Daily Archives

May 4, 2018

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଜେଲର ଚାରି କାନ୍ଥ ଭିତରକୁ ପଠାଇବାକୁ ଚାହୁଁଛି କମିସନରେଟ ପୁଲିସ, ଜାମିନ ରଦ୍ଦ ପାଇଁ…

କନକ ବ୍ୟୁରୋ : ଗ୍ୟାଙ୍କଷ୍ଟର ରାଜା ଆଚାର୍ଯ୍ୟକୁ ପୁଣି ଜେଲର ଚାରିକାନ୍ଥ ଭିତରକୁ ପଠାଇବା ପାଇଁ ଚାହୁଁଛି କମିଶନରେଟ ପୋଲିସ । ଏଥିପାଇଁ ଆଜି ତାର ଜାମିନକୁ ରଦ୍ଦ କରିଦେବା ଲାଗି ହାଇକୋର୍ଟରେ ଆବେଦନ କରିଛି ପୋଲିସ । ରାଜା ଆଚାର୍ଯ୍ୟ ଜେଲରୁ ବାହାରେ ରହିଲେ କିଛି ଲୋକଙ୍କ ଜୀବନ ପ୍ରତି ବିପଦ…

ହୁସିଆର୍ ! ଏଟିଏମରୁ ବାହାରୁଛି ଏବେ ମିସ୍ ପ୍ରିଂଟ, କାଳି ଲାଗିଥିବା ନୋଟ୍ । ବ୍ୟାଙ୍କକୁ ଜଣାଇଲେ ମିଳୁଛି ନିରାଶଜନକ…

ଗୋଟିଏ ପଟେ ଏଟିଏମଗୁଡିକରେ ଟଙ୍କା ନଥିବା ନେଇ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଅନ୍ୟପଟେ ଏଟିଏମରୁ ବାହାରୁ ଥିବା ନକଲି ତଥା ଚିରା ଫଟା, ମିସ୍ ପ୍ରିଂଟିଂର ଟଙ୍କା ଏବେ ଜନତାଙ୍କର ସମସ୍ୟାକୁ ଆହୁରୀ ଦ୍ୱୁଗୁଣିତ କରିଦେଇଛି । ସୂଚନା ମୁତାବକ, ଲକ୍ଷ୍ନୌର ଇନ୍ଦିରାନଗରରେ ଥିବା ପଂଜାବ ନ୍ୟାସନାଲ…

ପୌଷ୍ୟ କନ୍ୟା ପ୍ରତି ବାପାର ଅମାନବୀୟ ଅତ୍ୟାଚାର : ଅଝଟ ହେବାରୁ ପିଠା ଖଡିକାରେ ଦେଲେ ଚେଙ୍କ, ଶିଶୁ କନ୍ୟାକୁ ଉଦ୍ଧାର…

କନକ ବ୍ୟୁରୋ : ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ବାପାର ଅମାନବୀୟ ଚେହେରା ପଦାକୁ ଆସିଛି, ଯେତେବେଳେ ଝିଅ ଅଝଟ ହେବାରୁ ତାକୁ ପିଠା ଖଡିକାରେ ଚେଙ୍କ ଦେଇଛି ନୃଶଂସ ବାପା । ଅବଶ୍ୟ ମିଳିଥିବା ସୂଚନା ଅନୁସାରେ ଝିଅଟି ତାଙ୍କର ପୋଷ୍ୟ କନ୍ୟାବୋଲି ଜଣାପଡିଛି । ବ୍ରହ୍ମପୁର…

କୃଷକଙ୍କ ରୋଜଗାରର ବାଟ ଦେଖାଇଲା ସୋସିଆଲ୍ ମିଡିଆ ! ନିଜର କୃଷିଜାତ ଦ୍ରବ୍ୟକୁ ତିନି ଗୁଣାରେ ବିକିଲେ କୃଷକ ।

ବୁଦ୍ଧି ଥିଲେ ଉପାୟ ଆପେ ମିଳେ ଲୋକକଥାଟି ଅହମ୍ମଦାବାଦର ଜଣେ କୃଷକ ଶତୃଘ୍ନ ଶର୍ମାଙ୍କ ପାଖରେ ସତ ସାବ୍ୟସ୍ତ ହୋଇଛି । ଗୁଜୁରାଟର ଜଣେ କୃଷକ ଏକ ଅଭିନବ ଉପାୟ ବାହାର କରି ନିଜ ବ୍ୟବସାୟକୁ ବଢାଇବାରେ ସଫଳ ହୋଇଛନ୍ତି । ସେ କେବଳ ନିଜ ବ୍ୟବସାୟକୁ ବଢାଇନାହାନ୍ତି ଅନ୍ୟ କୃଷକଙ୍କ ପାଇଁ ମଧ୍ୟ…

ବମିଖାଲ ଓଭରବ୍ରିଜ୍ ଭୁଶୁଡି ପଡିବା ପରେ ଆରମ୍ଭ ହେଲା ଛାନଭିନ : ଦୁର୍ଘଟଣା ସ୍ଥଳରେ ଫରେନସିକ ଟିମର ୮ ଜଣିଆ ଦଳ, ରକ୍ତ…

କନକ ବ୍ୟୁରୋ : ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଥର ଭୁଶୁଡି ପଡିବା ପରେ ବମିଖାଲ ଓଭରବ୍ରିଜ ଉପରେ ସାରା ରାଜ୍ୟର ନଜର ରହିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ପହଚିଂଛନ୍ତି ଫରେନସିକ ଟିମ । ରାଜ୍ୟ ଫରେନସିକ ଲ୍ୟାବର ୮ ଜଣିଆ ଦଳ…

ଗାଈ ମଇଁଷିଙ୍କ ‘ହଷ୍ଟେଲ’ ପରେ ଏବେ ଜେଲରେ ଗୋଶାଳା ନିର୍ମାଣ କରିବାକୁ ସରକାରଙ୍କ ଯୋଜନା : ଜାଣନ୍ତୁ କାହିଁକି ?

ଗାଈକୁ ନେଇ ହରିୟାଣାରେ ଲଗାତାର ଭିନ୍ନ ଭିନ୍ନ ପ୍ରକାରର ଚେଷ୍ଟା କରାଯାଉଛି । ପ୍ରଥମେ ଯାହାଙ୍କ ପାଖରେ ଜମି ନାହିଁ, ସେମାନଙ୍କ ପାଇଁ ଗାଈ ହଷ୍ଟେଲ, ପୁଣି ବ୍ରାଜିଲରୁ ଦେଶୀ କିସମର ଗାଈର ଫେରସ୍ତ ହେବା ପରେ ଏବେ ହରିୟାଣାର ଜେଲ ଗୁଡିକରେ ଗୋଶାଳା ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି ।…