Daily Archives

September 29, 2018

ପର୍ଯ୍ୟଟକଙ୍କ ପାଇଁ ଅପହଂଚ ଦେବକୁଣ୍ଡ । ଗତ ଲଘୁଚାପ ବର୍ଷାରେ ଏଠାକୁ ଯିବା ପାଇଁ ଥିବା ରାସ୍ତା ଧୋଇଯିବା ପରେ ନିରାଶ…

ମୟୁରଭଂଜର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ଏବେ ପର୍ଯ୍ୟଟକଙ୍କ ପାଇଁ ଅପହଂଚ ହୋଇପଡିଛି । ଗତ ଲଘୁଚାପ ବର୍ଷା କାରଣରୁ ଏହି ପ୍ରାକୃତିକ ଶୋଭାରାଜିକୁ ଆକୃଷ୍ଟ ହୋଇ ଆସୁଥିବା ପର୍ଯ୍ୟଟକ ଏଠାରେ ପହଂଚି ପାରୁନାହାନ୍ତି । ଉଦଳା ବୁଡାମରାଠାରୁ ଦେବକୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଧୋଇଯାଇଛି । ଫଳରେ…

ଦୁଇରୁ ଅଧିକ ଛୁଆ ଥିଲେ ଲଢିପାରିବେନି ପଂଚାୟତ ନିର୍ବାଚନ ! ଉତ୍ତରାଖଣ୍ଡ ସରକାରଙ୍କ ନୂଆ ନିୟମ

୨୦୧୯ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଯେଉଁଥିରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ବିଶେଷ ପଂଚାୟତ ନିର୍ବାଚନ ଲଢିପାରିବେ ନାହିଁ । ମିଳିଥିବା ସୂଚନା ମୁତାବକ, ଉତ୍ତରାଖଣ୍ଡ ସରକାର ପଂଚାୟତ ନିର୍ବାଚନରେ ଲଢିବାକୁ…

ଏୟାର ଇଣ୍ଡିଆରେ ନିଯୁକ୍ତି ସୁଯୋଗ ! ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ଚୟନ, ଜାଣନ୍ତୁ କିଭଳି କରିବେ ଆବେଦନ ।

ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡରେ ୬ଟି ପଦ ପାଇଁ ରହିଛି ନିଯୁକ୍ତି ସୁଯୋଗ । ଏହି ପଦ ପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀ ମାନେ ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ଇଣ୍ଟରଭ୍ୟୁରେ ଭାଗ ନେଇପାରିବେ । ପଦର ନାମ – ଜୁନିୟର ଆନାଲିଷ୍ଟ ପଦ ସଂଖ୍ୟା – ୬ ଶିକ୍ଷାଗତ…

ବିଜେପି ରାଲିରେ ଜାତୀୟ ପତାକାକୁ ଅସମ୍ମାନ ! ଲାଗିଲା ଓଲଟା ତ୍ରିରଙ୍ଗା, ଦାଏର ହେଲା ମାମଲା ।

ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରାଜୀବ ଜସରୋଟିଆଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ରାଲିରେ ଜାତୀୟ ପତାକାକୁ ଓଲଟା ଭାବେ ଲଗାଯାଇଥିବା ଅଭିଯୋଗ ହୋଇଛି । ଏହି ରାଲି ଶେଷ ହେବା ପରେ ତ୍ରିରଙ୍ଗାର ଅପମାନ ହୋଇଥିବା ଦର୍ଶାଇ ଏକ ମାମଲା ରୁଜୁ କରାଯାଇଛି ।…

ଫେସ୍ବୁକ୍ ଉପରେ ବିପଦ ! ଫେସ୍ବୁକ୍ ଅପଡେଟ୍ ଭର୍ସନରେ ପ୍ରଭାବିତ ହେଲା ୫ କୋଟି ୟୁଜର୍ସଙ୍କ ଆକାଉଣ୍ଟ । କେମିତି…

କନକ ବ୍ୟୁରୋ: ୫ କୋଟି ଫେସବୁକ ୟୁଜର୍ସଙ୍କ ଆକାଉଣ୍ଟ ପ୍ରଭାବିତ ହୋଇଛି । ଏନେଇ ସୁଚନା ଦେଇଛନ୍ତି ଖୋଦ୍ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ । ପ୍ରାୟ ୫ କୋଟି ଫେସ୍ବୁକ୍ ଆକାଉଣ୍ଟ ସିକ୍ୟୁରିଟୀ ନିୟମ ଅପଡେଟ୍ ଭର୍ସନରେ ଏକ ନୂଆ ଫିଚର୍ ‘ଭିୟୁ ଆଜ୍’ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଫେସବୁକର…

କ୍ୟାମେରାରେ କଏଦ ହେଲା ମହାବଳ ! ରାଜ୍ୟର ୩ଟି ସ୍ଥାନରୁ ମିଳିଲା ମହାବଳ ବାଘର ସନ୍ଧାନ

କନକ ବ୍ୟୂରୋ : ଓଡିଶାରେ ମହାବଳ । ରାଜ୍ୟର ତିନୋଟି ସ୍ଥାନରୁ ମିଳିଲା ମହାବଳ ବାଘର ସନ୍ଧାନ । ଯାହାକୁ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ । ବିଭାଗୀୟ ମନ୍ତ୍ରୀଙ୍କ କହିବା ମୁତାବକ, ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ , ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ…