Daily Archives

August 1, 2018

ଚୀନ ଓ ପାକିସ୍ତାନ ହୁସିଆର ! ଭାରତୀୟ ବାୟୁସେନା କିଣିବ ୧୧୦ଟି ଲଢୁଆ ବିମାନ

ଭାରତୀୟ ବାୟୁସେନା ଆସନ୍ତା ୨୦୧୯ ମଧ୍ୟଭାଗରେ ୧୧୦ଟି ଲଢ଼ୁଆ ବିମାନ ବିଦେଶରୁ କିଣିବା ପାଇଁ ଯୋଜନା କରୁଥିବା ଜାଣିବାକୁ ମିଳିଛି। ଏହି ଉଦ୍ଦେଶ୍ୟରେ ଲଢ଼ୁଆ ଯୁଦ୍ଧ ବିମାନ ନିର୍ମାଣ କରୁଥିବା ଯେଉଁ ୬ଟି ବିଦେଶୀ କମ୍ପାନି ଭାରତୀୟ ବାୟୁସେନାକୁ ସେମାନଙ୍କର ଲଢ଼ୁଆ ବିମାନ ବିକ୍ରୟ କରିବା ପାଇଁ ଆଗ୍ରହ…

ସୁଧୁରୁନି ଗାଁର ଅବସ୍ଥା ! ଆଜିବି କେଉଁଠି ପାଣି ପାଇଁ ସଂଘର୍ଷ ଚାଲିଛି ତ ଆଉ କେଉଁଠି ଗାଁକୁ ରାସ୍ତା ନାହିଁ ।

କନକ ବ୍ୟୁରୋ : ସୁଧୁରୁନି ଗାଁର ଅବସ୍ଥା । ଏବେ ବି ମୌଳିକ ସୁବିଧାରୁ ବଂଚିତ ଅନେକ ଗାଁ । କେଉଁଠି ପିିଇବା ପାଣି ମୁନ୍ଦେ ପାଇଁ ସଂଘର୍ଷ ଚାଲିଛି ତ ଆଉ କେଉଁଠି ଗାଁ ଅଛି ହେଲେ ଗାଁକୁ ସରକାରୀ ରାସ୍ତା ନାହିଁ । ଘରୋଇ ଜାଗାରେ ଅତି ଦୟନୀୟ ଅବସ୍ଥାରେ ଚାଲୁଛନ୍ତି ଗ୍ରାମବାସୀ । କେବଳ…

ରାଜନୀତିର ଛକାପଞ୍ଝାରେ ଫଶିଛି ତାଳଚେର ଏଫସିଆଇ ସାର କାରଖାନା! ୨୦୦୨ରୁ ବନ୍ଦ ପଡିଥିବା କାରଖାନାକୁ ପୁନରୁଦ୍ଧାର…

କନକ ବ୍ୟୁରୋ : ରାଜନୈତିକ ଛକା ପଞ୍ଝାରେ ଫସି ଯାଇଛି ତାଳଚେର ଏଫସିଆଇ ସାର କାରଖାନା । ୨୦୦୨ ଏନଡିଏ ସରକାର ସମୟରୁ ବନ୍ଦ ପଡିଥିବା କାରଖାନାର ପୁନରୁଦ୍ଧାରକୁ ନେଇ ଜୋର ଧରିଛି ରାଜନୀତି । ବନ୍ଦ କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ପୁଣି ଯୋଜନା କରୁଛି ଏନଡିଏ ସରକାର । ପୂର୍ବରୁ କାରଖାନା…

ଭାଗ ଭାଗ ହୋଇଯାଇଛି ଅଙ୍ଗନୱାଡି କେନ୍ଦ୍ର ! ପୁଷ୍ଟିକର ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି ଶିଶୁ ଓ ଗର୍ଭବତୀ ।

କନକ ବ୍ୟୁରୋ : ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ତାଲିକାରେ ପରିବର୍ତନ କରିଛନ୍ତି ସରକାର । ଏହା ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଳେ ବାଲେଶ୍ୱରରେ ସଂଘ ବିବାଦ ଯୋଗୁଁ କେତେକ ଅଙ୍ଗନୱାଡି କେନ୍ଦ୍ରରେ ଏଥିରୁ ବଂଚିତ ହେଉଛନ୍ତି ସେହି ଅଂଚଳର ଶିଶୁ ଓ…

ସ୍କୁଲରେ ଖାଅ, ବାହାରେ ହାତ ଧୁଅ । ଛାତ୍ରଛାତ୍ରୀଙ୍କ ଖୁଲମଖୁଲା ବାହାରକୁ ଛାଡି ଦେଉଛନ୍ତି ସ୍କୁଲ କର୍ତୁପକ୍ଷ, ଭଦ୍ରକ…

କନକ ବ୍ୟୁରୋ : ତଥାପି ଚେତି ନାହାଁନ୍ତି ବାଙ୍କୀ ବ୍ଲକର ବିଭିନ୍ନ ସ୍କୁଲ କର୍ତୁପକ୍ଷ । ସ୍କୁଲ ସମୟରେ ପରିସର ବାହାରକୁ ଛାତ୍ରଛାତ୍ରୀଙ୍କୁ ଛାଡିଦେଉଛନ୍ତି । ଏପରିକି ମଧ୍ୟାହ୍ନ ଭୋଜନ ଖାଇବା ପରେ ଧୋଇ ହେବା ପାଇଁ ରାସ୍ତାରେ ଧାଡି ବାନ୍ଧି ଚାଲିଛନ୍ତି କୁନି କୁନି ପିଲା । ଯାହାକୁ ନେଇ ଉଠିଛି…

ଧସିଲା ୧୩ ହଜାର କୋଟିର ଏକ୍ସପ୍ରେସ ୱେ, ଖାଲ ମଧ୍ୟରେ ଖସିପଡିଲା ଗାଡି ।

ଦେଶର ସୁବଠୁ ଲମ୍ବା ଏକ୍ସପ୍ରେସ ୱେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ଅଚାନକ ଧସିଯାଇଛି । ଯାହାଦ୍ୱାରା ଏକ ଗାଡି ଧସିଥିବା ଖାଲ ମଧ୍ୟରେ ଖସି ପଡିଛି । ବାଜିଦପୁରର ପୁଲିଆ ଅଞ୍ଚଳ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ଚାରି ଜଣ ଲୋକ ଆହତ ହୋଇଛନ୍ତି । ଏହି ଏକ୍ସପ୍ରେସ ୱେ ପୂର୍ବରୁ ଅନେକ ଥର…