Daily Archives

August 17, 2018

ମୋବାଇଲ୍ ପାଉନାହାନ୍ତି କି ? ଖୋଜିବାରେ ସାହାଯ୍ୟ କରିବ ଗୁଗୁଲ ମ୍ୟାପ୍ . . . .

ବେଳେବେଳେ ଆପଣ ପକେଟରେ ହାତ ମାରିଲା ବେଳକୁ ମୋବାଇଲ ନଥାଏ । ଆଉ ଆପଣ ଚିନ୍ତିତ ହୋଇଯାଆନ୍ତି । ତେବେ ଏପରି କିଛି ଘଟଣା ଘଟିଲେ ଚିନ୍ତା କରନ୍ତୁ ନାହିଁ । ଗୁଗୁଲ ମ୍ୟାପ୍ ସାହାଯ୍ୟର ଆପଣ ଖୋଜିପାରିବେ ମିଳୁନଥିବା ମୋବାଇଲ୍ । ଏହାସହ ଗୁଗୁଲ ମ୍ୟାପ୍ ସାହାଯ୍ୟରେ ରିଙ୍ଗଟୋନ ବଜାଇବା ସହ ଡାଟା…

ନମିତା ବନିଲେ ରୋଲ ମଡେଲ ! ଜଳିଲା ଅଜାତଶତ୍ରୁ ଅଟଳଙ୍କ ଚିତା, ଲୁହରେ ଭିଜିଲା ସାରା ଦେଶ ।

କନକ ବ୍ୟୁରୋ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ । ସ୍ମୃତିସ୍ଥଳରେ ବାଜପେୟୀଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ବାଜପେୟୀଙ୍କ ପାଳିତ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ଶୋକାକୁଳ…

ଲୁହରେ ଭିଜିଲା ସାରା ଦେଶ ! ପଞ୍ଚଭୂତରେ ଲୀନ ହେଲେ ଅଟଳ, ରାଜକୀୟ ସମ୍ମାନ ସହ ଶେଷ ହେଲା ଅନ୍ତିମ ସଂସ୍କାର ।

ରାଜକୀୟ ସମ୍ମାନ ସହ ଶେଷ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଅନ୍ତିମ ସଂସ୍କାର । ପଞ୍ଚଭୂତରେ ଲୀନ ହେଲେ ବାଜପେୟୀ । ଲୁହରେ ଭିଜିଲା ସାରା ଦେଶ । ଜଳିଲା ଅଜାତଶତ୍ରୁ ଅଟଳଙ୍କ ଚିତା । ସ୍ମୃତିସ୍ଥଳରେ ଶେଷ ହୋଇଛି ଅଟଳ ବିହାରୀ ବାଜପେୟୀଙ୍କର ଶେଷକୃତ୍ୟ ।…

କେରଳରେ ବନ୍ୟା : ମୃତ୍ୟୁ ସଂଖ୍ୟା ୧୬୭କୁ ବୃଦ୍ଧି ! ୧୩ ଜିଲ୍ଲାକୁ ଦିଆଗଲା ରେଡ୍ ଆଲର୍ଟ ।

କେରଳରେ ବର୍ଷା ଥମିବାର ନାଁ ନେଉନାହିଁ । ଭାରି ବର୍ଷା କାରଣରୁ ଅନେକ ଧନଜୀବନ ନଷ୍ଟ ହେଉଛି । ରାସ୍ତା, ପୋଲ, ଏୟାରପୋର୍ଟ ସବୁ କିଛି ବର୍ଷା ପାଣିରେ ବୁଡି ରହିଛି । ଆଗକୁ ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପୂନର୍ବାର ୧୩ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି । ଏର୍ନାକୁଲମକୁ…

ଅଟଳଙ୍କ କାଳଜୟୀ ଭାଷଣ ନେହରୁଙ୍କୁ ମଧ୍ୟ କରିଥିଲା ସ୍ତବ୍ଧ ! କହିଥିଲେ, ଏହି ଯୁବକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ

କନକ ବ୍ୟୁରୋ : ଆମ ଗହଣରେ ଆଉ ନାହାନ୍ତି ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ୯୩ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଗତ କାଲି ସଂଧ୍ୟା ୫ ଟା ୫ ମିନିଟରେ ଭାରତର ଏହି ମହାନ ନେତାଙ୍କ ପରଲୋକ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନ୍ତିମ ଯାତ୍ରାରେ ଅଟଳ…

କାରଗିଲରୁ କାନ୍ଦାହାର ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀଙ୍କୁ ଅଡୁଆରେ ପକାଇଥିଲା ଏହି ୫ଟି ନିଷ୍ପତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଜର ରାଜନୈତିକ କ୍ୟାରିୟର ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି । ବିଜେପିକୁ ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି ବାଜପେୟୀ । ତେବେ ପ୍ରଧାନମନ୍ତ୍ରୀ ହେବା ପରେ ବାଜପେୟୀ ୫ଟି ଏଭଳି ନିଷ୍ପତି ନେଇଥିଲେ ଯାହାକୁ ନେଇ ଆଜି ପର୍ଯ୍ୟନ୍ତ…