Daily Archives

June 22, 2018

ଉତ୍ତରାଖଣ୍ଡରେ ୱାଟର ସ୍ପୋର୍ଟ୍ସ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ : ପରିବେଶ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଗାଇଡଲାଇନ…

କନକ ବ୍ୟୁରୋ :  ଉତ୍ତରାଖଣ୍ଡରେ ୱାଟର ସ୍ପୋର୍ଟ୍ସ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଏହାସହ ପାରା ଗ୍ଲାଇଡିଂ ଉପରେ ମଧ୍ୟ ରୋକ୍ ଲଗା ଲଗାଯାଇଛି । ଉଭୟ ପରିବେଶ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କଡାକଡି ଗାଇଡଲାଇନ ବନା ଯିବା ପରେ ଏହାକୁ ପୁଣି ଥରେ ଆରମ୍ଭ କରାଯିବ ବୋଲି କୋର୍ଟ କହିଛନ୍ତି ।…

ଓଳିଏ ଖାଇ ଓଳିଏ ଓପାସ ରୁହନ୍ତି ! କିନ୍ତୁ କୁନି ପିଲାଙ୍କ ପାଇଁ ସ୍କୁଲକୁ ଦାନ କଲେ ୫୦ ଲକ୍ଷ ଟଙ୍କାର ଜମି, ଏବେ ପରିବା…

ରାଜସ୍ଥାନର ଆଦିବାସୀ ଅଞ୍ଚଳ ଡୁଙ୍ଗରପୁର ଜିଲ୍ଲାରେ ବାସ କରୁଥିବା ଜଣେ ମହିଳା ପାଠ ନପଢିଥିବା ସତ୍ୱେ ମଧ୍ୟ ପାଠର ମହତ୍ୱକୁ ବୁଝିପାରିଛନ୍ତି । ଗାଁରେ ଜାଗା ଏବଂ ଟଙ୍କା ଅଭାବରୁ ସ୍କୁଲ ଖଣ୍ଡେ ନଥିଲା । ପିଲାମାନେ ପାଠ ପଢିପାରୁନଥିଲେ । ତେଣୁ ଏହାକୁ ଦେଖି ଡୁଙ୍ଗରପୁର ଜିଲ୍ଲାର ଜଣେ ମହିଳା…

ଇତିହାସ ରଚିଲେ ତାମିଲନାଡୁର ୧୧ବର୍ଷୀୟ ଝିଅ : ଫିଫା ବିଶ୍ୱକପରେ ପ୍ରଥମ ଭାରତୀୟ ଭାବେ ଅଫିସିଆଲ୍ ମ୍ୟାଚ ବଲ୍ କ୍ୟାରିଅର…

କନକ ବ୍ୟୁରୋ : ଇତିହାସ ରଚିଲେ ତାମିଲନାଡୁର ୧୧ବର୍ଷୀୟ ଝିଅ ନତାନିୟା ଜନ୍ କେ. । ଶୁକ୍ରବାର ଦିନ ଫୁଟବଲ ବିଶ୍ୱକପରେ ସେ ପଡିଆକୁ ଓହ୍ଳାଇବା ସହ ରଚିଛନ୍ତି ଇତିହାସ । କୋଷ୍ଟାରିକା ବିରୋଧରେ ଏହି ମୁକାବିଲା ପାଇଁ ଷ୍ଟାର ଫୁଟବଲର ନେମାରଙ୍କ ଟିମ୍ ବ୍ରାଜିଲ ପାଇଁ ସେ ଅଫିସିଆଲ୍ ମ୍ୟାଚ ବଲ୍…

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ନେଇ ଉଠିଲା ଦାବି : ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

କନକ ବ୍ୟୁରୋ : ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ଦାବି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ରାଜ୍ୟ ବିଜେପି । ୨୦୦୩ ମସିହାରୁ ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ପାଇଁ ବିଭିନ୍ନ ବୈଠକ ବସି ଆସୁଛି କିନ୍ତୁ କୌଣସି ସୁଫଳ ମିଳି ପାରୁନାହିଁ । ପ୍ରଦେଶ ସଂଗୀତ…

ଯାତ୍ରୀ ଭିଡକୁ ଏଡାଇବାକୁ ଗଡ଼ିଲା ବ୍ରହ୍ମପୁର-କଟକ ମେମୁ ଟ୍ରେନ ! ସପ୍ତାହ ୬ ଦିନ ଚାଲିବ ଏହି ସ୍ୱତନ୍ତ୍ର ଟ୍ରେନ୍

କନକ ବ୍ୟୁରୋ : ବ୍ରହ୍ମପୁର ଓ କଟକ ମଧ୍ୟରେ ଆଜି ଗଡିଛି ସ୍ୱତନ୍ତ୍ର ମେମୁ ଟ୍ରେନ୍ । ଅଧିକ ସଂଖ୍ୟାରେ ଯାତ୍ରୀଙ୍କ ପାଇଁ ବସିବା ସୁବିଧା ଏବଂ ବାୟୋ ଟଏଲେଟ୍ ଭଳି ବ୍ୟବସ୍ଥା ରହିଛି ଏହି ସ୍ୱତନ୍ତ୍ର ଟ୍ରେନରେ । ହାଇସ୍ପିଡ୍ ଓ ସ୍ପିଡ୍ ଟେକିଂ ପାଇଁ ପ୍ରଥମ ଦିନରୁ ଲୋକେ ମେମୁ ଟ୍ରେନକୁ ପସନ୍ଦ…

ଚିଲିକା ଡଙ୍ଗାବୁଡି ଘଟଣାର ଆସିଲା ରିପୋର୍ଟ : ପ୍ରବଳ ପବନ ଯୋଗୁଁ ଓଲଟିଥିଲା ଡଙ୍ଗା, ସୂଚନା ଦେଲେ ପରିବହନ ସଚିବ

କନକ ବ୍ୟୁରୋ : ପ୍ରବଳ ପବନ ଯୋଗୁଁ ବୁଡ଼ି ଗଲା ଡଙ୍ଗା । ଚିଲିକା ଡଙ୍ଗା ବୁଡି ଘଟଣାରେ ଏହା ହେଉଛି ତଦନ୍ତ ରିପୋର୍ଟର ସାର କଥା । ତଦନ୍ତ ନିର୍ଦ୍ଦେଶ ଦେବାର ମାତ୍ର ୫ ଦିନ ଭିତରେ ଆସିଛି ଏହି ରିପୋର୍ଟ । ଆଉ ରିପୋର୍ଟ ଆଧାରରେ ଅଧିକ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ ଜି.…