Daily Archives

May 5, 2018

ସାବଧାନ ! ନକଲି ପମ୍ପଚର ଦେଖାଇ ଲୁଟୁଛନ୍ତି ମେକାନିକ୍ । ଜାଣନ୍ତୁ କେମିତି ଠକାମୀରୁ ବଂଚିବେ ଗାଡି ମାଲିକ

ରାସ୍ତାରେ ଗାଡି ମଟର ଚାଲିଲେ ତାହା ପମ୍ପଚର ହେବା ତ ସୁନିଶ୍ଚିତ । କାରଣ ମଣିଷକୁ ବି ଆଘାତ ଲାଗେ, ରୋଗରେ ବି ପଡିଥାଏ । ତେବେ ମେସେନ୍ ସହିତ ମଧ୍ୟ ଏଭଳି ହିଁ କିଛି ଘଟିଥାଏ । ଅନେକ ସମୟରେ କୌଣସି ଛୋଟିଆ ବେମାରୀକୁ ଡାକ୍ତର ବଢେଇ ଚଢେଇ କହି ଲୋକଙ୍କଠାରୁ ଟଙ୍କା ଲୁଟିନେଇଥାନ୍ତି, ଯାହାକି…

ଗାଡ଼ିଚାଳକ ସାବଧାନ ! ଏଣିକି ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ହାଇକୋର୍ଟ…

ଭାରତରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଖାସକରି ଏହି ଦୁର୍ଘଟଣାରେ ଅଧିକାଂଶ ଗାଡ଼ି ଚାଳକ ମୃତ୍ୟୁବରଣ କରୁଛନ୍ତି । ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଦୁର୍ଘଟଣା ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ନଜରରେ ରଖି ରାଜସ୍ଥାନ ହାଇକୋର୍ଟ ଟ୍ରାଫିକ…

ବାଜା ରୋଷଣୀର ଶବ୍ଦ ଶୁଣିନଥିଲେ ଗାଁଲୋକେ ! ଦୀର୍ଘ ୨୨ ବର୍ଷ ପରେ ଏହି ଗ୍ରାମରୁ ବାହାରିଲା ବରଯାତ୍ରୀ । ଜାଣନ୍ତୁ କଣ…

ରାଜସ୍ଥାନ ଧୌଲପୁର ଜିଲ୍ଲାରୁ ୫ କିଲୋମିଟର ଦୂରରେ ଥିବା ରାଜଘାଟ ଗାଁରେ କେହି ନିଜ ପୁଅ ଏବଂ ଝିଅର ବିବାହ କରୁନଥିଲେ । ଗତ କିଛି ବର୍ଷ ଧରି ଏଠାରେ ଆଦୌ ବିବାହ ଉତ୍ସବ ଅନୁଷ୍ଠିତ ହୋଇନାହିଁ । ପୂର୍ବରୁ ରାଜଘାଟ ଗାଁରୁ କୌଣସି ବିବାହ ପ୍ରସ୍ତାବ ଆସୁଥିଲେ ଲୋକେ ତୁରନ୍ତ ଏହି ପ୍ରସ୍ତାବକୁ…

ଚଳନ୍ତା ଟ୍ରେନର ଇଂଜିନରେ ଲାଗିଲା ନିଆଁ । ୟୁପିର ହରପାଲପୁର ଷ୍ଟେସନ ନିକଟରେ ଉଦୟପୁର–ଖୁଜରାହୋ ଏକ୍ସପ୍ରେସରେ…

କନକ ବ୍ୟୁରୋ: ଚଳନ୍ତା ଟ୍ରେନର ଇଂଜିନରେ ଲାଗିଲା ନିଆଁ । ୟୁପିର ହରପାଲପୁର ଷ୍ଟେସନ ନିକଟରେ ଉଦୟପୁର–ଖୁଜରାହୋ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହୋଇଛି । ଇଂଜିନରେ ନିଆଁ ଲାଗିବା ପରେ ଯାତ୍ରୀ ଟ୍ରେନ ଛାଡି ଏଣେ ତେଣେ ପଲାଉଥିବା ଦେଖିବାକୁ ମିଳିଥିଲା । ଟ୍ରେନରେ ଅଗ୍ନିକାଣ୍ଡ ଖବର ପାଇ ଉଦ୍ଧାରକାରୀ…

ରେଳ ମନ୍ତ୍ରାଳୟର ଐତିହାସିକ ନିଷ୍ପତି : ଏଣିକି ବିନା ଟିକେଟରେ ବି ଟ୍ରେନରେ ଯାତ୍ରା କରିପାରିବେ ମହିଳା

ମହିଳାଙ୍କ ସୁରକ୍ଷା ନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ଐତିହାସିକ ନିଷ୍ପତି ନିଆଯାଇଛି । ଟ୍ରେନରେ ଯାତ୍ରା ସମୟରେ ମହିଳାଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁସାରେ, ଏଣିକି ମହିଳାମାନେ ବିନା…

ଏକ୍ସପ୍ରେସରୁ ଲୁଟ୍ ହୋଇଥିବା ସୁନା ଅଳଙ୍କାର ଜବତ । କୋଣାର୍କ ଏକ୍ସପ୍ରେସରେ ବିଶାଖାପାଟଣାରୁ ଭୁବନେଶ୍ୱର ଫେରୁଥିବାବେଳେ…

କନକ ବ୍ୟୁରୋ: କୋଣାର୍କ ଏକ୍ସପ୍ରେସରୁ ଲୁଟ୍ ହୋଇଥିବା ସୁନା ଅଳଙ୍କାରକୁ ଜବତ କରିଛି ଭୁବନେଶ୍ୱର ଆରପିଏଫ । କୋଣାର୍କ ଏକ୍ସପ୍ରେସରେ ବିଶାଖାପାଟଣାରୁ ଭୁବନେଶ୍ୱର ଫେରୁଥିବାବେଳେ ଯୁବତୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିଲା । ବିବାହର ଦୁଇଦିନ ପୂର୍ବରୁ ଏହି ଗହଣା ଲୁଟ୍ ହୋଇଥିଲା । ମୋଟ…