Daily Archives

June 24, 2018

ସ୍ୱଚ୍ଛ ସର୍ବେକ୍ଷଣରେ ୯୪ରୁ ୨୪୫କୁ ଖସିଲା ଭୁବନେଶ୍ୱରର ସ୍ଥାନ ! ଜାଣନ୍ତୁ କାହିଁକି ମାପକାଠିରେ ତଳକୁ ଗଲା ଓଡିଶା ।

କନକ ବ୍ୟୁରୋ : ଚଳିତ ବର୍ଷର ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରର ସ୍ଥାନ ୨୪୫କୁ ଖସି ଯାଇଛି । ଗତବର୍ଷ ଭୁବନେଶ୍ୱରର ସ୍ଥାନ ୯୪ଥିବା ବେଳେ ଏଥର ୨୪୫କୁ ଖସିଛି । ଅନ୍ୟପଟେ ଓଡ଼ିଶାର ଅନ୍ୟ ୧୦ଟି ସହରର ସ୍ଥାନ ମଧ୍ୟ ଯଥେଷ୍ଟ ତଳକୁ ଖସିଯାଇଥିବା ଦେଖାଯାଇଛି । ସ୍ୱଚ୍ଚତାରେ ଓଡ଼ିଶାର ସ୍ଥାନ କାହିଁକି…

୨୦୧୯ରେ ବିରୋଧୀଙ୍କୁ ଚକମା ଦେବା ପାଇଁ ବିଜେପିର ମେଗା ପ୍ଲାନ୍ ‘୫୪୩’! ଜାଣନ୍ତୁ କଣ ଏହି ନୂଆ ପ୍ଲାନ

 ୨୦୧୯ ନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେପିର ପ୍ରସ୍ତୁତି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରତି ରାଜ୍ୟରେ ୧୧ ଜଣିଆ କମିଟି ବା ନିର୍ବାଚନ ପ୍ରସ୍ତୁତି ମଣ୍ଡଳୀ ଗଠନ କରିବ । ଏହି ମଣ୍ଡଳୀ ମୁଖ୍ୟତଃ ୧୩ଟି ଗୁରୁତ୍ୱପୂର୍ଣ୍ଣ ବିଷୟର ତଦାରଖ କରିବ । ସେହିପରି ୫୪୩ଟି ଲୋକସଭା ଆସନ ପାଇଁ…

ସେନା ଷ୍ଟାଇଲରେ ମାଓବାଦୀଙ୍କ ମକଡ୍ରିଲ ! ସାମ୍ନାକୁ ଆସିଲା ଏକ୍ସକ୍ଲୁସିଭ୍ ଭିଡ଼ିଓ, ଜାଣନ୍ତୁ କିଭଳି ହୋଇଥାଏ…

କନକ ବ୍ୟୁରୋ : ଲାଲ କରିଡରରେ ପୋଲିସ ସହ ଯୁଦ୍ଧ ବେଳେ ପ୍ରାଣ ହରାଇଥିବା ଏବଂ ଆହତ ଅବସ୍ଥାରେ ଥିବା ମାଓବାଦୀଙ୍କୁ କେମିତି ଉଦ୍ଧାର କରାଯିବ , ସେନେଇ ମାଓଗଡରେ ଚାଲିଛି ମକଡ୍ରିଲ । ଏବଂ ମାଓବାଦୀ କରୁଛନ୍ତି ଏହି ମକଡ୍ରିଲ୍ । ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯଦି ପୋଲିସ ସହ ଗୁଳି…

ଚିଲିକା ପାଣିରେ ଓହ୍ଲାଇବ ଉଡାଜାହାଜ ! ନିର୍ମାଣ ହେବ ୱାଟର ଏରୋଡ୍ରୋମ, ସରିଲା ଜାଗା ଚିହ୍ନଟ ।

କନକ ବ୍ୟୁରୋ : ଚିଲିକାରେ ହେବ ୱାଟର ଏରୋଡ୍ରୋମ । ପାଣି ଭିତରୁ ପ୍ଲେନରେ ଯାଇହେବ । ଏନେଇ ଗଠିତ ହୋଇଥିବା ସ୍ୱତନ୍ତ୍ର ଟିମ୍ ସର୍ଭେ ଶେଷ କରିଛନ୍ତି । ବାଲୁଗାଁ ପାଶ୍ୱର୍ରେ ଏହି ବିମାନବନ୍ଦର କରିବାକୁ ଯୋଜନା କରାଯାଇଛି । ଏହି ବିମାନବନ୍ଦର ନିର୍ମାଣ ହେଲେ ଦେଶୀ ବିଦେଶୀ ପର୍ଯ୍ୟଟକମାନେ ବେଶ…

ଭିଡିଓ ଭାଇରାଲ ହେବା ପରେ ଭାଙ୍ଗିଲା ନିଦ ! ରାଉରକେଲାରେ ମହିଳାଙ୍କୁ ମାଡ ଘଟଣାରେ ୩ ଗିରଫ, ଦୁଷ୍କର୍ମ ଉଦ୍ୟମର ଅଭିଯୋଗ…

କନକ ବ୍ୟୁରୋ : ଇସ୍ପାତ ସହର ରାଉରକେଲାରେ ଘଟିଥିବା ଏକ ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ଅସହାୟ ମହିଳାଙ୍କୁ ୧୦ ରୁ ୧୨ ଜଣ ଯୁବକ ନିର୍ଘାତ ପିଟିଛନ୍ତି । ଆଉ ଏହାପରେ ମହିଳା ଜଣକ ଥାନାକୁ ଯାଇ ପୁଲିସ ବାବୁଙ୍କ ଆଗରେ ମାମଲା ରୁଜୁ ପାଇଁ ଗୁହାରି କରିଛନ୍ତି । କିନ୍ତୁ ପୋଲିସ ବାବୁ…

ବିଜେପି ଓ ବୈଜୟନ୍ତ ସର୍ମ୍ପକ : କିଛି ଆଲୁଅ, କିଛି ଅନ୍ଧାର! ଅମିତ ଶାହାଙ୍କ ଗସ୍ତ ସମୟରେ ପଦ୍ମ ଧରିବେ କି ଜୟ ପଣ୍ଡା ?

କନକ ବ୍ୟୁରୋ : ‘ବିଜେପି ଓ ବୈଜୟନ୍ତ’ ଚର୍ଚ୍ଚା ପୁଣିଥରେ ପାଇଛି ଜୀବନ୍ୟାସ । ଗତକାଲି କଟକରେ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବାସଭବନରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ କଟକରୁ ଲଢିବା ପାଇଁ ଅନୁରୋଧ କରିବା ପରେ ପୁଣିଥରେ ଜୋର ଧରିଛି ବିଜେପି ଓ ବୈଜୟନ୍ତ ଚର୍ଚ୍ଚା । ବିଜେଡିରୁ…