Daily Archives

June 10, 2018

ମୋଦି କିମ୍ବା ନବୀନ ମୋତେ କେହି କିଣିପାରିବେନି ! ଶେଷ ଇଚ୍ଛା, ମୋତେ କଂଗ୍ରେସ ଦଳ ଟିକେଟ ଦେଉ । ଜାଣନ୍ତୁ କାହିଁକି…

କନକ ବ୍ୟୁରୋ : ରାଜନୀତିରେ ଯିଏ ପାଦ ଦେଇଛି ସିଏ ଜାଣିଛି ଏହାର ମଜା । ରାଜନୀତିର ମୋହ ଭାଙ୍ଗିବା ଏତେ ସହଜ ନୁହେଁ । ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଶେଷ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଆଶା ବାନ୍ଧିଛନ୍ତି ସୁର ରାଉତରାୟ । ୨୦୧୯ରେ ନିର୍ବାଚନକୁ…

ପାଇଖାନା ଯିବି ବୋଲି କହି ପୋଲିସ ଆଖିରେ ଧୂଳି ଦେଇ ଛୁ ମାରିଲା ଅଭିଯୁକ୍ତ ! ରାତିସାରା ଖୋଜି ଖୋଜି ନୟାନ୍ତ ହେଲା ପୋଲିସ

କନକ ବ୍ୟୁରୋ: ପୁଲିସ ହେପାଜତରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ବାନ୍ଧିଛି କମିଶନରେଟ୍ ପୋଲିସ । ଶନିବାର କ୍ୟାପିଟାଲ ହସ୍ପିଟାଲ ପାଇଖାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ । ପୁଲିସ ହେପାଜତରୁ ଅତି ଚତୁରତାର ସହ ଚମ୍ପଟ ମାରିଥିଲା ହେଲେ ପୁଣି ପୁଲିସ ଜାଲରେ…

ସିଙ୍ଗାପୁରରେ ପହଁଚିଲେ ରକେଟ୍ ମ୍ୟାନ୍ କିମ୍ ଜଙ୍ଗ୍ ଉନ୍ ! ଜୁନ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ କିମ-ଟ୍ରମ୍ପ ସାକ୍ଷାତ ଆଲୋଚନା ପୂର୍ବରୁ ସିଙ୍ଗାପୁରରେ ଆସି ପହଞ୍ଚିଛନ୍ତି ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ ଜୋଙ୍ଗ ୟୁନ । ଏୟାର ଚାଇନା ୭୪୭ ରେ ପ୍ୟଙ୍ଗୟାଙ୍ଗରୁ ବେଜିଂ ଅଭିମୁଖେ ବାହାରିଥିଲେ କିମ୍ । ତେବେ ଯାତ୍ରା ସମୟରେ ସେ ସିଙ୍ଗାପୁର ଅଭିମୁଖେ ରାସ୍ତା…

ଭୁଲ କରିଛି ଛତିଶଗଡ଼, ମହାନଦୀକୁ ନେଇ ଧର୍ମେନ୍ଦ୍ରଙ୍କ ୟୁ-ଟର୍ଣ୍ଣ ! ବିଜେଡ଼ି କହିଲା, ଆନ୍ତରିକତା ଥିଲେ ବନ୍ଦ କରନ୍ତୁ…

କନକ ବ୍ୟୁରୋ : ମହାନଦୀକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତୁଟୁନି ବିବାଦ । ଛତିଶଗଡ ସରକାର ବେଆଇନ ଭାବେ ମହାନଦୀ ଉପର ମୁ୍ଣ୍ଡରେ ବ୍ୟାରେଜ କରି ପାଣି ଅଟକାଉଥିବା ପୁଣି ଆଜି ସମ୍ବଲପୁର ଠାରେ ଆୟୋଜିତ ଏକ ସଭାରେ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଉପରମୁଣ୍ଡରେ…

ଉତ୍ତର ପଶ୍ଚିମ ଆଡକୁ ମୁହାଁଉଛି ମୌସୁମୀ ବାୟୁ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରାଘାତ ସହ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ : ମୌସୁମୀ ବାୟୁ ବର୍ତମାନ ଦକ୍ଷିଣପୂର୍ବ ଦିଗରୁ ଉତ୍ତର ପଶ୍ଚିମ ଆଡକୁ ମୁହାଁଉଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ରାୟଗଡା, କଳାହାଣ୍ଡି, ଗଂଜାମ, ଖୋର୍ଦ୍ଧା ଓ ପୁରୀକୁ ସମ୍ପୁର୍ଣ୍ଣ ଭାବେ ଛୁଇଁବ । ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ଘଣ୍ଟା…

ଟ୍ରଲି ଚାଳକଙ୍କ ଝିଅ ଟପ୍ପର ! ଯୁକ୍ତ ଦୁଇ କଳାରେ ଶେଷ୍ଠ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ଶକୁନ୍ତଳା ।

କନକ ବ୍ୟୁରୋ : ନିଷ୍ଠା ଓ ଅଧ୍ୟାବସାୟ ଆଗରେ ପୁଣି ହାର ମାନିଛି ଦାରିଦ୍ର୍ୟ । ଯୁକ୍ତ ଦୁଇ କଳାରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜଣେ ଟ୍ରଲି ଚାଳକଙ୍କ ଝିଅ । ଦୁଇ ଓଳି ଖାଇବା ପାଇଁ ଯେଉଁ ପରିବାର ନିତିଦିନ ସଂଘର୍ଷ କରେ, ସେହି ପରିବାରର ଝିଅ ଆଜି ସମସ୍ତଙ୍କ ଆଗରେ ରଖିଛନ୍ତି…