Monthly Archives

August 2018

ବଜାରରେ ନକଲି ୧୦୦ ଟଙ୍କିଆ ନୋଟ୍ ର ସଂଖ୍ୟା ସବୁଠାରୁ ଅଧିକ : ଆରବିଆଇ ଦେଲା ସୂଚନା । ଏଭଳି ଜାଣନ୍ତୁ ନୋଟ୍ ଅସଲି ନା…

ରିଜର୍ଭ ବ୍ୟାଙ୍କର କହିବାନୁସାରେ, ବଜାରରେ ମହଜୁଦ୍ ଥିବା ନକଲି ମୁଦ୍ରାରେ ୧୦୦ ଟଙ୍କିଆ ନୋଟ୍ ର ସଂଖ୍ୟା ସବୁଠାରୁ ଅଧିକ । ସେଥିପାଇଁ ଏହାକୁ ନେଇ ସବୁଠାରୁ ଅଧିକ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ଅଛି । ୧୦୦ ଟଙ୍କିଆ ନୋଟ୍ ଅସଲି ନା ନକଲି, ଏହାର ଚିହ୍ନଟ କିଛି ବିଶେଷ ବିଷୟ ଜାଣି…

ବାଘୁଣୀ ପରେ ଏବେ କୁମ୍ଭୀର ଆତଙ୍କ ! ବନ୍ୟାଜଳରେ ଗାଁ ପାଖ ନଦୀରୁ ଗ୍ରାମ ଭିତରକୁ କୁମ୍ଭୀର ପଶିଥିବା ଆଶଙ୍କାରେ ଆତଙ୍କିତ…

କନକ ବ୍ୟୁରୋ: ବାଘୁଣି ପରେ ଏବେ କୁମ୍ଭୀର ଆତଙ୍କରେ ଆତଙ୍କିତ ଅଛନ୍ତି ଅନୁଗୁଳର ସାତକୋଶିଆ ଗ୍ରାମବାସି । ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ସହିତ ଟିକରପଡା ଗଣ୍ଡ ରହିଥିବାରୁ କୁମ୍ଭୀର ଗାଁ ଭିତରେ ପସିବାର ଆସଙ୍କା ରହିଛି । ବନ୍ୟା ଜଳ ଗାଁ ଭିତରେ ପ୍ରବେଶ କରିବା କାରଣରୁ ଅନେକ ଫସଲ ମଧ୍ୟ ନଷ୍ଟ…

ବଦଳିବ ସ୍ମାଟସିଟିର ରୂପରେଖ! ଭୁବନେଶ୍ୱରର ପ୍ରତି ଅଞ୍ଚଳରେ ମିଳିବ ଇଣ୍ଟରନେଟ ସୁବିଧା

କନକ ବ୍ୟୁରୋ: ପୁରା ଭୁବନେଶ୍ୱର ହେବ ୱାଇଫାଇ । ସ୍ମାର୍ଟସିଟିର ପ୍ରତ୍ୟେକ ଅଞ୍ଚଳରେ ମିଳିବ ୱାଇଫାଇର ସୁବିଧା । ହକି ବିଶ୍ୱକପ ପୁର୍ବରୁ ରାଜଧାନୀରେ ଏହି ସୁବିଧା ଯୋଗାଇଦେବାକୁ ବିଏମସି ପକ୍ଷରୁ ଯୋଜନା କରାଯାଇଛି । ବିଶ୍ୱକପ ପାଇଁ ରାଜଧାନୀକୁ ଦେଶବିଦେଶରୁ ୩୦ ହଜାର ଅତିଥି ଆସୁଥିବା ବେଳେ…

ଆହୁରୀ ବର୍ଷିବ ! ଆସନ୍ତା ୨୪ ଘଂଟା ଭିତରେ ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ନେଇ ସତର୍କ…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ପ୍ରଭୃତି ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଓ ପବନର ସମ୍ଭାବନା ରହିଛି…

ଆସନ୍ତା ଗାନ୍ଧୀ ଜୟନ୍ତୀରେ ମୁକ୍ତି ପାଇବେ କଏଦୀ : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଗଠନ କଲେ ୩ ଜଣିଆ…

କନକ ବ୍ୟୁରୋ: ଗାନ୍ଧୀ ଜୟନ୍ତୀରେ ମୁକ୍ତି ହେବେ କଏଦୀ । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଜାରି କରାଯାଇଛି । ଜେଲରେ ସଜା ଭୋଗୁଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ମୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହିଳା କଏଦୀଙ୍କ ପାଇଁ ବୟସସୀମା ରହିଛି ୫୫…

ଯୌବନ ବିତୁଛି ଲୁହା ଶିକୁଳିରେ । ୨୫ ବର୍ଷ ହେଲା ମୁକ୍ତ ଅପେକ୍ଷାରେ କରଂଜିଆର ବାସନ୍ତୀ

କନକ ବ୍ୟୁରୋ: ଯୌବନ ବିତୁଛି ଲୁହା ଶିକୁଳିରେ । ଶିକୁଳିରେ ବନ୍ଧା ପଡିଛି ଯୁବତୀଙ୍କ ଜୀବନ । ୨୫ ବର୍ଷ ହେଲା ମୁକ୍ତ ଅପେକ୍ଷା କରିଛନ୍ତି ମୟୂରଭଂଜ କରଂଜିଆର ଝିଅ ବାସନ୍ତୀ ହୋ । ମାନସିକ ବିକାରଗ୍ରସ୍ତ ଯୋଗୁଁ ବାନ୍ଧି ରଖିଛନ୍ତି ପରିବାର ଲୋକେ । ମନକୁ ମନ କ’ଣ ଗୁଣୁ ଗୁଣୁ ହେବା…