Daily Archives

May 21, 2018

ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଣ୍ଟର ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

କନକ ବ୍ୟୁରୋ : ବଲାଙ୍ଗୀରରେ ଆଜି ଏଲପିଜି ବଟଲିଂ ପ୍ଲାଂଟର ଭିିତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗାଁରେ ଏକ ଏଲପିଜି ବଟଲିଂ ପ୍ଲାଂଟ ପ୍ରତିଷ୍ଠ କରିବାକୁ ଯାଉଛି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ-…

ସଙ୍କଟରେ ବ୍ୟାଙ୍କ ! ଆପଣଙ୍କ ଟଙ୍କା ମଧ୍ୟ ଅସୁରକ୍ଷିତ ଅଟେ, କଂଗ୍ରେସ ଆଣିଲା ଅଭିଯୋଗ ।

ଲୋକମାନେ ଟଙ୍କା ସଞ୍ଚୟ କରିବା ପାଇଁ କିମ୍ବା ନିଜ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । ତେବେ ବ୍ୟାଙ୍କରେ ଆପଣ ରଖୁଥିବା ଅର୍ଥରାଶି ଅସୁରକ୍ଷିତ ଅଟେ । ନରେନ୍ଦ୍ର ମୋଦିଙ୍କ ସରକାରର କାର୍ଯ୍ୟକାଳରେ ବ୍ୟାଙ୍କରେ ଜନତାଙ୍କ ଅର୍ଥ ଅସୁରକ୍ଷିତ ଥିବା ଅଭିଯୋଗ…

ଆଗରୁ ଶୁଣିଥିଲୁ , ଏବେ ଦେଖିଲୁ ! ଓଡ଼ିଶା ଜଙ୍ଗଲରେ ବୁଲୁଛି ବ୍ଲାକ ପାନ୍ଥର

କନକ ବ୍ୟୁରୋ : ଓଡିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ ।୯୦ ଦଶକରେ ଏହି ପ୍ରଜାତିର ବାଘ ଓଡିଶାରେ ଦେଖାଯାଇଛି ବୋଲି କୁହାଯାଉଥିଲେ ମଧ୍ୟ ପ୍ରଥମ ଥର ପାଇଁ କ୍ୟାମେରାରେ ଧରାପଡିଲା । ପୂର୍ବରୁ ଶିମିଳିପାଳ ଓ…

ସାବଧାନ ! ସ୍ୱାସ୍ଥ୍ୟ ବୀମା କରାଇବା ପୂର୍ବରୁ ପ୍ରଥମେ ପଢ଼ି ନିଅନ୍ତୁ ଏହି ଖବର, ନହେଲେ ଭୋଗିପାରନ୍ତି ଅସୁବିଧା

ସ୍ୱାସ୍ଥ୍ୟ ବୀମା ପ୍ରତ୍ୟେକ ଲୋକଙ୍କ ଜୀବନରେ ଏକ ଜରୁରୀ ନୀତି । କେବେ ଓ କେଉଁଠି ଆପଣଙ୍କୁ ସ୍ୱାସ୍ଥ୍ୟ ପାଇଁ କେତେ ଟଙ୍କାର ଆବଶ୍ୟକତା ପଡିଯାଏ, ଏହା ବିଷୟରେ କିଛି ଜଣା ନାହିଁ । ହସପିଟାଲର ବଢ଼ୁଥିବା ଖର୍ଚ୍ଚକୁ ଦେଖିଲେ ସ୍ୱାସ୍ଥ୍ୟ ବୀମା ଆଜିକାଲିର ଯୁଗରେ ଏକ ମୁଖ୍ୟ ଆବଶ୍ୟକତା ପାଲଟିଯାଇଛି…

୧୮ ବର୍ଷ ଶାସନରେ କଣ କରିଛି ବିଜେଡି ପ୍ରଶ୍ନ କଲା ବିଜେପି ଓ କଂଗ୍ରେସ !ମନ୍ତ୍ରୀ ପରିଷଦ ବୈଠକ ପରେ ନବୀନ ବଖାଣିଲେ ୧୦…

କନକ ବ୍ୟୁରୋ : ନବୀନଙ୍କ ମୁହଁରେ ଦଶ ସଫଳତା । ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ଅବସରରେ ସଚିବାଳୟରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ୧୦ଟି ସଫଳତା ବଖାଣିଛନ୍ତି । ୧୦ଟି ପଏଣ୍ଟ ଉପରେ ଫୋକସ କରିଛନ୍ତି ମୁଖ୍ୟମନ୍ତ୍ରୀ । । ଓଡିଆ ଭାଷାର ଉନ୍ନତ ପାଇଁ ସରକାର…

ଠାବ ହେଲା ୪୦୦୦ ବର୍ଷ ତଳର ଶ୍ମଶାନ ଗୃହ ! ବୈଜ୍ଞାନିକ କହିଲେ କୌଣସି ଚମତ୍କାରଠାରୁ କମ୍ ନୁହଁ ।

ଅଷ୍ଟ୍ରେଲିଆରେ ୪୦୦୦ ବର୍ଷ ତଳର ଶ୍ମଶାନକୁ ସେଠାକାର ବୈଜ୍ଞାନିକ ଠାବ କରିଛନ୍ତି । ଯେଉଁଠାରେ ମୃତ୍ୟୁ ପରେ ଶବ ଦାହ ସଂସ୍କାର କରାଯାଉଥିଲା । ଅଧ୍ୟୟନରୁ ଜଣାପଡିଲା ଯେ ଏହି ଶ୍ମଶାନ ମଧ୍ୟଯୁଗୀୟ କାଳରୁ ରହିଆସିଛି । ଏହା ଦ୍ୱାଦଶ କିମ୍ବା ତ୍ରୟୋଦଶ ଶତାବ୍ଦୀକୁ ଇଙ୍ଗିତ କରାଉଛି । ଅଷ୍ଟ୍ରେଲିଆ…