକୁ କାବୁ କରିବାକୁ ଆବଶ୍ୟକ ନିଶ୍ଚେତକ ଏବଂ ଯନ୍ତ୍ରପାତି ସହ ପ୍ରସ୍ତୁତ…

ଦୀପାବଳିକୁ ଫିକା କରିବ ସୁପ୍ରିମକୋର୍ଟଙ୍କ କଟକଣା ! ରାତି ୮ରୁ ୧୦, ମାତ୍ର ଦୁଇ ଘଂଟା ବାଣ ଫୁଟାଇବାକୁ କୋର୍ଟଙ୍କ…

କନକ ବ୍ୟୁରୋ : ଦୀପାବଳୀ ପୂର୍ବରୁ ଦେଶବ୍ୟାପୀ ବାଣ ବିକ୍ରି ନେଇ ସୁପ୍ରିମକୋର୍ଟ ଆଜି ବଡ ରାୟ ଶୁଣାଇଛନ୍ତି । ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ର୍ସବୋଚ୍ଚ ନ୍ୟାୟାଳୟ । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ…

ବନ୍ଧା ହେଲେ ଅଭିଜିତ ଆୟାର ମିତ୍ର ! ଗିରଫ କଲା ସହିଦନଗର ପୋଲିସ, କୋଣାର୍କ ପ୍ରତି ଦେଇଥିଲେ ଅରୁଚିକର ମନ୍ତବ୍ୟ ।

କନକ ବ୍ୟୁରୋ : ଶେଷରେ ଗିରଫ ହୋଇଛନ୍ତି ଅଭିଜିତ ଆୟାର ମିତ୍ର । ଅଭିଜିତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । କୋଣାର୍କ ମନ୍ଦିର ପ୍ରତି ଅଶାଳୀନ ମନ୍ତବ୍ୟ ନେଇ ସହିଦ ନଗର ପୋଲିସ ଅଭିଜିତଙ୍କୁ ଗିରଫ କରିଛି । ଏକ ଅଜ୍ଞାତ ସ୍ଥାନରେ ଅତାଙ୍କୁ କମିଶନରେଟ୍ ପୋଲିସ ପଚରାଉଚୁରା କରୁଥିଲା । ଜେରା…

ବାଣ ଫୁଟାକୁ ନେଇ ଆସିଲା ସାଂଘାତିକ ତଥ୍ୟ ! ବାଣ ଫୁଟିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ହୋଇଥାଏ କ୍ୟାନସର ।

ଭାରତର ଅନେକ ସହରରେ ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଆଗକୁ ଦୀପାବଳୀ ଆସୁଥିବା ବେଳେ ବାଣ ଫୁଟାକୁ ନେଇ ଚିନ୍ତାରେ ଦେଶବାସୀ । ଆଉ ଏହାରି ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି ସତ, କିନ୍ତୁ ବାଣଫୁଟାକୁ ସୁପ୍ରିମକୋର୍ଟ କାହିଁକି ସମ୍ପୂର୍ଣ୍ଣ…

ଦୃଷ୍ଟିହୀନଙ୍କ ପାଇଁ ଆଖି ସାଜିବ ଏହି ‘ସ୍ମାର୍ଟଜୋତା’ ! ଯୁବ ଛାତ୍ରଛାତ୍ରୀଙ୍କ ସଫଳ ଉଦ୍ଭାବନ, ଜୋତାରେ ରହିଛି ଅନେକ…

ଚିତକାରା ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀମାନେ ଦୃଷ୍ଟିହୀନ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୋତା ପ୍ରସ୍ତୁତ କରିଛନ୍ତି । ତେବେ ଏହି ଜୋତାର ବିଶେଷତ୍ତ୍ୱ ହେଉଛି, ଏହା ଦୃଷ୍ଟିଶକ୍ତି ନଥିବା ଲୋକମାନଙ୍କୁ ଏହା ସହାୟକ ହେବ । ସେମାନଙ୍କୁ ଆଉ ବାଡିର ଆବଶ୍ୟକତା ରହିବ ନାହିଁ । ଏହି ଜୋତା…