Daily Archives

October 3, 2018

ଆରଏସଏସ ମୁଖ୍ୟଙ୍କ ବୟାନକୁ ନେଇ ରାଜନୀତି !  ଜେଡିୟୁ କହିଲା ରାମ ମନ୍ଦିର ନୁହେଁ ଏନଡିଏର ଏଜେଣ୍ଡା ।

କନକ ବ୍ୟୁରୋ : ରାମ ମନ୍ଦିରକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବଡ ବୟାନ ପରେ ଆସିଲା ବିଭିନ୍ନ ପ୍ରତିକ୍ରିୟା । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧୀ ମଧ୍ୟ ରୋକିପାରିବେ ନାହିଁ ବୋଲି କହିଥିଲେ ଭାଗବତ । ସେ କହିଥିଲେ ଯେ ଦେଶର ଅଧିକାଂଶ ଲୋକ ଶ୍ରୀରାମଙ୍କ ଭକ୍ତ ହୋଇଥିବାରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ନାଁ ଭରିଲେ ପ୍ରାର୍ଥୀ । ଶେଷ ହେଲା ପ୍ରାର୍ଥୀପତ୍ର ଦାଖଲ । ଅନ୍ୟପଟେ ବିଭିନ୍ନ କଲେଜରେ…

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ନେଇ ସରଗରମ କଲେଜ କ୍ୟାମ୍ପସ । ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଜା ବାଣ ଓ ନାଚଗୀତ ତାଳେ ତାଳେ ନିଜର ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ…

କିଏ ଭିଆଇଲା ଏତେବଡ ହିଂସାକାଣ୍ଡ ! ସେବାୟତଙ୍କ ବେଶରେ କିଏ ଚଳାଇଥିଲେ ଗୁଣ୍ଡାରାଜ ? ପୁରୀ ବିଶୃଙ୍ଖଳାକୁ ନେଇ ଉଠିଛି…

କନକ ବ୍ୟୁରୋ : ଶାନ୍ତପୂର୍ଣ୍ଣ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ଥିବା ପୁରୀର ସୁଖ୍ୟାତିକୁ ଗୋଟିଏ ଦିନରେ ଆଂଚ ଆଣିଛନ୍ତି ଆନ୍ଦୋଳନକାରୀ । କାହିଁକି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା, ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଶ୍ରୀଜଗନ୍ନାଥ ସେନା ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ…

ଦାମ ଦେଖାଇଲେ ଦମ୍ । କହିଲେ ଗଢିବି ନୂଆ ଦଳ, ନକଲି ବିଜୁ ପ୍ରେମୀଙ୍କୁ ଦେବ ଚେକ୍ ।

କନକ ବ୍ୟୁରୋ : ଓଡ଼ିଶାର ନୂଆ ରାଜନୈତିକ ସମୀକରଣ ଚର୍ଚ୍ଚାକୁ ବଢ଼ାଇ ଦେଇଛି ବରିଷ୍ଠ ନେତା ଡାକ୍ତର ଦାମ ରାଉତଙ୍କ ବୟାନ । ଆଜି ଡାକ୍ତର ରାଉତ କହିଛନ୍ତି- ବିଜେଡିରେ ନଥିବା ବିଜୁ ବାବୁଙ୍କ ଅନୁଗାମୀମାନେ ତାଙ୍କୁ ନୂଆ ଦଳ ଗଢ଼ିବାକୁ ପରାମର୍ଶ ଦେଇଛନ୍ତି । ଆଉ ନୂଆ ଦଳ ଗଢ଼ିବା ନେଇ ବିଚାର କରାଯାଉଛି…

ଜେଲରେ ମନ୍ତ୍ରୀପୁଅ, ବଢୁଛି ଅଭିଯୋଗ : ଦେବାଶିଷ ପାତ୍ରଙ୍କ ଗୁଣ୍ଡାଗର୍ଦ୍ଦିରେ ଭୟଭୀତ ହୋଇ ଓଡ଼ିଶା ଫେରି ପାରୁନାହାନ୍ତି…

କନକ ବ୍ୟୁରୋ : ମନ୍ତ୍ରୀଙ୍କ ପୁଅଙ୍କ ଦବଙ୍ଗଗିରି । ମନ୍ତ୍ରୀ ବାପାଙ୍କ ବିରୁଦ୍ଧରେ କିଏ ମୁହଁ ଖୋଲିଲେ ମିଳୁଛି ଶାସ୍ତି । ଓଡ଼ିଶାର ପାୱାରଫୁଲ୍ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ନେଇ ବଢ଼ିବାରେ ଲାଗିଛି ଅଭିଯୋଗ । ବିଚ୍ ରାସ୍ତାରେ ଲୋକଙ୍କୁ ହାଣି ପକାଇଥିବା ଦେବାଶିଷ ଏବେ…

ଗାଡି ଚାଳକଙ୍କ ପାଇଁ ଖୁସିଖବର ! ପେଟ୍ରୋଲ ଓ ଡିଜେଲ ଭରିଲେ ଗ୍ରାହକଙ୍କୁ ମିଳିବ ୭୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ,…

ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବା ବେଳେ ଏହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏପରିକି ଲିଟର ତେଲ ପକାଇବା ପୂର୍ବରୁ ମଧ୍ୟ ଗ୍ରାହକଙ୍କୁ ଅନେକ ଥର ଭାବିବାକୁ ପଡୁଛି । ଗ୍ରାହକଙ୍କ ଏହି ସମସ୍ୟାକୁ ଦୂର କରିବାକୁ ମୋବାଇଲ ୱାଲେଟ କମ୍ପାନି କିଛି ଅଫର ମଧ୍ୟ…