Daily Archives

August 9, 2018

ପାଞ୍ଚ ଜଣ ବନ୍ଧୁ ମିଶି ତିଆରି କଲେ ରୋଟି ବ୍ୟାଙ୍କ୍ ! ପ୍ରତିଦିନ ଭରୁଛନ୍ତି ଶହ ଶହ ଗରିବଙ୍କ ପେଟ

ଭାରତ ଏକ ବିକାଶଶୀଳ ଦେଶ । ଏବେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ୁଛି ବୋଲି ସରକାର କହୁଛନ୍ତି । ତଥାପି ଆଜିବି ଆମ ଦେଶରେ ଭୋକରେ ଲୋକଙ୍କ ମୃତ୍ୟୁ ହେଉଛି । ଦ୍ରାରିଦ୍ର୍ୟ ସୀମାରେଖା ତଳେ ଏବେ ବି ଅନେକ ଲୋକ । ତେବେ ଗରିବ ଓ ଦୁସ୍ଥ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଅନେକ ଯୋଜନା…

ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ ! ଜାଣନ୍ତୁ ଉପସଭାପତି ନିର୍ବାଚନରେ ବିଜୟୀ…

ରାଜ୍ୟସଭା ଉପସଭାପତି ନିର୍ବାଚନରେ ହରିବଂଶ ସିଂଙ୍କ ବିଜୟ ହୋଇସାରିଛି । ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ପକ୍ଷରେ ରାଜ୍ୟସଭାରେ ୧୨୫ ସଦସ୍ୟ ଭୋଟ୍ ଦେଇଥିଲେ । କିଛି ଲୋକ ଏ ପର୍ଯ୍ୟନ୍ତ ହରିବଂଶଙ୍କ ବିଷୟରେ ବିଶେଷ କିଛି ଜାଣିନାହାନ୍ତି । ତେବେ ଆସନ୍ତୁ ଆଜି ଜାଣିବା ହରିବଂଶ ସିଂଙ୍କ ବିଷୟରେ କିଛି…

ଆଜି ପୁସ୍ତକ ପ୍ରେମୀ ଦିବସ ! ଇଣ୍ଟରନେଟ୍ ଦୁନିଆରେ ମଧ୍ୟ ଆଦର ହରାଇନାହିଁ ପୁସ୍ତକ, ବହିକୁ ନେଇ ଏବେବି ରହିଛି ଅନେକ…

ଆଜି ପୁସ୍ତକ ପ୍ରେମୀ ଦିବସ । ଏବର ଏହି ଇଣ୍ଟରନେଟ ଦୁନିଆରେ ମଧ୍ୟ ଆଦର ହରାଇନାହିଁ ପୁସ୍ତକ । ଏହାର ଲୋକପ୍ରିୟତା – ଗ୍ରହଣୀୟତା ଅତୁଟ ରହିଛି । ଲୋକମାନେ ଅନେକ ପ୍ରକାର ବହି ପଡିବାକୁ ଭଲ ପାଇଥାନ୍ତି । କାହାକୁ ଜୀବନୀ ଭଲ ଲାଗେ ତ ଆଉ କାହାକୁ ଉପନ୍ୟାସ । କିଏ କ୍ଷୁଦ୍ର ଗଳ୍ପ ପଢିବାକୁ ଭଲ ପାଏ…

ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ : ଜନଜାତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଆଦିବାସୀ ଦିବସରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନଜାତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କ୍ରାନ୍ତି ଦିବସରେ ସହିଦ ବିର୍ଶା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଗର୍ବିତ ବୋଲି…

ମାତ୍ର ୫୦୦ ଟଙ୍କାରେ ପ୍ରଥମ ଚାକିରି କରିଥିଲେ ହରିବଂଶ ନାରାୟଣ ସିଂହ : ଜାଣନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ପର୍ଯ୍ୟନ୍ତ…

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଶାସକ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ହୋଇଥିବା ଏହି ଶକ୍ତି ପରୀକ୍ଷାରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ, କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ୨୦ଟି ଭୋଟ୍ ବ୍ୟବଧାନରେ ପରାସ୍ତ କରି…

କଳଙ୍କ ପରେ ଆଉ ଏକ ଫିଲ୍ମ ଆଣୁଛନ୍ତି କରନ ଜୋହର ! ସୋସିଆଲ ମିଡିଆରେ ସେୟାର କଲେ ଫିଲ୍ମର ନାମ ।

ବଲିଉଡର ସବୁଠାରୁ ଜଣାଶୁଣା ନିର୍ଦ୍ଦେଶକ କରନ ଜୋହାର ଦର୍ଶକମାନଙ୍କୁ ଭେଟି ଦେଉଛନ୍ତି ଆଉ ଏକ ପିରିଅଡ ଡ୍ରାମା ଫିଲ୍ମ । ଯାହାର ନାଁ ରହିଛି ତଖତ୍ । ସେ ନିଜେ ଏହି ଫିଲ୍ମ ବିଷୟରେ ସୋସିଆଲ ମିଡିଆରେ ଟ୍ୱିଟ କରି କହିଛନ୍ତି । ସୋସିଆଲ ମିଡିଆରେ କରନ ଫିଲ୍ମରେ ଆକ୍ଟିଙ୍ଗ କରୁଥିବା ପ୍ରମୁଖ…