Daily Archives

June 22, 2018

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ କସରତ : ଅଗଷ୍ଟ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ

କନକ ବ୍ୟୁରୋ : କଂଗ୍ରେସ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଯେଉଁଭଳି ଭାବେ ପୂର୍ବରୁ ଘୋଷଣା କରିଥିଲେ, ତାହା ଆଜି ଆଉ ପାଦେ ଆଗକୁ ଯାଇଛି । ଆଜି ଓଡ଼ିଶା ସମେତ ୫ଟି ରାଜ୍ୟ ପାଇଁ କଂଗ୍ରେସର ସ୍କ୍ରିନିଂ କମିଟି ଘୋଷଣା କରିଛନ୍ତି କଂଗ୍ରେସ…

ଆମେରିକାର ବିରୋଧକୁ ଖାତିର କଲାନି ଭାରତ ! ଚାବାହାର ବନ୍ଦର ହେବ କାର୍ଯ୍ୟକ୍ଷମ ।

ଆସନ୍ତା ବର୍ଷ ସୁଦ୍ଧା ଇରାନର ଚାବାହର ବନ୍ଦରକୁ କାର୍ୟ୍ୟକ୍ରମ କରିବାକୁ ଭାରତ ଉଦ୍ୟମ କରୁଛି । କେନ୍ଦ୍ର ଜଳ ସମ୍ବଳ, ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ ଦୁଶାନବେର ଭାରତୀୟ ଦୂତାବାସରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରର ଉଦଘାଟନ ଅବସରରେ ଏହା କହିଛନ୍ତି । ସାମରିକ…

‘ଡାକୋଟା’କୁ ନେଇ ଅନିଶ୍ଚିତତା ! କେବେ ଓଡ଼ିଶା ଆସିବ ବିଜୁ ବାବୁଙ୍କ ବିମାନ ?

କନକ ବ୍ୟୁରୋ : କେବେ ଓଡିଶା ଆସିବ ସ୍ୱର୍ଗତ ବିଜୁ ବାବୁଙ୍କ ଡାକୋଟା ବିମାନ । ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ, ଡାକୋଟାକୁ ଓଡିଶା ଆଣିବାକୁ ଏଯାଏଁ କୌଣସି ନିଷ୍ପତି ହୋଇନାହିଁ । ରାଜ୍ୟ ସରକାରଙ୍କ ତରଫରୁ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆକୁ କୌଣସି ଚିଠି ଲେଖାଯାଇନଥିବା ସୂଚନା ମିଳିଛି…

ଦାତି ମହାରାଜଙ୍କ ପାଇଁ ବଢିଲା ଅଡୁଆ : କ୍ରାଇମବ୍ରାଂଚରେ ହାଜର, ଦିଲ୍ଲୀ ପୋଲିସକୁ ଷ୍ଟାଟସ ରିପୋର୍ଟ ମାଗିଲେ କୋର୍ଟ

କନକ ବ୍ୟୁରୋ : ଦାତି ମହାରାଜଙ୍କ ପାଇଁ ବଢୁଛି ଅଡୁଆ । ଦିଲ୍ଲୀ ପୋଲିସକୁ ମାମଲାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି କୋର୍ଟ । ଆଜି ମଧ୍ୟ କ୍ରାଇମବ୍ରାଂଚରେ ହାଜର ହୋଇଛନ୍ତି ଦାତି ମହାରାଜ । ଆଉ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଗଣମାଧ୍ୟମ ସାମନାକୁ ଆସିଛନ୍ତି…

YouTubeରେ ଖୁବ ସହଜରେ ରୋଜଗାର କରିହେବ ଲକ୍ଷାଧିକ ଟଙ୍କା ! ଆସିଲା ନୂଆ ଫିଚର୍ସ, ଜାଣନ୍ତୁ ପ୍ରକ୍ରିୟା ।

ଭିଡିଓ ତିଆରି କରି ୟୁଟ୍ୟୁବରେ ପୋଷ୍ଟ କରୁଥିବା ଲୋକମାନଙ୍କୁ ୟୁଟ୍ୟୁବ ଠିକ ଭାବରେ ଟଙ୍କା ଦେଉନଥିବା କଥା ପୂର୍ବରୁ ଆଲୋଚନା ଚାଲିଥିଲା । କିନ୍ତୁ ୟୁଟ୍ୟୁବ ଲୋକମାନଙ୍କୁ ଏବେ ଟଙ୍କା କମାଇବାର ଏକ ନୂଆ ସୁଯୋଗ ଦେଇଛି । ଲୋକମାନଙ୍କୁ ରୋଜଗାରର ନୁଆ ସ୍ରୋତ ପ୍ରଦାନ କରିବା ପାଇଁ ୟୁଟ୍ୟୁବ ଏକ…