Daily Archives

August 8, 2018

ଫେସବୁକରେ ପୋଷ୍ଟ କଲେ ‘ଅନ ଦ ୱେ ଟୁ ଉଜ୍ଜେନ୍’ ! ଫେରିଲା ବେଳକୁ ଘରେ ବୁଲି ସାରିଥିଲା କଳାକନା

ଆଜିକାଲି ଲୋକମାନେ ସୋସିଆଲ ମିଡ଼ିଆ ପ୍ରତି ଏତେ ଆସକ୍ତ ଯେ, ଦିନଚର୍ଯ୍ୟା ଠାରୁ ଆରମ୍ଭ କରି ନିଜ ସମସ୍ତ ବ୍ୟକ୍ତିଗତ ତଥ୍ୟ ହ୍ୱାଟସଆପ, ଟ୍ୱିଟର, ଫେସବୁକ, ଇନଷ୍ଟା ଆଦିରେ ପୋଷ୍ଟ କରିଦେଉଛନ୍ତି । କେଉଁଠିକୁ ଯାଉଛନ୍ତି ଆଉ କେବେ ଫେରିବେ ଆଦି ସସମସ୍ତ ତଥ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ ହେଉଛି । କିଏ…

ସମୁଦ୍ରପଥରେ ବାହ୍ୟଶତ୍ରୁଙ୍କ ଆକ୍ରମଣ ଏବଂ ଅନୁପ୍ରବେଶ ରୋକିବା ପାଇଁ ପ୍ରତିଷ୍ଠିତ ହୋଇଛି ସାମୁଦ୍ରିକ ଥାନା : ସୁରକ୍ଷା…

କନକ ବ୍ୟୁରୋ : ସମୁଦ୍ରପଥରେ ବାହ୍ୟଶତ୍ରୁଙ୍କ ଆକ୍ରମଣ ଏବଂ ଅନୁପ୍ରବେଶ ରୋକିବା ପାଇଁ ପ୍ରତିଷ୍ଠା ହୋଇଛି ସାମୂଦ୍ରିକ ଥାନା । ହେଲେ ବାହ୍ୟଶତ୍ରୁଙ୍କ ଉପରେ ନଜର ରଖିବ କଣ ନିଜେ ଅସୁରକ୍ଷିତ ସାମୁଦ୍ରିକ ଥାନା । ଭିତ୍ତିଭୂମି ଅଭାବ ସାଙ୍ଗକୁ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ସୁରକ୍ଷା ଦେବାକୁ…

ଘର ଭିତରୁ ମିଳିଲା ଅଜଗର ! କ୍ୟାମ୍ପସରୁ ମିଳିଲା ନାଗ, ବଢୁଛି ସାପ ଆତଙ୍କ ।

ଦିନକୁ ଦିନ ବଢୁଛି ସାପର ଆତଙ୍କ । ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଗତକାଲି ଏକ ନାଗ ସାପ ଉଦ୍ଧାର କରାଯାଇଥିଲା । ସାମ୍ବାଦିକତା ଏବଂ ଗଣମାଧ୍ୟମ ବିଭାଗର ଲାଇବ୍ରେରୀ ଭିତରେ ସାପଟି ଆଲମାରି ତଳେ ପଶି ରହିଥିଲା । ସାପକୁ ଦେଖିବା ପରେ ଆତଙ୍କିତ ହୋଇଯାଇଥିଲେ ଉପସ୍ଥିତ ଥିବା…

ଏଣିକି ବ୍ୟାଙ୍କ ଦେବ ଫାଇନ ! ଏଟିଏମରୁ ଟଙ୍କା ନବାହାରିଲେ ବ୍ୟାଙ୍କ ଦେବ ଦିନକୁ ଶହେ ଟଙ୍କା ।

ଆଜି କାଲି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଲୋକମାନଙ୍କ ପାଇଁ ଜରୁରୀ ହୋଇପଡିଲାଣି । କାରଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ସେହିଭଳି ବ୍ୟାଙ୍କରେ ଖାତା ଖୋଲିବା ପରେ ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାର ଚାର୍ଜେସ ମଧ୍ୟ ଦେବାକୁ ପଡିଥାଏ । କିନ୍ତୁ କଣ ଆପଣଙ୍କୁ…

ବର୍ଷାରେ ହେଲେ କାହିଁକି ଭାସେ ମାଲକାନଗିରି ରାସ୍ତା : ପୋଲ କାମ ଅଧାରେ ପଡିଥିବାରୁ କୋରୁକୋଣ୍ଡା, ଏମଭି ୧୧ ଭଳି ରାସ୍ତା…

କନକ ବ୍ୟୁରୋ : କେଇ ଘଣ୍ଟାର ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ମାଲକାନଗିରି ଜିଲ୍ଲା । ଜୟପୁର ଠାରୁ ମୋଟୁ ଜାତୀୟ ରାଜପଥ ହେଉ ବା ମାଲକାନଗିରି-ବାଲିମେଳା କିମ୍ବା କାଲିମେଳା–ପୋଡିଆ ମୁଖ୍ୟ ରାସ୍ତା । ସବୁଠି ପୋଲ ଉପରେ ଚାଲେ ଅଂଟାଏ ଅଂଟ।।ଏ ପାଣି । ଏହି ସମସ୍ୟାର ସମାଧାନ ପାଇଁ…

ଆପଣଙ୍କ ପିଏଫ ଖାତାରେ କେତେ ଟଙ୍କା ଅଛି ଜାଣିବାକୁ ଚାହୁଁଛନ୍ତି କି ? ଏହି ନମ୍ବରରେ ମେସେଜ କିମ୍ବା ମିସ କଲ୍ କରନ୍ତୁ ।

ପିଏଫ ଟଙ୍କା ରୋଜଗାରର ଏକ ବଡ ଅଂଶ ଅଟେ । ଭବିଷ୍ୟନିଧି ଖାତାରେ ଚାକିରି କରିଥିବା ଲୋକମାନଙ୍କର ଦରମାରୁ ପ୍ରତିମାସ କିଛି ଅଂଶ କଟାଯାଇ ରଖାଯାଇଥାଏ । କିନ୍ତୁ ପିଏଫ ଟଙ୍କାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ । ଯେପରିକି ମାସିକ କେତେ ଟଙ୍କା ଆପଣଙ୍କ ପିଏଫ ଆକାଉଣ୍ଟରେ ଜମା…