Daily Archives

June 24, 2018

ବିଜେପିରୁ ସମୂହ ଇସ୍ତଫା ଦେଲେ ସଂଖ୍ୟାଲଘୁ ସେଲର ସଦସ୍ୟ ! କହିଲେ, କେବଳ ରାଲି ଓ ସଭାକୁ ଟୋପି ପିନ୍ଧି ଆସିବାକୁ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଘର ସଜାଡୁଥିବା ବେଳେ ସଂଖ୍ୟାଲଘୁ ସେଲ୍ ପକ୍ଷରୁ ଏକ ବଡ ଝଟକା ମିଳିଛି । ଜିଲ୍ଲାରୁ ରାଜ୍ୟସ୍ତର ଯାଏଁ ସଂଖ୍ୟାଲଘୁ ସେଲର କୌଣସିି ନେତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ଆଜି ସଂଖ୍ୟାଲଘୁ ସେଲର ସଦସ୍ୟମାନେ ସମୂହ ଇସ୍ତଫା…

ଆଧୁନିକ ଯୁଗର ବିଶ୍ୱକର୍ମା ଦୈତାରୀ ନାୟକଙ୍କୁ ଭେଟିଲେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ! ସାହାଯ୍ୟ ପାଇଁ ଦେଲେ…

କନକ ବ୍ୟୁରୋ : ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାଉଂଟେନ ମ୍ୟାନ ଦୈତାରୀ ନାଏକଙ୍କ ଗାଁ ତଳ ବୈତରଣୀକୁ ଗସ୍ତ କରିଛନ୍ତି । ସେଠାରେ ଦୈତାରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ପାହାଡ କାଟି ଦୈତାରୀ ତିଆରି କରିଥିବା ନାଳ ଏବଂ ଚାଷ ଜମି ବୁଲି ଦେଖିଥିଲେ ନିରଞ୍ଜନ । ଏଥିସହ ଗ୍ରାମର…

ଯେଉଁ ଗାଈଙ୍କୁ ବେକାର ଭାବି ବାହାରେ ଛାଡିଦିଆଯାଇଥିଲା, ଏବେ ସେମାନଙ୍କ ଠାରୁ ୩ ଲକ୍ଷରୁ ଅଧିକ ଆୟ , ଗୋବର ଓ ମୂତ୍ରରୁ…

ଦୁଗ୍ଧ ଉତ୍ପାଦନ ନହେବା କାରଣରୁ ଯେଉଁ ଗାଇ ଗୁଡିକୁ କୃଷକ ଏବଂ ଗୋପାଳକ ମାନେ ଅକର୍ମଣ୍ୟ ଭାବି ବାହାରେ ବୁଲିବା ପାଇଁ ଛାଡିଦେଇଥିଲେ, ଏବେ ସେହି ଗାଇ ଗୁଡିକର ଗୋବର ଏବଂ ପରିଶ୍ରାରୁ ନଗରନିଗମ ପ୍ରଶାସନ ଜିଆ ଖତ, ସନ୍ଲାଇଟ, ଚାଷ ଜମିରେ ପକାଇବା ପାଇଁ ଖତ ଇତ୍ୟାଦି ବହୁପଯୋଗୀ ପଦାର୍ଥ ତିଆରି…

ଘରେ ନ ପଶୁଣୁ ବାଜିଲା ଚାଳ, ମୋଦି ସରକାରଙ୍କୁ ଲାଗିଲା ବଡ଼ ଝଟକା ! ଆୟୁଷ୍ମାନ ଭାରତ ଯୋଜନାକୁ ନାକ ଟେକିଲା ଡାକ୍ତରୀ ସଂଘ

ଦେଶର ସବୁଠୁ ବଡ କଲ୍ୟାଣକାରୀ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆସିଛି ବଡ ଖବର । ଆୟୁଷ୍ମାନ ଭାରତ ଯୋଜନାକୁ ଯେଉଁ ଡାକ୍ତରମାନେ କାର୍ଯ୍ୟକାରୀ କରିବାରେ ବଡ ଭୂମିକା ନେବେ, ସେହି ଡାକ୍ତରମାନଙ୍କ ପକ୍ଷରୁ ଯୋଜନାକୁ ନେଇ ଉଠିଛି ଆପତି । ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ୍ ଏହି…

ସମାଜକୁ ‘ନିଆରା ବାହାଘର’ ପାଠ ପଢ଼ାଇଲେ ପଟ୍ଟାମୁଣ୍ଡାଇର ଶିକ୍ଷକ: ଚାଲି ଚାଲି ଆସିଲେ କନିଆ ଘର,ଯୌତୁକରେ ନେଲେ ୧୦୦୧ ଫଳ…

କନକ ବ୍ୟୁରୋ : ଜୀବନରେ କ’ଣ ଦୁଇ ଥର ବାହା ହୁଏ । ଏମିତି ଯୁକ୍ତି ରଖି ବାହାଘରକୁ ଉତ୍ସବ ଆକାରରେ ପାଳନ କରୁଥିବା ଆପଣ ଅନେକଥର ଦେଖିଥିବେ । ଏଭଳି ସ୍ଥିତିରେ ବିନା ବାଣ, ଡିଜେ କିମ୍ବା ଧୁମଧଡାକା ପ୍ରୋସେସନକୁ ବାଦ ଦେଇ ବାହାଘର କଥା ଚିନ୍ତା କରିବା ହୁଏତ ବହୁତ କଷ୍ଟ । କିନ୍ତୁ ଆଜି ଆମେ ଏଭଳି…

ଭାଙ୍ଗିଲା ମେଣ୍ଟ ବଢ଼ିଲା ରାଜନୀତି ! ବିଜେପିକୁ ଟ୍ୱିଟରରେ ସମାଲୋଚନା କଲେ ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଜାମ୍ମୁ-କାଶ୍ମୀର ପିଡିପି ଓ ବିଜେପି ମଧ୍ୟରେ ଗଠବନ୍ଧନ ଭାଙ୍ଗିଲାପରେ ମଧ୍ୟ ରାଜନୈତିକ ଝଡ ଥମିବାର ନାଁ ନେଉ ନାହିଁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଜାମ୍ମୁ-କାଶ୍ମୀର ବିଜେପି ପ୍ରଭାରୀ ରାମ ମାଧବ ପୂର୍ବରୁ ପିଡିପି ସହିତ ମେଣ୍ଟ ଭାଙ୍ଗିବାର କାରଣ ସ୍ପଷ୍ଟ କରିଥିଲେ । ଏବଂ…