Daily Archives

August 8, 2018

ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ : ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ହବିବୁର ରେହେମାନକୁ ଜେରା କରିବ…

କନକ ବ୍ୟୁରୋ: ଖୋଲିବ ହବିବୁର ରେହେମାନର ଆତଙ୍କବାଦୀ ଲିଙ୍କ । କେନ୍ଦ୍ରାପଡାର ହବିବୁର ରେହେମାନ ଆତଙ୍କବାଦୀ ଲିଙ୍କ୍ ନେଇ ଖୋଳତାଡ କରିବ ଏସଟିଏଫ । ଖୁବଶୀଘ୍ର ହବିବୁରକୁ ଜେରା କରିବା ପାଇଁ ଦିଲ୍ଲୀ ଯିବ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚ ଡିଆଜି ହିମାଂଶୁ ଲାଲଙ୍କ…

ଭୋଟ ଆସିଲେ ଗୋଡ ଧରୁଛି ବିଜେପି ; ସୂର୍ଯ୍ୟ ପାତ୍ର

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କଣ ରହିବ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ମନ୍ତ୍ରୀଙ୍କ କହିବା ଅନୁସାରେ, ଉଭୟ କଂଗ୍ରେସ ଓ ବିଜେପି ଠାରୁ ବିଜେଡି ସମଦୂରତ୍ୱ ଅବଲମ୍ବନ କରୁଛି…

କୋରାପୁଟ ରାଜନୀତିରେ ଡାକ୍ତରଖାନା ତାତି : କଂଗ୍ରେସର ବିଧାୟକ କୃଷ୍ଣ ସଗରିଆ ଓ ତାରା ବାହିନୀପତିଙ୍କ ମଧ୍ୟରେ ବଳ କଷାକଷି

କନକ ବ୍ୟୁରୋ : କୋରାପୁଟରେ ସ୍ୱାସ୍ଥ୍ୟ ସେବାକୁ ନେଇ ବଢ଼ିଲା ରାଜନୀତି । କଂଗ୍ରେସ ଦଳର ୨ ନେତାଙ୍କ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଧାରଣା ଦେଇଛି ବିଜେଡ଼ି । ଏଭଳି ସ୍ଥିତିରେ ହରଡ଼ ଘଣାରେ ପଡିଛି ଜିଲ୍ଳା ପ୍ରଶାସନ । ଝିପି ଝିପି ବର୍ଷାରେ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି କୋରାପୁଟ…

ରାଜ୍ୟବାସୀଙ୍କ ପାଇଁ ଖୁସିଖବର : ଉପାନ୍ତ ହେଉକି ଉପକୂଳ, ସ୍ମାର୍ଟଫୋନ ସାହାଯ୍ୟରେ ହୋଇପାରିବ ମାନସିକ ରୋଗୀଙ୍କ…

କନକ ବ୍ୟୁରୋ : ରାଜ୍ୟରେ ଏବେ ସ୍ମାର୍ଟଫୋନ ଜରିଆରେ ହୋଇପାରିବ ମାନସିକ ରୋଗୀଙ୍କ ଚିକିତ୍ସା । ରାଜ୍ୟର ଯେକୌଣସି ସ୍ଥାନ, ଉପାନ୍ତ ହେଉକି ଉପକୂଳ ଅତି ସହଜରେ ମାନସିକ ରୋଗୀ ଚିକିତ୍ସିତ ହୋଇପାରିବେ ।  ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବାକୁ ଯାଉଛନ୍ତି ରାଜ୍ୟସରକାର। ଯାହାକି ରାଜ୍ୟରେ…

ଘରେ ଖାଇବା ପ୍ଲେଟ୍ ରେ ଥୁଆ ହୋଇଥିଲା ଡ୍ରଗ୍ସ, ଜଳଖିଆ ଭାବି ଅଧିକ ମାତ୍ରାରେ ଖାଇଦେଲା ପୁଅ । ତା’ ପରେ ଯାହା ହେଲା…

ଆମେରିକାର ଇଣ୍ଡିଆନାରେ ଜଣେ ୮ ବର୍ଷର ବାଳକ ଅତ୍ୟଧିକ ମାତ୍ରାରେ ନିଶା ସେବନ କରିବା ଦ୍ୱାରା ମୃତ୍ୟୁ ହୋଇଯାଇଛି । ପୁଲିସ ମୁତାବକ, ବାଳକଟି ଜଳଖିଆ ଭାବି ଅଧିକ ମାତ୍ରାରେ ୧୮୦ ଗୁଣ ଅଧିକ ନିଶା ମେଥ(ଏକ ପ୍ରକାରର ନିଶା ପଦାର୍ଥ) ଖାଇ ନେଇଥିଲା । ଏହି ମାମଲାରେ ପୁଲିସ ପିଲାର ବାପାଙ୍କୁ ଗିରଫ…

ଏସବିଆଇ ନାଁରେ ଲୋକମାନଙ୍କ ପାଖକୁ ଆସୁଛି ଫ୍ରଡ ମେସେଜ ! ଗୋଟିଏ ଏସଏମଏସ ପାଇଁ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ…

ଦେଶରେ ଅନଲାଇନ୍ କାରବାର ଦିନକୁ ଦିନ ବଢିଚାଲିଛି । ଏହା ସହ ଦେଶରେ ଆର୍ଥିକ ଠକେଇ ମଧ୍ୟ ବଢୁଛି । ଏହି ଠକେଇକୁ ନଜରରେ ରଖି ମଙ୍ଗଳବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି । ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ( ଏସବିଆଇ ) ଏହି…