Monthly Archives

August 2018

ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗରେ ନିଇତି ଅଣ୍ଡା ଖାଇବେ ଛାତ୍ରଛାତ୍ରୀ: କେନ୍ଦୁଝରରେ ପୋଷକ ଯୋଜନାର ଶୁଭାରମ୍ଭ କରି…

କନକ ବ୍ୟୁରୋ: ଏଣିକି ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗରେ ନିଇତି ଅଣ୍ଡା ଖାଇବେ ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ବୃଦ୍ଧି ଯୋଗୁଁ କେନ୍ଦୁଝରରେ ପୋଷକ ଯୋଜନା ଆରମ୍ଭ କରାଯାଇଛି । ଆଜି କେନ୍ଦୁଝରରେ ଏହି ଯୋଜନାର ଶୁଭାରମ୍ଭ କରି ପିଲାଙ୍କ ଖାଦ୍ୟ ଖାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।…

କାନ୍ଧରେ ଶିବଲିଙ୍ଗ ଉଠାଇଲେ ଶିବରାଜ ସିଂହ ଚୈାହାନ ! ଭାଇରାଲ ହେଲା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ‘ବାହୁବଳୀ’ ଅବତାର

ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଆସୁଛି । ଏହି ସମୟରେ ଏହି ରାଜ୍ୟଗୁଡିକର ନେତା ବହୁତ ସକ୍ରିୟ ନଜର ଆସୁଛନ୍ତି । ନେତାଙ୍କ ଠାରୁ ବି ଅଧିକ ଲୋକମାନେ ସୋଶିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଜଣେ ଟ୍ୱିଟର ୟୁଜର୍ ନିଜ ଆକାଉଣ୍ଟରେ ଏକ ମଜାକିଆ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ…

ଆଶ୍ଚର୍ଯ୍ୟ ! ହେଲମେଟ୍ ପିନ୍ଧିନଥିବାରୁ ଅଟୋ ରିକ୍ସା ଚାଳକଙ୍କଠାରୁ ଜରିମାନା ଆଦାୟ କଲା ପୁଲିସ

ସଡକ ସୁରକ୍ଷା, ଜୀବନ ରକ୍ଷା ଭଳି ସଚେତନତାମୂଳକ ବାର୍ତ୍ତାକୁ ବାସ୍ତବିକ ରୂପ ଦେବାକୁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ନିୟମକାନୁନ ପ୍ରଣୟନ କରାଯାଇଛି । ଏଥିମଧ୍ୟରୁ ଗୋଟିଏ ହେଲା ହେଲମେଟ ପିନ୍ଧି ଗାଡି ଚଳାଇବା । ଯାହାକୁ ଦେଶର ପ୍ରତିଟି ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।…

ପୁଣି ବର୍ଷାରେ ବେହାଲ୍ ଭୁବନେଶ୍ୱର । ଜାତୀୟ ରାଜପଥ ଉପରେ ଭାସିଲା ସ୍କୁଟି, ବୁଡିଲା କାର

କନକ ବ୍ୟୁରୋ: ଲଘୁଚାପ ବର୍ଷାରେ ପୁଣି ବୁଡିଲା ଭୁବନେଶ୍ୱର । ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ଉପରେ ଲହଡି ଭାଙ୍ଗିଲା ଅଣ୍ଟାଏ ଉଚ୍ଚର ପାଣି । ସବୁଥର ଭଳି ଏଥର ମଧ୍ୟ ଅସରାଏ ବର୍ଷାରେ ବୁଡିଛି ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା । ମୁଖ୍ୟ ରାସ୍ତା ଉପରେ ପୁଣି ଭାସିଛି ଗାଡିମୋଟର । ରାଜଧାନୀର…

ବିମୁଦ୍ରାକରଣ ନେଇ ବଡ଼ ବିତର୍କ । କେତେ ସଫଳ କେତେ ବିଫଳ ?

କନକ ବ୍ୟୁରୋ: ବିମୁଦ୍ରାକରଣ ନେଇ ଆରବିଆଇ ତଥ୍ୟ ଜାରି କରିବା ପରେ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତିି ବିରୋଧୀ ଓ ସରକାର । ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିମୁଦ୍ରାକରଣରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିବା ପରେ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ମଧ୍ୟ ସରଗରମ ହୋଇଉଠିଛି ।…

ମାତ୍ର ୨୦ ଟଙ୍କାରେ ଖୋଲନ୍ତୁ ଖାତା, ମିଳିବ ବ୍ୟାଙ୍କ ଠାରୁ ମଧ୍ୟ ଅଧିକ ସୁଧ । ଜାଣନ୍ତୁ କେଉଁଠି ମିଳିବ ଏହି ସୁବିଧା

ବେଳେବେଳେ ଆମେ ୧୦ ଓ ୨୦ ଟଙ୍କିଆ ମୁଦ୍ରାକୁ ଘରେ ସଂଚୟ କରି ରଖୁ । କିନ୍ତୁ ଏବେ ଆପଣ ଏହି ଖୁଚୁରା ଟଙ୍କା ବଦଳରେ ବ୍ୟାଙ୍କଠାରୁ ବି ଅଧିକ ସୁଧ ଆୟ କରିପାରିବେ । ଭାରତୀୟ ଡାକ ବିଭାଗ ଏମିତି ଏକ ଯୋଜନା ଚଳାଉଛି, ଯାହା ଅଧିନରେ ଆପଣ ମାତ୍ର ୨୦ ଟଙ୍କାରେ ନିଜ ଖାତା ଖୋଲିପାରିବେ । ବଡ କଥା ହେଲା,…