Daily Archives

June 4, 2018

ମିଲ୍ ମାଲିକଙ୍କ ଗୁଣ୍ଡାଗିରି ! ୧୫ଟି ପରିବାରକୁ ତଡ଼ିବା ପାଇଁ ଘରେ ଲଗାଇଲେ ନିଆଁ, ପ୍ରସୂତି ମହିଳାଙ୍କୁ ମାରିଲେ ମାଡ ।

କନକ ବ୍ୟୁରୋ : ମିଲ ମାଲିକଙ୍କ ଗୁଣ୍ଡାଗିରି ଆଦିବାସୀ ପରିବାରଙ୍କୁ କେତେ ଅସହାୟ କରିଦେଇ ପାରେ ସେଭଳି ଏକ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି । ପିପି ରାଇସମିଲ ମାଲିକ ଏକାଧିକ ଆଦିବାସୀ ପରିବାରଙ୍କ ଘର ଭାଙ୍ଗିବା ସହ ଉଭୟ ପୁରୁଷ ଓ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।…

ମେଡିକାଲ ପ୍ରବେଶିକା ପରୀକ୍ଷାରେ ଚମକାଇ ଦେଲେ ବିହାରର କଳ୍ପନା କୁମାରୀ ! ୬୯୧ ନମ୍ବର ରଖି ହେଲେ ଟପ୍ପର ।

ନିଟ୍ ପ୍ରବେଶିକା ପରୀକ୍ଷାରେ ୭୨୦ରୁ ୬୯୧ ନମ୍ବର ରଖିଛନ୍ତି ବିହାରର କଳ୍ପନା କୁମାରୀ । ଚଳିତ ବର୍ଷ ୫୪ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୧୩ ଲକ୍ଷ ୨୬ ହଜାର ୭୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିରୁ ୭ ଲକ୍ଷ ୧୪ ହଜାର ୫୬୨ ଜଣ ଉତ୍ତୀର୍ଣ୍ଣ…

ମୁଁ ବଞ୍ଚିବାକୁ ଚାହେଁ ! ରକ୍ତ କର୍କଟ ସହ ଲଢ଼ୁଛି ୧୦ ବର୍ଷର କୁନି ଝିଅ ସରିଫା, ଆପଣଙ୍କ ସହାୟତା କୁନି ଝିଅକୁ ଦେବ ନୂଆ…

କନକ ବ୍ୟୁରୋ : ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଠାରୁ ମାତ୍ର ୧.୫ ଲକ୍ଷ ଟଙ୍କାର ଆଶା । ପୁରୀ ଶ୍ରୀମନ୍ଦିରର ଦାନବାକ୍ସରେ ପଡ଼ୁଥିବା ପ୍ରତ୍ୟେକ ଦିନର ଦାନ ଅର୍ଥ ଠାରୁ ମଧ୍ୟ କମ ଟଙ୍କା ସେ ଆଶା କରୁଛନ୍ତି । ଆଉ ସେ ଆଶା କେବଳ ବଞ୍ଚିବା ପାଇଁ । ମୃତ୍ୟୁର ପଞ୍ଝା କୁହାଯାଉଥିବା କ୍ୟାନସର ରୋଗରୁ ନୂଆ…

ଟ୍ୱିନ ସିଟିରେ ୬ ଘଣ୍ଟାର ଅଘୋଷିତ କର୍ଫ୍ୟୁ ! କଟକ ଓ ଭୁବନେଶ୍ୱରରେ ଅଟକିଗଲା ଶହ ଶହ ଗାଡ଼ି ମଟର । ନିରଞ୍ଜନ କହିଲେ,…

କନକ ବ୍ୟୁରୋ : କଟକ ଭୁବନେଶ୍ୱରରେ କଂଗ୍ରେସର ୬ଘଂଟିଆ ବନ୍ଦ୍ । ଦ୍ୱୈତ ନଗରୀରେ ଅଘୋଷିତ କର୍ଫ୍ୟୁ । ଦିନ ୧୨ଟା ଯାଏ ଅଟକିଗଲା ଗାଡି, ମଟର । ସକାଳୁ ସକାଳୁ ହାତରେ ବ୍ୟାନର ଓ ଦଳୀୟ ପତାକା ଧରି ରାସ୍ତାକୁ ଓହ୍ଲାଇ ଆସିଥିଲେ କଂଗ୍ରେସ ନେତା ଓ କର୍ମୀ । ରାଜପଥ ସମେତ ପ୍ରମୁଖ ଛକ ମାନଙ୍କରେ ଟାୟାର…

ପାଣି ଡ୍ରମରେ ପଡିଛି ତାଲା ! ମିଳୁନି ପାଣି, ଲୋକଙ୍କୁ ଘାରିଛି ପାଣି ଚୋରିର ଚିନ୍ତା ।

ଖରାଦିନ ଆସିବେ ମାତ୍ରେ ପାଣିର ସମସ୍ୟାକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଥାନ୍ତି । ତେବେ ଦେଶରେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ଗୋଟିଏ ବାଲUò ପାଣି ପାଇଁ ଲମ୍ବା ଲାଇନ ଲଗାଇବାକୁ ପଡିଥାଏ । ଏହିପରି ଏକ ଘଟଣା ଘଟିଛି ରାଜସ୍ଥାନର ବୈଶାଳି  ଅଞ୍ଚଳରେ । ଏହି ଅଞ୍ଚଳରେ ପାଣିର ସମସ୍ୟା ଏତେ…

କିଏ ନେଇଗଲା ରତ୍ନଭଣ୍ଡାର ଚାବି ? ଚାବିକୁ ନେଇ ବଢ଼ିବାରେ ଲାଗିଛି ରାଜନୀତି, ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ : କୁଆଡେ ଗଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି । ତାର ତଦନ୍ତ କରିବେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି । ଭିତର ଭଣ୍ଡାର ଚାବି ହଜିଯିବା ନେଇ ତୁମ୍ବିତୋଫାନ ପରେ ଆଜି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାବି କେଉଁଆଡେ…