Daily Archives

March 15, 2020

କରୋନା ମୁକାବିଲା ପାଇଁ ତତ୍ପର ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ । ରାୟଗଡା ସହରରେ ୧୪୪ ଧାରା ଜାରି, କେନ୍ଦ୍ରାପଡାରେ…

କନକ ବ୍ୟୁରୋ : କରୋନାକୁ କିଭଳି ମୁକାବିଲା କରାଯାଇପାରିବ ସେନେଇ ତତ୍ପର ହୋଇଉଠିଛନ୍ତି ରାଜ୍ୟର ସମସ୍ତ ଜିଲ୍ଲା ପ୍ରଶାସନ । କରୋନାର କୌଣସି ଔଷଧ ବାହାରିନଥିବାରୁ ସ୍ୱାସ୍ଥ୍ୟମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ କିଭଳି ଆୟତରେ ରଖାଯାଇପାରିବ ସେଥିପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି ।…

କରୋନା ପାଇଁ ହୋଟେଲ ଉପରେ ନଜର । ଗାଇଡ଼ଲାଇନ୍ ଜାରି କଲା ବିଏମସି । ଅଧିକ ଭିଡ଼ର ଆୟୋଜନ ନ କରି ପର୍ଯ୍ୟାପ୍ତ ପରିମାଣର…

କନକ ବ୍ୟୁରୋ : ବିଏମସିର କରୋନା ଗାଇଡ଼୍ ଲାଇନ୍ ଜାରି । କରୋନାର ଭୟାବହତାକୁ ନଜରରେ ରଖି ଘରୋଇ ହୋଟେଲ ଗୁଡ଼ିକ ପାଇଁ ଗାଇଡ଼ଲାଇନ୍ ଜାରି କରିଛି ବିଏମସି । ପ୍ରତିଦିନ ଶହ ଶହ ଲୋକ ଯିବାଆସିବା କରୁଥିବାରୁ ହୋଟେଲରେ ପର୍ଯ୍ୟାପ୍ତ ପରିମାଣରେ ହ୍ୟାଣ୍ଡୱାସ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।…

ଓଡ଼ିଶା କରୁଛି କରୋନା ମୁକାବିଲା । ସରକାର ପ୍ରତିଦିନ ଦେବେ କରୋନା ରିପୋର୍ଟ, ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରେଇ…

କନକ ବ୍ୟୁରୋ : କରୋନାର ମୁକାବିଲା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ଅଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।…

କରୋନା ଭୟରେ କେନ୍ଦ୍ରାପଡାରେ ଯାତ୍ରା ବନ୍ଦ : ମାର୍ଚ୍ଚ ୩୧ ତାରିଖ ଯାଏଁ ଯାତ୍ରା ପରିବେଷଣ ଉପରେ ରୋକ ଲଗାଇଲେ…

କନକ ବ୍ୟୁରୋ : କରୋନା ଭୟରେ କେନ୍ଦ୍ରାପଡାରେ ଯାତ୍ରା ପରିବେଷଣ ଉପରେ କଟକଣା ଜାରି କରାଯାଇଛି । ଉପ ଜିଲ୍ଲାପାଳ ମାର୍ଚ୍ଚ ୩୧ ତାରିଖ ଯାଏଁ ଯାତ୍ରା ପରିବେଷଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡାରେ ଯାତ୍ରା ପରିବେଷଣ ଉପରେ ରୋକ ଲାଗିଛି । ଯାତ୍ରା ସମୟରେ ସଂଖ୍ୟାଧିକ ଲୋକ…

ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସତର୍କତା ମୂଳକ ପଦକ୍ଷେପ । ଗୋଟିଏ ଗୋଟିଏ ସିଟ୍ ଛାଡ଼ି ବସିଲେ ଗଣମାଧ୍ୟମ ପ୍ରତିନିଧି…

କନକ ବ୍ୟୁରୋ : କରୋନା ସତର୍କତା । କରୋନା ପାଇଁ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସତର୍କତା ମୂଳକ ପଦକ୍ଷେପ । ଗୋଟିଏ ଗୋଟିଏ ସିଟ୍ ଛାଡ଼ି ବସିଲେ ସାମ୍ବାଦିକ ଓ କ୍ୟାମେରା ପର୍ସନ । କରୋନା ସଂକ୍ରମଣର ସତର୍କତା ପାଇଁ  ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ପ୍ରେସମିଟ୍ ସମୟରେ ଏପରି ଦୃଶ୍ୟ…

ଭାରତରେ ୧୦୭ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ସର୍ବାଧିକ ୩୧ଟି ମାମଲା ମହାରାଷ୍ଟ୍ରରେ

କନକ ବ୍ୟୁରୋ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲା । ୧୦୭ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୯୦ ଜଣ ଭାରତୀୟ ନାଗରିକ ଓ ୧୭ ଜଣ ବିଦେଶୀ ନାଗରିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କରୋନା ଭାଇରସରେ ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି…