Daily Archives

August 17, 2018

କେରଳରେ ବନ୍ୟା ପରିସ୍ଥିତି ସଂଗୀନ ! ମୃତ୍ୟୁ ସଂଖ୍ୟା ପହଂଚିଲା ୩୨୪ରେ, ଉଦ୍ଧାରକାର୍ଯ୍ୟରେ ସେନାକୁ ସହଯୋଗ ପାଇଁ…

କନକ ବ୍ୟୁରୋ : ବର୍ଷା ଓ ବନ୍ୟାରେ କେରଳର ଦୁର୍ଦ୍ଦଶା ବଢିବାରେ ଚାଲିଛି । ବିଗତ ୯୦ ବର୍ଷରେ ଏପରି ସ୍ଥିତି କେବେ ସୃଷ୍ଟି ହୋଇନଥିଲା । ଏ ପର୍ଯ୍ୟନ୍ତ ବର୍ଷା ଓ ବନ୍ୟାରେ ୩୨୪ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି । ଲକ୍ଷ ଲକ୍ଷ ଟଙ୍କାର ସମ୍ପତି…

ବିଜେଡି ସହ ବାଜପେୟୀଙ୍କ ନିବିଡତାକୁ ନେଇ ଆସିଲା ତଥ୍ୟ : ସାଂସଦ କହିଲେ, ୨୦୦୨ ବିପଦ ସମୟରେ ସଂକଟ ମୋଚକ ସାଜିଥିଲେ…

କନକ ବ୍ୟୁରୋ : ବିଜୁ ବାବୁଙ୍କ ଘନିଷ୍ଠ ଓ ନବୀନଙ୍କୁ ଶ୍ରଦ୍ଧା କରୁଥିବା ବାଜପେୟୀ ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନିଭାଇ ଥିବା ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ଅବର୍ତ୍ତମାନରେ ବିଜେଡି ପ୍ରତି ତାଙ୍କ ଅବଦାନକୁ ମନେ ପକାଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ୨୦୦୨ରେ…

ପିତୃତୁଲ୍ୟ ବାଜପେୟୀଙ୍କ ଅନ୍ତିମଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ପଦଯାତ୍ରା ! ୪ କିଲୋମିଟର ଚାଲି ଚାଲି ଗଲେ ମୋଦି,…

କନକ ବ୍ୟୁରୋ : ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ପାଦରେ ଚାଲି ଚାଲି ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବହୁ ତୁଙ୍ଗ ନେତା । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ଏବଂ ଅମିତ ସାହା ଏହି ବିରାଟ ଶୋଭାଯାତ୍ରାରେ ସ୍ମୃତି ସ୍ଥଳ…

ଅନନ୍ତରେ ଲୀନ ହେଲେ ଅଟଳ ! ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ବାଜପେୟୀଙ୍କ ଅନ୍ତିମ ସଂସ୍କାର, ପାଳିତା ଝିଅ ନମିତା…

କନକ ବ୍ୟୁରୋ : ଅନନ୍ତରେ ଲୀନ ହେଲେ କୋଟି କୋଟି ଭାରତୀୟଙ୍କ ପ୍ରିୟ ନେତା ଅଟଳ । ପଂଚଭୂତରେ ବିଲୀନ ହୋଇଯାଇଛି ଚଳିତ ଶତାବ୍ଦୀର ମହାନାୟକଙ୍କ ମରଶରୀର । ଏହା ସହ ଶେଷ ହୋଇଛି ଭାରତୀୟ ରାଜନୀତିରେ ଅଟଳଙ୍କ ଯୁଗର ଅବସାନ । ଆଜି ସାରା ଦୁନିଆ ଦେଖିଥିଲା ଜଣେ ରାଷ୍ଟ୍ରନେତାଙ୍କ ପ୍ରତି ଥିବା କୋଟି…

ଯେଉଁ କାମ କରିପାରିଲେ ନାହିଁ ପୋଲିସ, ଯବାନ ଏବଂ ଏନଡିଆରଏଫ ଟିମ୍, ତାହା କରିଦେଖାଇଲେ ୫ ଜଣ ଯୁବକ ! ରସି ସାହାଯ୍ୟରେ…

ଶିବପୁରୀର ପାଞ୍ଚଜଣ ଯୁବକ ଏପରି କିଛି କାମ କରି ଦେଖାଇଛନ୍ତି ଯାହା ପୋଲିସ କିମ୍ବା ସେନାର ଯବାନମାନେ ମଧ୍ୟ କରିବା ପାଇଁ ସାହସ ଯୁଟାଇ ପାରିନାହାଁନ୍ତି । ସୁଲତାନ ଗଡ ଝରଣାରେ ଅଚାନକ ଜଳସ୍ଥର ବଢିଯିବାରୁ ସେଠାକୁ ବଣଭୋଜି କରିବାକୁ ଆସିଥିବା ପ୍ରାୟ ୫୫ ଜଣ ଲୋକ ସେଠାରେ ଫସିଯାଇଥିଲେ । କିନ୍ତୁ…

ଫଟୋରେ ଫଟୋରେ ବାଜପେୟୀଙ୍କ ଅନ୍ତିମ ଯାତ୍ରା ।

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସ୍ମୃତିସ୍ଥଳରେ ଜଳିଲା ଅଜାତଶତ୍ରୁ ଅଟଳଙ୍କ ଚିତା । ଲୁହରେ ଭିଜିଲା ପୂରା ଦେଶ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବାଜପେୟୀଙ୍କୁ ଦିଆଯାଇଛି ଶେଷ ସମ୍ମାନ । ପାଳିତ ଝିଅ ନମିତା ଭଟ୍ଟାଚାର୍ଯ୍ୟ ବାଜପେୟୀଙ୍କୁ…