Daily Archives

October 3, 2018

ଜଳିଲା ଜଗନ୍ନାଥ ଧାମ ! ଧାଡି ଦର୍ଶନକୁ ବିରୋଧ କରି ରଣକ୍ଷେତ୍ର ପାଲଟିଲା ପୁରୀ, ଭାଙ୍ଗିଲା ଥାନା, ଜଳିଲା ଟ୍ରାଫିକପୋଷ୍ଟ…

କନକ ବ୍ୟୁରୋ : ବଡଦାଣ୍ଡରେ ଲାଗିଛି ନିଆଁ । ଅଶାନ୍ତ ହୋଇ ପଡିଛି ଶ୍ରୀକ୍ଷେତ୍ର । ଧାଡି ଦର୍ଶନକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପୁରୀ ବନ୍ଦର ଆହ୍ୱାନ ଦେଇଥିଲା । ତେବେ ଆଇନକୁ ହାତକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ଉତ୍ୟକ୍ତ ଲୋକ । ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିବା ସହ…

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ଲୁଟ୍ ! କନକ ନ୍ୟୁଜ୍ କ୍ୟାମେରାରେ କଏଦ ହେଲା ଏକ୍ସକ୍ଲୁସିଭ ଚିତ୍ର ।

କନକ ବ୍ୟୁରୋ : ହିଂସାକାଣ୍ଡ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ୍ ।  ଆକ୍ରମଣ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ୍ ହେଉଥିବା ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । କାର୍ଯ୍ୟାଳୟରେ ଥିବା ବସ୍ତା ବସ୍ତା ଚାଉଳ, ଟଙ୍କା ଲୁଟ୍ କରି ନେଉଛନ୍ତି ଆନ୍ଦୋଳନକାରୀ । ଅଭିଯୋଗ ଅନୁସାରେ…

ଗୋଟିଏ ସେକେଣ୍ଡରେ ହେବ ୨୫୦ଥର ଫାୟାରିଂ, ଏକାସଙ୍ଗରେ ବନ୍ଧୁକରୁ ବାହାରିବ ୪ଟି ଲେଖାଏଁ ଗୁଳି । ଜାଣନ୍ତୁ ରିବନ ଗନ୍…

ଯେଉଁ ଦେଶରେ ମାରଣାସ୍ତ୍ର ରଖିବାକୁ ଲୋକମାନେ ବେଆଇନ ବୋଲି ଭାବିନଥାନ୍ତି, ସେହିଭଳି ଦେଶ ହେଉଛି ଆମେରିକା । ଆଉ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ଆଧୁନିକ ମଡେଲର ବନ୍ଧୁକ ମଧ୍ୟ ବଜାରକୁ ଆସୁଛି । ଆମେରିକାରେ ଖୁଲମଖୁଲା ବନ୍ଧୁକର ବ୍ୟବହାର ହୋଇଥାଏ । ହଲିଉଡ ଫିଲ୍ମରେ ଯେଉଁଭଳି…

ଇଣ୍ଡୋନେସିଆକୁ ସହାୟତାର ହାତ ବଢାଇଲା ଇଣ୍ଡିଆ ! ସୁନାମି ପ୍ରଭାବିତ ଅଞ୍ଚଳକୁ ପିଇବା ପାଣି, କ୍ଷୀର, ଜୁସ୍ ଏବଂ ଟେଣ୍ଟ…

ଇଣ୍ଡୋନେସିଆରେ ସୁନାମିର ମହାପ୍ରଳୟ ପ୍ରଭାବିତ କରିଛି ଅନେକ ଧନଜୀବନ । ଇଣ୍ଡୋନେସିଆରେ ତାଣ୍ଡବ ରଚିଛି ପ୍ରକୃତି । ଭୂମିକମ୍ପ ପରେ ସୁନାମି ନେଇଯାଇଛି ଅନେକ ଧନଜୀବନ । ତେବେ ଏହି ମହାପ୍ରଳୟ ପରେ ଇଣ୍ଡୋନେସିଆକୁ ବଢିଛି ସହାୟତାର ହାତ । ସୋମବାର ଭାରତୀୟ ନୌସେନା କହିଛି ଯେ, ଦକ୍ଷଣପୂର୍ବ…

‘ସ୍ୱଚ୍ଛ ଭାରତ’ ଅଭିଯାନର ସବୁଠୁ ବଡ଼ ସତ ! ପ୍ରତି ୩ ଦିନରେ ଚାଲିଯାଉଛି ଜଣେ ସଫେଇ କର୍ମଚାରୀଙ୍କ ଜୀବନ ।

ଫେଲ୍ ମାରିଛି ‘ସ୍ୱଚ୍ଛ ଭାରତ’ ଅଭିଯାନ । ପଦାକୁ ଆସିଲା ୨୦୧୪ରୁ ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’ର ଅସଲ ଚିତ୍ର । ଜାତୀୟ ସଫେଇ କର୍ମଚାରୀ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ତଥ୍ୟ ଅନୁସାରେ ପ୍ରତି ୩ ଦିନରେ ଭାରତରେ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହେଉଛି । ଯାହାକୁ ନେଇ  ମୋଦି…

ଶୁଣିଲାନି ପ୍ରଶାସନ : ନିଜ ଉଦ୍ୟମରେ ପାଲଲହଡ଼ା ଜାଉଁଳିବନ୍ଧ ଗ୍ରାମାବାସୀ ନାଳ ଉପରେ ନିର୍ମାଣ କଲେ ଅସ୍ଥାୟୀ କାଠପୋଲ

କନକ ବ୍ୟୁରୋ : ଶୁଣିଲାନି ପ୍ରଶାସନ ଗ୍ରାମବାସୀ ନିଜ ଉଦ୍ୟମରେ ନାଳ ଉପରେ ନିର୍ମାଣ କଲେ ଅସ୍ଥାୟୀ କାଠପୋଲ । ପାଲଲହଡା ରେହିଲା ପଂଚାୟତର ଜାଉଁଳିିବନ୍ଧ ଗାଁକୁ ଇଂଜିଡି ପଂଚାୟତ ସୀମାବର୍ତ୍ତି ଗାଁ ଦେବାହାଳି ଗାଁ ମଝିରେ ପ୍ରତିବନ୍ଧକ ସାଜିଥିଲା ଖରବାନାଳ । ଦେବାହଳି ଗାଁରେ ରହିଛି ଆଶ୍ରମ…