Daily Archives

June 4, 2018

ସାବଧାନ ! ନକଲି ଔଷଧ ବିକ୍ରି କଲେ ହେବ ଆଜୀବନ କାରାଦଣ୍ଡ, ସରକାର ନେଲେ ନୂଆ ନିଷ୍ପତ୍ତି ।

ନକଲି ଔଷଧ ବିକ୍ରି କରୁଥିବା କମ୍ପାନୀମାନଙ୍କ ବିରୋଧରେ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି କୌଣସି ହସ୍ପିଟାଲ କିମ୍ବା ସାଧାରଣ ଔଷଧ ଦୋକାନରେ ନକଲି ଔଷଧ ବିକ୍ରି ହେଉଥିବାର ଜଣାପଡେ ତେବେ ମେଡିସିନ ସପ୍ଲାଏ କରିଥିବା ମାର୍କେଟିଂ କମ୍ପାନୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ…

ଛତିଶଗଡର ମନମାନି ! ମହାନଦୀକୁ ନେଇ ଛତିଶଗଡକୁ ଟାର୍ଗେଟ କଲେ ଦିଲ୍ଲୀପ ରାୟ ।

ମହାନଦୀକୁ ନେଇ ରାଜ୍ୟ ରାଜନୀତିରେ ମାହୋଲ ଉଷ୍ମ ଥିବା ବେଳେ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଫେସବୁକ ପୋଷ୍ଟ ଆଉ ଟିକେ ରାଜନୀତିକୁ ଗରମ କରିଦେଇଛି । କାରଣ ଦିଲ୍ଲୀପଙ୍କ ଏହି ପୋଷ୍ଟରୁ ଜଣା ପଡୁଛି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କଳିକୁ ନାପସନ୍ଦ କରୁଛନ୍ତି ଦିଲ୍ଲୀପ । ଏବଂ ନିଜ ଅଫିସିଆଲ…

ସାଙ୍ଗ ହେବ ତ ଏମିତି ! ଚଲାପଥକୁ ବାଧା ଦେଇପାରିଲାନି ଶାରୀରିକ ଅକ୍ଷମତା, ସାଇକେଲରେ ବୁଲିଲେଣି ୧୦ ହଜାର କିଲୋମିଟର ।

ପିଲାବେଳର ଦୁଇ ସାଙ୍ଗ । କିନ୍ତୁ ଜଣଙ୍କର ଗୋଟିଏ ହାତ ନାହିଁ ଏବଂ ଅନ୍ୟ ଜଣଙ୍କର ଗୋଟିଏ ଗୋଡ ନାହିଁ । ଦୁଇଜଣ ଦିବ୍ୟାଙ୍ଗ ଅଟନ୍ତି କିନ୍ତୁ ସାଇକେଲରେ ପାଖାପାଖି ୧୦,୦୦୦ କିଲୋମିଟର ଯାତ୍ରା କରି ପୁରା ଦୁନିଆ ଆଗରେ ଉଦାହରଣ ପାଲଟି ଯାଇଛନ୍ତି । ଦୁଇ ସାଙ୍ଗଙ୍କର ଏହି ରେକର୍ଡ ଲିମକା ବୁକରେ…

ଅର୍ଥାଭାବ ଯୋଗୁଁ ଧୂଳିସାତ୍ ହେବ କି ମେଧାବୀଙ୍କ ସ୍ୱପ୍ନ? ମାଟ୍ରିକରେ ୮୦ ପ୍ରତିଶତ ନମ୍ବର ରଖିଥିବା ନବରଙ୍ଗପୁର…

କନକ ବ୍ୟୁରୋ: ଅର୍ଥାଭାବ ଯୋଗୁଁ ଅଧାରେ ଅଟକି ଯିବ କି ମେଧାବୀ ଛାତ୍ରଙ୍କ ଭବିଷ୍ୟତ । ଧୂଳିସାତ୍ ହେବ କି ମେଧାବୀଙ୍କ ସ୍ୱପ୍ନ । ଏମିତି ଅନେକ ପ୍ରଶ୍ନ ଏବେ ଆନ୍ଦୋଳିତ କରୁଛି ମାଟ୍ରିକରେ ୮୦ ପ୍ରତିଶତ ନମ୍ବର ରଖିଥିବା ନବରଙ୍ଗପୁରର ଛାତ୍ର ଧବଳେଶ୍ୱର ପୂଜାରୀଙ୍କ ମନରେ । ଚଳିତ ମ୍ୟାଟ୍ରିକ…

ରିିୟଲ ଲାଇଫରେ ଟ୍ରାଫିକ ପୋଲିସ ସାଜିଲେ ଅକ୍ଷୟ କୁମାର ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରାସ୍ତାକୁ ଓହ୍ଳାଇଲେ ବଲିଉଡ଼ର ଫିଟେଷ୍ଟ ଆଣ୍ଡ ହ୍ୟାଣ୍ଡସମ ହଙ୍କ ଅକ୍ଷୟ କୁମାର । ହାତରେ କୋର୍ଡ଼ଲେସ ଫୋନ ଓ ଦେହରେ ମୁମ୍ବାଇ ଟ୍ରାଫିକ ପୋଲିସ ପୋଷାକ । ଆଉ ପୂରା ଦବଙ୍ଗ ଷ୍ଟାଇଲରେ ଚଷମା ଲଗାଇ ଲୋକଙ୍କୁ ସଡ଼କ ସୁରକ୍ଷାର ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ମୁମ୍ବାଇ ସଡ଼କକୁ ଓହ୍ଲାଇଛନ୍ତି ଅକ୍ଷୟ…

ଟ୍ରେନରେ ଯାତ୍ରା କରୁଛନ୍ତି କି ? ଜାଣି ରଖନ୍ତୁ କିଛି ଜରୁରୀ ନିୟମ, ଟିଟିଇ କରିବେନି ହଇରାଣ, ଶୀଘ୍ର ଫେରିପାଇବେ ଟଙ୍କା

ଭାରତରେ ଅଧିକାଂଶ ଲୋକ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ରେଳବିଭାଗର ନିୟମ ବିଷୟରେ ଆଦୌ ଜାଣିନଥାନ୍ତି । ରେଳବିଭାଗର ଏମିତି ଅନେକ ନିୟମ ଅଛି ଯାହା ଜାଣିବା ସାଧାରଣ ଲୋକ ପକ୍ଷେ ନିତାନ୍ତ ଆବଶ୍ୟକ । ଆଉ ଏହି…