Daily Archives

June 10, 2018

ଦାନ ଉପରେ ଅଙ୍କୁଶ ଲଗାଇଲେ ହେବ ବିଦ୍ରୋହ ! ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଥରେ ଚେତାବନୀ ଦେଲେ ଦଇତାପତି…

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ଭକ୍ତଙ୍କଠାରୁ ସେବାୟତ ମାନେ ଦାନ ଗ୍ରହଣ ନକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ଚିହିଁକି ଉଠିଛନ୍ତି ଦଇତାପତି ସେବାୟତ । ପରୋକ୍ଷରେ କହିଛନ୍ତି, ଭକ୍ତଙ୍କ ଠାରୁ ଦାନଅର୍ଥ ଗ୍ରହଣ କରିବାକୁ ସେମାନଙ୍କୁ କେହି ରୋକି ପାରିବେ ନାହିଁ । ଯଦି…

ଦିନ ମଜୁରିଆ ଭାବେ କାମ କରନ୍ତି ବାପା ! ଡିବିରି ଆଲୁଅରେ ପାଠ ପଢି ନିଟ୍ ପରୀକ୍ଷାରେ ସଫଳତା ପାଇଲା ପୁଅ ।

ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି । ଯେଉଁଥିରେ ପାଖାପାଖି ୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପାସ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଏମିତି ଅନେକ ଅଛନ୍ତି ଯେଉଁମାନେ ଟପ୍ପର ହୋଇନାହାନ୍ତି ସତ କିନ୍ତୁ…

ଅମିତ ଶାହାଙ୍କ ଦମ୍ଭୋକ୍ତି! ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୂଳପୋଛ କରିବ ବିଜେପି ।

କର୍ଣ୍ଣାଟକରେ ବିଜେପିକୁ ଚିତପଟାଙ୍ଗ କରିଥିବା କଂଗ୍ରେସକୁ ପୁଣି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦୁଇଦିନିଆ ଛତିଶଗଡ ଗସ୍ତରେ ଯାଇ ଏକ ଜନସମାବେଶ କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଶାହା । ଛତିଶଗଡର ଅମ୍ବିକାପୁର ଠାରେ…

ସଇତାନ ଡାକ୍ତର ନେଇଗଲା ରୋଗୀର ଜୀବନ ! ହାତୁଡିରେ ଦାନ୍ତ ଉପାଡୁଥିବା ବେଳେ ଉଡିଗଲା ରୋଗୀର ପ୍ରାଣବାୟୁ ।

ଡାକ୍ତରମାନଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ । କିନ୍ତୁ ବେଳେବେଳେ ଡାକ୍ତରମାନଙ୍କର ଦାୟିତ୍ୱହୀନତା ପାଇଁ ରୋଗୀର ଜୀବନ ମଧ୍ୟ ଚାଲିଯାଇଥାଏ । ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନା ଜିଲ୍ଲାର ଏକ ପ୍ରାଇଭେଟ ହସ୍ପିଟାଲରେ । ଦାନ୍ତ ଉପୁଡାଇବା ପାଇଁ ଆସିଥିବା…

ସୈତାନ ବାପାର ସାଂଘାତିକ ରୂପ । ଆଲ୍ଲାକୁ ସନ୍ତୁଷ୍ଟ କରିବାକୁ ୪ ବର୍ଷର ଝିଅର ତଣ୍ଟି କାଟିଲା ରାକ୍ଷସ ବାପା

ବାପା ନା ସୈତାନ । ଧର୍ମ ଅର୍ଜନ କରିବାକୁ ବାପା ପାଲଟିଲା ରାକ୍ଷସ । ଆଲ୍ଲାଙ୍କୁୁ ଖୁସି କରିବାକୁ ୪ ବର୍ଷର ଝିଅର ତଣ୍ଟି କାଟିଲା ସୈତାନ ବାପା । ଅନ୍ଧବିଶ୍ୱାସ ଯେ ମଣିଷକୁ ରାକ୍ଷସ କରିଦିଏ ତାହାର ଝଲକ ଯୋଧପୁରରେ ଦେଖିବାକୁ ମିଳିଛି । ନିଜ ଝିଅର ରକ୍ତରେ ନିଜକୁ ପାପକୁ ଧୋଇବାକୁ ପଛାଇ ନାହିଁ…

ମୋଦି ସରକାରଙ୍କ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ : ପ୍ରାଇଭେଟ୍ କର୍ମଚାରୀ ମଧ୍ୟ କରିପାରିବେ…

କେନ୍ଦ୍ର ସରକାରଙ୍କ ତରଫରୁ ୧୦ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାର ଅମଲାତନ୍ତ୍ରରେ ଲେଟେରାଲ ଏଣ୍ଟ୍ରି ଆରମ୍ଭ କରି ଦେଇସାରିଛନ୍ତି । ଅର୍ଥାତ୍ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିବା କର୍ମଚାରୀ ମଧ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ହୋଇପାରିବେ । ଏହା…