Daily Archives

August 9, 2018

ଆମାଜନ୍ ଫ୍ରିଡ଼ମ୍ ସେଲ୍ ଆରମ୍ଭ : ଅଧା ଦାମରେ ଉପଲବ୍ଧ ଟିଭି ଓ ମୋବାଇଲ

ଆମାଜନ ଆଜିଠାରୁ ଫ୍ରିଡ଼ମ୍ ସେଲର ଆରମ୍ଭ କରିଦେଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେଲରେ କିଛି ମୋବାଇଲ ଓ ଟିଭି ଅଧା ଦାମରେ ମଧ୍ୟ ବିକ୍ରି ହେଉଥିବା ସୂଚନା ମିଳିଛି । ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସେଲ୍ । ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ…

ବାରମ୍ବାର ସ୍ମାର୍ଟପୋନ୍ ହ୍ୟାଙ୍ଗ୍ ହେବାରେ ଚିନ୍ତିତ ଅଛନ୍ତି କି ? ଏହି ସମସ୍ୟାରୁ କିଭଳି ପାଇବେ ମୁକ୍ତି ଜାଣିବା ପାଇଁ…

ଏବେ ସ୍ମାର୍ଟଫୋନର ଯୁଗ । ଚାରିଆଡେ ସ୍ମାର୍ଟଫୋନର ମାନିଆ । ହେଲେ ଅସଲ କଥା ହେଲା ତାହା ଯେମିତିକା ବି ସ୍ମାର୍ଟଫୋନ ହୋଇଥାଉ , ସ୍ଲୋ ହେବା ବା ବାରମ୍ବାର ହ୍ୟାଙ୍ଗ ହେବାର ସମସ୍ୟା କିନ୍ତୁ ଲାଗିରହିଥାଏ । ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ । ୧ – ଇଣ୍ଟରନାଲ୍ ମେମୋରୀରୁ…

ଗୁଜବ ଖବର ପ୍ରଚାରକୁ ବନ୍ଦ କରିବା ପାଇଁ ହ୍ୱାଟ୍ସଆପରେ ଲାଗିଲା ଅଙ୍କୁଶ : ଏଣିକି ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ପଠାଇ…

ହ୍ୱାଟ୍ସଆପ ଜରିଆରେ ବିଭିନ୍ନ ଗୁଜବ ଖବର ପ୍ରଚାର ହେବା ପରେ କମ୍ପାନୀ ପକ୍ଷରୁ ଏ ନେଇ ଏକ ସମାଧାନ ବାଟ ବାହାର କରାଯାଇଛି। ଏହି ନୂଆ ପରିକଳ୍ପନା ଜରିଆରେ ହ୍ୱାଟ୍ସଆପ ଗ୍ରାହକମାନଙ୍କର ବିଶ୍ୱସନୀୟତାକୁ ବଜାୟ ରଖିବାର ପ୍ରୟାସ କରିଛି କମ୍ପାନୀ । ଏଣିକି ବ୍ୟବହାରକାରୀ ଏକକାଳୀନ ହ୍ୱାଟ୍ସଆପରେ ୫ରୁ…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ : ୟୁପିଏ ପ୍ରାର୍ଥୀ ବିକେ…

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚନ ଜିତିଲେ ଏନଡ଼ିଏ ପ୍ରାର୍ଥୀ ହରିବଂଶ ସିଂ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଜିତିଲେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ । ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ହରାଇଛନ୍ତି ହରିବଂଶ । ହରିବଂଶଙ୍କୁ ୧୨୫ଟି ଭୋଟ ମିଳିଥିବା ବେଳେ…

ମାଲକାନଗିରି ସୀମାନ୍ତରେ ମାତିଲେ ମାଓବାଦୀ : ଦାନ୍ତେୱାଡାରେ ଉଡାଇଲେ ରେଳ ଧାରଣା, ଜାଳିଦେଲେ ୨ଟି ଟ୍ରକ ଓ ବସ୍

କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାତିଛନ୍ତି ମାଓବାଦୀ । ଛତିଶଗଡ ଦାନ୍ତେୱାଡାରେ ରେଳଧାରଣା ଉଡାଇ ଦେଇଛନ୍ତି ମାଓବାଦୀ । ଫଳରେ ପାସେଂଜର ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ମାଓବାଦୀମାନେ ରେଳଧାରଣା ଉଡାଇଥିବା ବେଳେ…

ଦିଲ୍ଲୀରେ ଖୋଲାହେବ ଓଡିଆ ଭାଷା ଏକାଡେମୀ ! ଓଡିଆ ଭାଷାର ପ୍ରଚାର ପ୍ରସାର ସହ କଳା ସଂସ୍କୃତିର ହେବ ବିକାଶ ।

ଖୁବଶୀଘ୍ର ରାଜଧାନୀ ଦିଲ୍ଲୀରେ ଖୋଲିବ ଓଡ଼ିଆ ଭାଷା ଏକାଡେମୀ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଆ ସମେତ ମାଲାୟଲମ୍, ଗୁଜରାଟୀ, ବଂଗାଳୀ, କଶ୍ମିରୀ, ତେଲୁଗୁ, କନ୍ନଡ଼, ହରିୟାଣୀ, ଗଡ଼ୱାଲି,…